Daily Archives

April 5, 2020

ଓଡ଼ିଶାକୁ ଆଶ୍ୱସ୍ତ । ରାଜ୍ୟରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ, ହୋଇଛି ପକେଟ୍ ସ୍ପ୍ରେଡ୍, ଡିଏମଇଟି କହିଲେ ଏବେ ବି…

କନକ ବ୍ୟୁରୋ: ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ପକେଟ ସ୍ପ୍ରେଡ ହୋଇଛି । କନକ ନ୍ୟୁଜକୁ ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଓଡିଶାରେ କରୋନା ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜରେ ହିଁ ରହିଛି । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିକିତ୍ସା ଦ୍ୱାରା…

ସଟଡାଉନ୍ ପରେ ଦୋକାନକୁ ଯାଇ ଭିଡ କରନ୍ତୁ ନାହିଁ । ବଜାରକୁ ଯାଇ ଘରକୁ କରୋନା ଆଣନ୍ତୁ ନାହିଁ । ସତର୍କ ରହିବା ସହ…

କନକ ବ୍ୟୁରୋ : ସଟଡାଉନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଆଜି ରାତି ୮ଟାରେ ସରିବ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ସଟଡାଉନ୍ ସମୟ ସରିବା ପରେ ବଜାରକୁ ଯାଇ ଭିଡ କରନ୍ତୁ ନାହିଁ । ଅଧିକ ମାତ୍ରାରେ ଦୋକାନଙ୍କୁ ଯାଇ…

ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । କହିଲେ, ନିୟମ ନ ମାନିଲେ ସଟଡାଉନଠାରୁ ଆହୁରି କଠୋର ନିଷ୍ପତ୍ତି ନେଇପାରନ୍ତି ସରକାର

କନକ ବ୍ୟୁରୋ : ନିୟମ ନମାନିଲେ ଆହୁରି କଠୋର ନିଷ୍ପତ୍ତି ଗ୍ରହଣ କରିପାରନ୍ତି ସରକାର ବୋଲି କହିଲେ ମୁଖ୍ୟଶାସନ ସଚିବ । ଏହାସହ ସେ କହିଛନ୍ତି ଯେ, ଆଜି ରାତି ୮ଟାରେ ଭୁବନେଶ୍ୱର ସମେତ ଭଦ୍ରକ ଓ କଟକରୁ ଉଠିବ ଲକ ଡାଉନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶସନ ସଚିବ ଅସିତ ତ୍ରିପାଠୀ । ତେବେ ଗତ…

ଭୁବନେଶ୍ୱର, କଟକ ଓ ଭଦ୍ରକରେ କର୍ଫ୍ୟୁ ଆଜି ଦ୍ୱିତୀୟ ଦିନ । ରାସ୍ତାଘାଟ ଶୂନଶାନ, ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ଛାଡି…

କନକ ବ୍ୟୁରୋ : ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟଡାଉନର ଆଜି ଦ୍ୱିତୀୟ ଦିନ । ସଟଡାଉନ ଯୋଗୁଁ ସହରର ରାସ୍ତାଘାଟ ଶୂନଶାନ ରହିଛି । ଛାରିଆଡେ ନିସ୍ତବ୍ଧ । ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ଛାଡି ସହରର ସବୁ ଦୋକାନ ବଜାର ବନ୍ଦ ରହିଛି । ସେହିପରି କେବଳ ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ଓ ଆଉ…

ଗଞ୍ଜାମରେ ବଜାରକୁ ଗାଡି ଆଣିବା ପଡିଲା ମହଙ୍ଗା । ବହୁ ସଂଖ୍ୟାରେ ବାଇକ୍ ସିଜ୍ କଲା ପ୍ରଶାସନ : ଅତ୍ୟାବଶ୍ୟକ ସାମଗ୍ରୀ…

କନକ ବ୍ୟୁରୋ : ଆଜି ଗଞ୍ଜାମ ସଟଡାଉନ୍ । ମଧ୍ୟାହ୍ନ ୧୨ଟାରୁ କାଲି ସକାଳ ୭ଟା ପର୍ଯ୍ୟନ୍ତ ସହରରେ ସଟଡାଉନ ହେବ । ଏହି ସମୟରେ ଅଫିସ, ଦୋକାନ, ବଜାର, ହାଟ ସବୁ ବନ୍ଦ ରହିବ । ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଛାଡିଦେଲେ, ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକୁ ବି ବନ୍ଦ ରହିବ…

ଦେଶରେ ୭୭ ଛୁଇଁଲାଣି କରୋନା ମୃତକଙ୍କ ସଂଖ୍ୟା । ସେପଟେ ୩ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ଦେଶରେ ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୭୭ ଜଣଙ୍କ ଦେଶରେ ମୃତ ହେଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।…