Daily Archives

November 14, 2019

୩ଟି ଅଣ୍ଡା ପାଇଁ ୧୬୭୨ ଟଙ୍କାର ବିଲ୍ ଦେଲା ହୋଟେଲ । ଟ୍ୱିଟରରେ ବିଲର ଫଟୋ ସେୟାର କଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ…

ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶେଖର ରବଜିଆନୀ ଏବେ ନିଜର ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଶେଖରଙ୍କ ଏହି ପୋଷ୍ଟ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ନିଜ ଟ୍ୱିଟର ପେଜରେ ଶେଖର ଏକ ହୋଟେଲ ବିଲ୍ ପୋଷ୍ଟ କରିଥିଲେ । ଯେଉଁଥିରେ ତିନିଟି ଅଣ୍ଡାର ଦାମ…

ଆମ୍ବୁଲାନ୍ସରେ ଅଭାବନୀୟ ଘଟଣା । ଚିକିତ୍ସା ପାଇଁ ଯାଉଥିବା ଯୁବକ ଆମ୍ବୁଲାନ୍ସରେ ନର୍ସଙ୍କୁ କଲେ ଅସଦାଚରଣ

ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିବା ଜଣେ ଯୁବକ ନର୍ସଙ୍କ ସହ ଅସଦାଚରଣ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ବର୍ଷୀୟା ନର୍ସ ନିଜର ପରିଚୟ ଦେଇ ଘଟଣା ବିଷୟରେ ଜଣାଇଛନ୍ତି। ନର୍ସ ଲିଜି ସ୍ମିଥଙ୍କ କହିବା ଅନୁଯାୟୀ, ଲଣ୍ଡନରେ ଜଣେ ଯୁବକ ଝଗଡ଼ା କରି ଆହତ ‌ହେବା ପରେ ତାଙ୍କୁ…

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ପାଦେ ଆଗେଇଲା ଶିବସେନା । ପ୍ରସ୍ତୁତ ହେଲା, ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର…

କନକ ବ୍ୟୁରୋ : ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ପାଦେ ଆଗେଇଛନ୍ତି କଂଗ୍ରେସ ଓ ଏନସିପି । ତିନି ଦଳ ମଧ୍ୟରେ ଘନ ଘନ ଆଲୋଚନା ଚାଲିଥିବା ବେଳେ କମନ୍ ମିନିମମ୍ ପ୍ରୋଗ୍ରାମ ବା ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ନେଇ ସହମତି ପ୍ରକାଶ ପାଇଛି । ଆଜି ସନ୍ଧ୍ୟାରେ ୩ ଦଳର…

ମାସକୁ ମାସ ପଇସା ନେଉଛନ୍ତି କିନ୍ତୁ ପାଣି ଦେଉନାହାନ୍ତି । ପ୍ରତିବାଦ କଲେ, ପଞ୍ଚାୟତ ଅଫିସରେ ତାଲା ଠୁଙ୍କି ଧାରଣାରେ…

କନକ ବ୍ୟୁରୋ: ଶୀତ ଦିନରେ ବି ଜଳକଷ୍ଟ । ପାଣି ପାଇଁ  ତାତିଲେ ମହିଳା, ନାରା ବାଜି ସହ ହାତରେ ଖାଲି ପାଣି ହାଣ୍ଡି ଧରି  ପଞ୍ଚାୟତ ଅଫିସରେ ପକାଇଲେ ତାଲା । ପାଣି ନ ମିଳିବା ଯାଏ ତାଲା ଖୋଲିବୁ ନାହିଁ ବୋଲି ଜିଦରେ ଅଟଳ ରହି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଶତାଧିକ ମହିଳା …

ଭୋକିଲାଙ୍କ ଭଗବାନ, ଅଜଣା ଲୋକଙ୍କ ଅନ୍ନଦାତା । ରାତି ଅଧରେ ଭୋକିଲାଙ୍କ ପେଟ ପୁରାଉଛନ୍ତି ଗୋପବନ୍ଧୁ ସୁଖ ଦୁଃଖର ସାଥୀ,…

କନକ ବ୍ୟୁରୋ : ଆଉ କେହି ରହିବେନି ଭୋକିଲା । ଦେଶରେ ଯେପରି କୌଣସି ଲୋକ ଭୋକ ଉପାସରେ ନ ରୁହେ ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି । ଏପରିକି ରାଜ୍ୟରେ ୫ ଟଙ୍କିଆ ଆହାର ଯୋଜନା ଦୀର୍ଘ ଦିନ ହେବ ଚାଲି ଆସୁଛି । କିନ୍ତୁ ଏହି ଯୋଜନାର ଅସଲ ରୂପ ସେତେବେଳେ…