Daily Archives

November 19, 2019

ଜେଏନୟୁ ଛାତ୍ରଛାତ୍ରୀଙ୍କ ହକ୍ ପାଇଁ ଲଢୁଛନ୍ତି ଓଡିଆ ପୁଅ । ଲାଠି ପାହାର ଖାଇଛନ୍ତି, ଗିରଫ ହୋଇଛନ୍ତି । କିନ୍ତୁ ପଛକୁ…

କନକ ବ୍ୟୁରୋ : ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ନୂଆଦିଲ୍ଲୀରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ।ବର୍ଦ୍ଧିତ ଫିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଥିବାବେଳେ ହଜାର ହଜାର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦ…

ଦିଦି ଓ ଓୱେସିଙ୍କ ମଧ୍ୟରେ କଥା କଟାକଟି । ସଂଖ୍ୟାଲଘୁ କଟ୍ଟରପଂଥୀ ପ୍ରସଙ୍ଗ ନେଇ ଏଆଇଏମଆଇଏମ ନେତାଙ୍କୁ ମମତାଙ୍କ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏଆଇଏମଆଇଏମ ନେତା ଅସଦ୍ଦୁଦ୍ଦିନ ଓୱେସି ମୁହାମୁହିଁ ହୋଇଛନ୍ତି । ସଂଖ୍ୟାଲଘୁ କଟ୍ଟରପଂଥୀ ପ୍ରସଙ୍ଗ ନେଇ ଦିଦି ପରୋକ୍ଷରେ ଓୱେସିଙ୍କୁ ଟାର୍ଗେଟ୍ କରିଛନ୍ତି । କୁଚବିହାରରେ ଏକ ରାଲି ବେଳେ ମମତା ଓୱେସିଙ୍କ ଦଳକୁ ସମାଲୋଚନା…

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରାଜନୈତିକ ଛକାପଂଝା । ଶରଦଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଂଜୟ, କହିଲେ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଛିଣ୍ଡୁନି ଅଙ୍କ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ବେଳେ ଜାରି ରହିଛି ରାଜନୈତିକ ଛକାପଂଝା । ଦୁଇ ଦିନରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇଟି ବୟାନ ଶିବସେନାର ଦ୍ୱନ୍ଦ୍ୱ ବଢାଇଛି । ସେପଟେ ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ ନେଇ ପୁଣି…

ଯୋଗ ଗୁରୁ ଜୟଦେବ । ଯାହାଙ୍କ ଯୋଗାସନ ଆଗରେ ଫିକା ପଡିଯିବ ବାବା ରାମଦେବଙ୍କ ଯୋଗ, କେତେବେଳେ ଗୋଡକୁ ମୁଣ୍ଡ ଉପରେ ରଖି ତ…

କନକ ବ୍ୟୁରୋ : କେନ୍ଦ୍ରାପଡାର କୁନି ରାମଦେବ । ୮ ବର୍ଷର ଏହି କୁନି ବାଳକ ଆଖିରେ ଆଖିଏ ସ୍ୱପ୍ନ । ବଡ ହେଲେ ଯୋଗଗୁରୁ ବାବା ରାମଦେବଙ୍କ ଭଳି ହେବ, ଲୋକଙ୍କୁ ଯୋଗ ଶିଖାଇ ସୁସ୍ଥ ରଖିବ । ଖେଳକୁଦ ବୟସରେ ଭଳିକି ଭଳି କଷ୍ଟସାଧ୍ୟ ଯୋଗାସନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି କେନ୍ଦ୍ରାପଡାର…

ପ୍ରେମ ନେଉଛି ଜୀବନ ! ଦେଶରେ ବଢ଼ୁଛି ପ୍ରେମଜନିତ ହତ୍ୟାକାଣ୍ଡ । ଏନସିଆରବି ତଥ୍ୟରୁ ସାମ୍ନାକୁ ଆସିଲା ସତ ।

କନକ ବ୍ୟୁରୋ : ପ୍ରେମ ନେଉଛି ଜୀବନ । ଦେଶରେ ବଢ଼ୁଛି ପ୍ରେମଜନିତ ହତ୍ୟାକାଣ୍ଡ । ଯେଉଁ ସବୁ କାରଣରୁ ହତ୍ୟାକାଣ୍ଡ ଘଟୁଛି, ସେଥିରେ ପ୍ରେମବ୍ୟାପାର ତୃତୀୟ କାରଣ ପାଲଟିଛି । ନିକଟରେ ଏନସିଆରବି ଜାରି କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି । ୨୦୦୧ରୁ ୨୦୧୭ ପର୍ଯ୍ୟନ୍ତ ଦେଶରେ ପ୍ରେମଜନିତ…

ମାଲକାନଗିରିରୁ ପୁଣି ଆସିଲା ଅଭାବନୀୟ ଖବର । ଅଜଣା ରୋଗ ବଢାଉଛି ଭୟ, ସଂକ୍ରମଣ ଯୋଗୁଁ ଅସୁସ୍ଥ ହେଲେ ୨୭ ଶିଶୁ ।

କନକ ବ୍ୟୁରୋ : ଗତକିଛି ଦିନ ତଳେ ମାଲକାନଗିରିରେ ୬ଜଣ ନବଜନ୍ମିତ ଶିଶୁଙ୍କ ମୃତ୍ୟୁ ଖବର ଚିନ୍ତା ବଢାଇଥିଲା । ଆଉ ବର୍ତ୍ତମାନ ପୁଣିଥରେ ମାଲକାନଗିରିରେ ପୁଣିଥରେ ୨୭ଜଣ ଶିଶୁ ଅସୁସ୍ଥ ହୋଇଯିବା ପରେ ବଢିଯାଇଛି ଅଜଣା ରୋଗର ଆତଙ୍କ । କାଲିମେଳାର କଟାନପାଲି ଗାଁରେ ଦେଢରୁ ଦୁଇ ବର୍ଷ ବୟସର ଅନେକ…