Daily Archives

December 19, 2019

ଚାଷୀ, ମଣ୍ଡି ଆଉ ଟୋକନ୍ ବ୍ୟବସ୍ଥା…ଧାନ ବିକ୍ରୀ ପାଇଁ ହିନସ୍ତା ଅନ୍ନଦାତା…ମିଲର୍ସଙ୍କ ମର୍ଜିରେ ଚାଲିଛି…

କନକ ବ୍ୟୁରୋ: ଚାଷୀଙ୍କୁ ଟୋକେନ ଚିନ୍ତା । ନାମ ପଞ୍ଜିକରଣ କରିନପାରି ଟୋକନ ବ୍ୟବସ୍ଥାରୁ ବଂଚିତ ହୋଇଛନ୍ତି ଗୁଣୁପୁର ଅଂଚଳର ଚାଷୀ । ଟୋକନ୍ ନଥିବାରୁ ଧାନ ବିକ୍ରୀ ହୋଇନପାରି ଖଳାରେ ପଡିରହଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦଲଲା । ସେପଟେ କଳାହାଣ୍ଡି ଜିଲ୍ଲାର ଜୟପଟାଣାରେ ମଧ୍ୟ ଚାଷୀଙ୍କ…

ଘରୁ କାଢି ଦେଲା ବୋହୂ, କୋଳେଇ ନେଲେ ଡେପୁଟି କମିଶନର । ରାସ୍ତା କଡରୁ ଅସହାୟ ଶାଶୁ-ଶ୍ୱଶୁରଙ୍କ ଲୁହ ପୋଛି ସାହାଯ୍ୟ କଲେ…

କନକ ବ୍ୟୁରୋ: ପର ପାରିରେ ପୁଅ, ପର କରିଦେଲା ବୋହୂ । ଜନ୍ମକଲା ପୁଅର ମୃତ୍ୟୁ ହେବା ପରେ ଘରୁ ତଡିଗେଲା ବୋହୂ । ବୟସ ବଢି ଯାଇଥିବାରୁ ଆଉ ବୋଝ ହୋଇ ଘରେ ରହୁଥିବାରୁ ରାସ୍ତା ମଝିକୁ ଶାଶୁ ଶ୍ୱଶୂରଙ୍କୁ ଠେଳି ଦେଲା ବୋହୂ । ଶାଶୁ-ଶ୍ୱଶୂରଙ୍କୁ ଅକଥନୀୟ ଅତ୍ୟାଚାର ଦେଇ ନିଜ ଘରୁ ବିଦା କରିଦେବା…

ବିଭିନ୍ନ ଦାବିକୁ ନେଇ ଭାଗ ଭାଗ ହେଲା ସ୍ୱାଭିମାନ ଅଂଚଳ । ବିକାଶ ପାଇଁ ପ୍ରଶାସନ ଓ ପୁଲିସ ସପକ୍ଷରେ ଗୋଟିଏ ଗୋଷ୍ଠୀ

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଅଶାନ୍ତ ସ୍ୱାଭିମାନ ଅଂଚଳ । ବାରମ୍ବାର ପ୍ରଜାମେଳି କରି ଦାବି ଉପସ୍ଥାପନ କରୁଛନ୍ତି ବୁଡି ଅଂଚଳ ବାସିନ୍ଦା । ଏହାରି ଭିତରେ ସ୍ୱାଭିମାନ ଅଂଚଳର ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଭାଗ ଭାଗ ହୋଇଯାଇଛି ସ୍ୱାଭିମାନ ଅଂଚଳ । ଗୋଟିଏ ଗୋଷ୍ଠୀ ଏବେ ବିକାଶ…

ଆଇପିଏଲ୍ ୨୦୨୦ ପାଇଁ ନିଲାମୀ । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ୧୫.୫ କୋଟିରେ କିଣିଲା କେକେଆର, ମୁମ୍ବାଇ…

କନକ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ । ଆଇପିଏଲ-୨୦୨୦ ସିଜନ ପାଇଁ ନିଲାମୀ ଜାରି ରହିଛି । ଚଳିଥର ମୋଟ୍ ୭୩ ଜଣ ଖେଳାଳିଙ୍କୁ କିଣିବେ ବିଭିନ୍ନ ଟିମ୍ । ସେଥିରେ ସାମିଲ ଅଛନ୍ତି ୨୯ ଜଣ ବିଦେଶୀ ଖେଳାଳୀ । ତେବେ ନିଲାମୀ ଆରମ୍ଭରୁ ହିଁ କୋଲକାତାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନଙ୍କୁ…

ସ୍କୁଲ ହତାରେ କୃଷି…ବଗିଚାରେ ଲାଗିଛି ବିଭିିନ୍ନ ପନିପରିବା ସହ ଫଳ ଗଛ…ପାଠପଢା ସହିତ କୃଷି ଭିତ୍ତିକ…

କନକ ବ୍ୟୁରୋ: ସ୍କୁଲ ହତାରେ କୃଷି । ବଗିଚାରେ ଲାଗିଛି ବିଭିିନ୍ନ ପନିପରିବା ଗଛ ସହ ଫଳ ଗଛ । ପୁଣି ସେହି ଗଛ ଗୁଡିକରେ ଦିଆଯାଉନାହିଁ ରାସାୟନିକ ସାର କିମ୍ବା ଔଷଧ । କେବଳ ଖତ-ଗୋବର ଦେଇ ଉତ୍ପାଦନ କରାଯାଉଛି ପନିପରିବା । ପାଠପଢା ସହିତ କୃଷି ଭିତିକ ଜ୍ଞାନ ଶିଖାଯାଉଛି ଛାତ୍ରଛାତ୍ରୀଙ୍କୁ ।…

ପୁରୀ ପ୍ରଶାସନକୁ ଆବାସ ଚିନ୍ତା…କାହିଁକି ଶେଷ ହେଉନି ଆବାସ ଯୋଜନାରେ ଘରକାମ…ଘର ଘର ବୁଲି ସ୍ଥିତି ପରଖିଲେ…

କନକ ବ୍ୟୁରୋ: ପ୍ରଶାସନକୁ ଘାରିଛି ଆବାସ ଯୋଜନାରେ ଘରକାମ ସଂପୂର୍ଣ୍ଣ ଚିନ୍ତା । ୧୬ ହଜାର ଆବାସରୁ ନିର୍ମାଣ ସରିଛି ମାତ୍ର ୩୦ ପ୍ରତିଶତ ଘର । ବାକି ଘର କେବେ ସରିବ ତାକୁ ନେଇ ଚିନ୍ତାରେ ପଡିଥିବା ପ୍ରଶାସନିକ ବାବୁ ବୁଲିଲେ ଗାଁରୁ ଗାଁ । ହିତାଧିକାରୀଙ୍କୁ ଭେଟିଲେ ଆଉ ଆବାସ ଯୋଜନାରେ…