Daily Archives

April 5, 2020

ସଟଡାଉନ ରାଜଧାନୀ ! ନିୟମ ପରେ ବି ବାହାରେ ବୁଲୁଥିଲେ ଲୋକ, ୧୫୬ ନିୟମ ଉଂଲଘନକାରୀଙ୍କୁ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : ଛକ ହେଉ କି ଗଳି, ଜାତୀୟ ରାଜପଥ ହେଉ କି ଫ୍ଲାଏଓଭର୍‌, ସବୁ ଖାଁ ଖାଁ। କେଉଁଠି କେହି ଦେଖାଯାଉନାହାନ୍ତି, ଧୁ’ଧୁ’ ଖରାରେ ରାଜୁତି କରୁଥିଲା ନିରବତା। କେବଳ ଶୁଭୁଥିଲା ପୁଲିସ୍‌ ଓ ଆମ୍ବୁଲାନ୍ସର ସାଇରନ୍‌। ଫୁଲନଖରାରୁ ଜଟଣୀ, ଉତ୍ତରାରୁ ଚନ୍ଦକା; ସବୁଠି ଦେଖିବାକୁ ମିଳିଥିଲା…

କଟକରେ ପୁଲିସ୍‌କୁ ଗାଳି, ଢେଲାମାଡ଼ : ୩୫ଜଣଙ୍କ ବିରୋଧରେ ଏତଲା

କନକ ବ୍ୟୁରୋ : ସଟ୍‌ଡାଉନ୍‌ କଟକଣା ସତ୍ତ୍ବେ ଓଡ଼ିଆ ବଜାରରେ ବୁଲୁଥିବା ଯୁବକଙ୍କୁ ପୁଲିସ ଘଉଡ଼ାଇବାରୁ ସେମାନେ ପୁଲିସ ଉପରକୁ ଢେଲା ମାଡ଼ କରିଥିବା ଭଳି ସଂଗିନ୍‌ ଘଟଣା ଘଟିଛି। ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଶେଷ ଲାଠିମାଡ଼ କରିଛି। ଏ ସଂକ୍ରାନ୍ତରେ ଲାଲବାଗ ଥାନାରେ ୩୫ ଜଣଙ୍କ ବିରୋଧରେ…

୧୫ ରୁ ଆରମ୍ଭ ହେବ କି ବିମାନ ସେବା ?ଆରମ୍ଭ ହେଲାଣି ବୁକିଂ, ଲକ ଡାଉନ ଘୁଂଚିଲେ ପରବର୍ତୀ ତାରିଖକୁ ଘୁଂଚାଇ ହେବ ଟିକେଟ୍

କନକ ବ୍ୟୁରୋ : ସାରା ଦେଶରେ ଲକ୍‌ଡାଉନ୍ ଯୋଗୁଁ ବିମାନ, ରେଳ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଆସନ୍ତା ୧୫ତାରିଖରୁ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଡିଜିସିଏ ସବୁଜ ସଂକେତ ଦେବା ପରେ ବିଭିନ୍ନ ବିମାନ କମ୍ପାନି ଟିକେଟ ବୁକିଂ ଆରମ୍ଭ କରିଦେଇଛନ୍ତି।…

ଗ୍ରାମ ପ୍ରବେଶ ପଥ ଅବରୋଧ ନେଇ ଉତ୍ତେଜନା : ପୋଲିସ ଚଢଉ ଖବର ପାଇବା ପରେ ଛତ୍ରଭଂଗ ଦେଇଥିଲେ ଯୁବକ

କନକ ବ୍ୟୁରୋ : ଉତ୍ତରା ଫାଣ୍ଡି ଅଧୀନ ଏକଚାଳିଆ ଗ୍ରାମରେ ୬ ଜଣ ଯୁବକ ସଂଧ୍ୟାରେ ଗ୍ରାମର ମୁଖ୍ୟ ପ୍ରବେଶ ପଥକୁ ବାଉଁଶ ବାନ୍ଧି ଅବରୋଧ କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଲୋକମାନେ ଯାତାୟାତ କରିବାରେ ସମସ୍ୟା ଦେଖା ଦେଇଥିଲା। ସଟ୍‌ଡାଉନ ଆଳରେ ସଂପୃକ୍ତ ଯୁବକମାନେ…

ସଟ ଡାଉନ ରାଜଧାନୀ । ରାଜଧାନୀରେ ଜନଔଷଧୀ କେନ୍ଦ୍ରକୁ ମିଳିଲାନି ଅନୁମତି

କନକ ବ୍ୟୁରୋ : ରାଜଧାନୀରେ ସଟ୍‌ଡାଉନ ପରେ ୧୩ଟି ଜୋନ୍‌ରେ ୩୯ଟି ‌ମେଡିସିନ ଷ୍ଟୋରକୁ ଔଷଧ ବିକିବା ପାଇଁ ଅନୁମତି ମିଳିଛି। ହେଲେ ଏହା ମଧ୍ୟରେ ଗୋଟିଏ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର (ପିଏମବିଜେକେ) ଖୋଲିବା ପାଇଁ ଅନୁମତି ମିଳିନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି,…

ଦେଶରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୭୫ ଜଣଙ୍କ ମୃତ୍ୟୁ, ୨୨ ହଜାର ତବିଲିଗି ଜମାତ…

କନକ ବ୍ୟୁରୋ : ତିନି ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶେଷ ଖବର ସୁଦ୍ଧା ୩ ହଜାର ୭୨ ଜଣ କୋରନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ବର୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୪…