Daily Archives

April 7, 2020

ଲକଡାଉନ କଟକଣା କଡାକଡି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗାଡି ଆଣି ବଜାରକୁ ଆସିଥିବା ଲୋକଙ୍କୁ ସାବାଡ୍ କରୁଛି ପୋଲିସ୍‌,…

କନକ ବ୍ୟୁରୋ: ଲକଡାଉନକୁ ଅଧିକ କଠୋର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସାରା ଓଡ଼ିଶାରେ ଏହାକୁ କଡ଼ାକଡ଼ି ପାଳନ କରାଯାଉଛି । ସାମାଜିକ ଦୂରତା ବଜାୟ ରଖିବା ସହ କରୋନା ଭୂତାଣୁ ସଂକ୍ରମଣରୁ କିଭଳି ଦୂରେଇ ରହିବା ସେନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରୁଛନ୍ତି ଜିଲ୍ଲା ପ୍ରଶାସନ ଏବଂ…

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ୭୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ନେଇ ଟ୍ୱିଟ ଯୋଗେ ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ୭୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ନେଇ ଟୁଇଟ ଯୋଗେ ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ୪ ଏପ୍ରିଲରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ପୂର୍ବରୁ…

ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ : ରାଜ୍ୟରେ ୪୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍ । ଭୁବନେଶ୍ୱରରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୪୫ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର, ୟୁନିଟ୍ – ୪ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା…

କ୍ୱାରେନଟାଇନରେ ଗଲେ ଆଇବିର ସମସ୍ତ ଅଧିକାରୀ ଓ କର୍ମଚାରୀ: ଭୁବନେଶ୍ୱରର ସ୍ପେଶାଲ ସର୍କିଟ ହାଉସ ପାଖରେ ଥିବା…

କନକ ବ୍ୟୁରୋ: କ୍ୱାରେନଟାଇନରେ ଗଲେ ଇଂଟିଲିଜେନ୍ସ ବ୍ୟୁରୋର ସମସ୍ତ ଅଧିକାରୀ ଓ କର୍ମଚାରୀ । ଭୁବନେଶ୍ୱରର ସ୍ପେଶାଲ ସର୍କିଟ ହାଉସ ପାଖରେ ଥିବା କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟକୁ ସିଲ କରିଛି ବିଏମସି । ଏଥିସହ ସମସ୍ତ କର୍ମଚାରୀଙ୍କୁ ଘରେ ସଙ୍ଗରୋଧରେ ରଖାଯାଇଛି । କେନ୍ଦ୍ରୀୟ ଗୁଇନ୍ଦା…

କରୋନା ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ସ୍ୱତନ୍ତ୍ର ହସ୍ପିଟାଲରେ କରାଯାଉଛି କରୋନା ରୋଗୀଙ୍କ…

କନକ ବ୍ୟୁରୋ: କଟକ ବଡ ମେଡିକାଲ ତଥା ଏସସିବିରେ ନାହାନ୍ତି କୌଣସି ବି କୋଭିଡ୍ ପେସେଂଟ । ଏପରିକି ସିଟି ହସ୍ପିଟାଲମାନଙ୍କରେ ମଧ୍ୟ କୌଣସି କନଫର୍ମ କୋଭିଡ୍ କେସ୍ ନାହାନ୍ତି ବା ରାଜ୍ୟର କୌଣସି ବି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜରେ କୋଭିଡ କେସ୍ ନଥିବା ସହ ଲୋକମାନେ ବିନା…

ବିଧାୟକଙ୍କ ହାତ ପାଣ୍ଠି ବନ୍ଦ କରିବା ପାଇଁ ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ : ୨ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ…

କନକ ବ୍ୟୁରୋ : ବିଧାୟକ ହାତପାଣ୍ଠି ବନ୍ଦ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ରାଜ୍ୟର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସବୁ ବିଧାୟକ ଓ ମନ୍ତ୍ରୀ…