Daily Archives

November 26, 2019

ମହାରାଷ୍ଟ୍ର ରାଜନୀତିର ପିତାମହ ‘ପାୱାର’ଙ୍କ ରଣନୀତି ଆଗରେ ଫେଲ୍ ମାରିଲା ବିଜେପି ଚାଣକ୍ୟଙ୍କ ଚାଲ୍ । ଅଧାରେ ଅଟକିଲା…

କନକ ବ୍ୟୁରୋ : ଫେଲ୍ ମାରିଲେ ଫଡ଼ନବିସ୍ । ଫ୍ଲୋର ଟେଷ୍ଟ ପୂର୍ବରୁ ପଛଘୁଞ୍ଚା ଦେଲେ ଫଡନବିସ୍ । ବହୁମତ ପୂର୍ବରୁ ହାତ ଟେକି ଦେଲେ ୩ ଦିନର ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ଫ୍ଲୋର ଟେଷ୍ଟ ରାୟ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ୭୮ ଘଣ୍ଟାର ମୁଖ୍ୟମନ୍ତ୍ରୀ । ଆଉ ଏହାସହ ରାଜନୀତିର…

ମହାରାଷ୍ଟ୍ରରେ ‘ପାୱାର’ ପଲିଟିକ୍ସ ! ଶରଦଙ୍କ ଘରେ ଅଜିତ୍ । ‘ପଦ୍ମ’କୁ ପର କରିବା ପରେ ଦାଦାଙ୍କୁ ଭେଟିଲେ ପୁତୁରା ।

କନକ ବ୍ୟୁରୋ: ‘ପଦ୍ମ’କୁ ପର କରିବାପରେ ପରିବାର ଲୋକଙ୍କୁ ଭେଟିଲେ ଅଜିତ୍ ପାୱାର । ମହାରାଷ୍ଟ୍ର ଘଟପରିବର୍ତ୍ତନର ସୂତ୍ରଧର ପାଲଟିଥିବା ଅଜିତ୍ ପାୱାର ଏନସିପି ଦଳ ମୁଖ୍ୟ ତଥା ତାଙ୍କ ଦାଦା ଶରଦ ପାୱାରଙ୍କ ବାସଭବନରେ ପହଁଚିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ସ୍ଥିତି ସିଲଭର ଓକାକରେ ଶରଦଙ୍କୁ…

ପୁରୁଣା ଗାଡି ମାଲିକଙ୍କୁ ବଡ ଆଶ୍ୱସ୍ତି । ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି, ଟ୍ୱିଟ୍ କରି ସୂଚନା ଦେଲେ…

କନକ ବ୍ୟୁରୋ  : ପୁରୁଣା ଗାଡି ମାଲିକଙ୍କୁ ବଡ ଆଶ୍ୱସ୍ତି । ବନ୍ଦ ହେବନି ୧୫ ବର୍ଷର ପୁରୁଣା ଗାଡି । ରାସ୍ତାରେ ଚାଲିପାରିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲେ ମଧ୍ୟ ୧୫ ବର୍ଷରୁ ଅଧିକ…

ପାକିସ୍ତାନ୍ ସେନା ମୁଖ୍ୟଙ୍କୁ ବଡ଼ ଝଟକା ! ଏଥର ବୃଦ୍ଧି ହୋଇନପାରେ କାର୍ଯ୍ୟକାଳ, ଇମ୍ରାନଙ୍କ ସ୍ୱପ୍ନ ଭାଙ୍ଗିଦେଇ…

କନକ ବ୍ୟୁରୋ: ପାକିସ୍ତାନ ସୁପ୍ରିମକୋର୍ଟରେ କାଟ୍ ଖାଇବାକୁ ଯାଉଛି ଇମ୍ରାନଙ୍କ ଆଉ ଏକ ଚାଲ୍ । ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଖୁଥିବା ସ୍ୱପ୍ନ ଭାଂଗିଯିବାକୁ ବସିଲାଣି । କାରଣ ଏହାକୁ ନେଇ…

ମହାରାଷ୍ଟ୍ରରେ ମେଣ୍ଟ ସରକାର । ମଙ୍ଗ ଧରିବେ ଶିବସେନା ମୁଖ୍ୟ, ତିନି ଦଳର ନିଷ୍ପତି ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ।

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧ ତାରିଖରେ ମହାରାଷ୍ଟ୍ରରେ ମହାମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ହେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏନେଇ ତିନି ଦଳର ମେଣ୍ଟ ସରକାର ନେତା ନିର୍ବାଚିତ ହୋଇଛନ୍ତି ଉଦ୍ଧବ ଠାକରେ । ଆଉ ଏହି ମହାମେଣ୍ଟ ସରକାର ନାଁ 'ମହା ବିକାଶ ଅଘାଡ଼ି' ବା (ଏମଭିଏ) ବୋଲି…

ଶସ୍ତାରେ ବିକିଥିଲେ, ଚଢାଦରରେ କିଣୁଛନ୍ତି । ପିଆଜ ଚାଷୀ ଏବେ ବିନା ପିଆଜର ତରକାରୀ ଖାଉଛି ।

କନକ ବ୍ୟୁରୋ : ଶସ୍ତାରେ ବିକି ଥିଲେ ଏବେ ଚଢା ଦରରେ କିଣିବାକୁ ପଡୁଛି । ଗୋଟିଏ ଧାଡିରେ କହିଲେ, ଇଏ ହେଉଛି କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ପିଆଜ ଚାଷୀଙ୍କ ଦୁଃଖ । ବହୁ ପରିଶ୍ରମରେ ଉତ୍ପାଦନ କରିଥିବା ପିଆଜକୁ କିଲୋ ୫ରୁ୮ ଟଙ୍କାରେ ବିକ୍ରି କରିଥିବା ଚାଷୀ ଏବେ ପିଆଜ କିଣିବା ବେଳକୁ…