Monthly Archives

November 2019

ଆଡିଲେଡରେ ୱାର୍ଣ୍ଣର ଝଡ ! ପାକିସ୍ତାନକୁ ଘାଇଲା କଲା କଙ୍ଗାରୁ, ଏକାକୀ ୱାର୍ଣ୍ଣର ଖେଳିଲେ ୩୩୫ ରନର ଅପରାଜିତ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଆଡିଲେଡ ଓଭାଲଠାରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି କଙ୍ଗାରୁ ଦଳ । ପାକିସ୍ତାନ ବୋଲରଙ୍କୁ ଧରାଶାୟୀ କରିବା ସହ ଏକାକୀ ତ୍ରିଶତକୀୟ ପାଳି ଖେଳିଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ…

ଧାନବିଲକୁ ହାତୀ ଭୟ । କେନ୍ଦୁଝରରେ ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉତ୍ପାତ । ଫସଲ ନଷ୍ଟ ଭୟରେ ତରତର ହୋଇ କାଦୁଅ…

କନକ ବ୍ୟୁରୋ: ବର୍ଷ କର ପରିଶ୍ରମ ହାତୀ ମୁହଁରେ କିମ୍ବା ପାଦ ତଳେ ଯାଉଛି । ବହୁ କଷ୍ଟରେ ଧାର କରଜ କରି ଚାଷ କରିଛି ଚାଷୀ । ସେହି ଚାଷକୁ ହାତୀ ନଷ୍ଟ କରି ଦେବା ଭୟରେ ସମୟ ଆଗରୁ ଧାନ କାଟି ନେଉଛି ଚାଷୀ । ହାତୀ ଭୟରେ ପ୍ରମାଦ ଗଣୁଛି କେନ୍ଦୁଝର ଜିଲ୍ଲାର ଚାଷୀ । ଧାନବିଲକୁ ହାତୀ ଭୟ ।…

ମହଙ୍ଗା ହେବ ମୋବାଇଲ୍ କଲ୍ । ଟାରିଫ୍ ପ୍ଲାନରେ ବୃଦ୍ଧି କଲେ ଏହି ୪ଟି ଟେଲିକମ୍ କମ୍ପାନୀ, କାଲିଠୁ ଆପଣଙ୍କୁ ଗଣିବାକୁ…

କନକ ବ୍ୟୁରୋ : ଏଣିକି କଲ୍ ପାଇଁ ଆପଣଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା । କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ଅର୍ଥାତ ଆପଣ ପୂର୍ବରୁ ଏହି ଟେଲିକମ୍…

ମହାରାଷ୍ଟ୍ର ବିଧାନସଭାରେ ବହୁ ମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ । ସହମତି ଜଣାଇଲେ ଜଣ ଜଣ କରି ସଦସ୍ୟ

କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭାରେ ବହୁ ମତ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଉଦ୍ଧବ ଠାକରେ । ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଜଣ ଜଣ କରି ସହମତି ଜଣାଇଛନ୍ତି । ବହୁମତ ସଂଖ୍ୟା ୧୪୫ ପାର କରିଛି ଉଦ୍ଧବଙ୍କ ସରକାର । ସରକାରଙ୍କ ସପକ୍ଷରେ ପଡିଛି ୧୬୯ ଭୋଟ । ମହାରାଷ୍ଟ୍ର ବିକାଶ ଅଘାଡି…

ଗାଡି ଚାଳକଙ୍କ ପାଇଁ ବଡ ଖବର। ପୁଲିସ ଧରନ୍ତୁ ବା ନଧରନ୍ତୁ ନିୟମ ଭାଙ୍ଗିଲେ ନିଶ୍ଚୟ କଟିବ ଚାଲାଣ। ଡାକ ଯୋଗେ ଘରକୁ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଯାଂଚ ହେବ କଡାକଡି । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଂଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ସିଟ୍ ବେଲ୍ଟ…

ଆଦିବାସୀ ଅଂଚଳରୁ ସଂସଦ ଭବନ ପହଂଚିବାର ସ୍ୱପ୍ନ। ସଂସଦ ଭବନରେ ପାଠ ପଢୁଛନ୍ତି କୁନି କୁନି ପିଲା। ଚର୍ଚ୍ଚାରେ…

କନକ ବ୍ୟୁରୋ: ସଂସଦ ଭବନରେ ପାଠପଢା । କଥାଟା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚିୟ । କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିିଛି ମାଲକାନଗିରି ଜିଲ୍ଲାରେ । ବିଦ୍ୟାଳୟ ଶ୍ରେଣୀ ଗୃହକୁ ଅବିକଳ ସଂସଦ ଭବନର ରୁପଦେଇ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଆଉ ଏପରି ପରିବେଶରେ ପାଠପଢି…