Monthly Archives

November 2019

କଟକ ଆନ୍ଧ୍ରା ବ୍ୟାଙ୍କ ମଙ୍ଗଳାବାଗ ଶାଖା ନିକଟ କୋଠାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୨ଟି ଦମକଳ…

କନକ ବ୍ୟୁରୋ: କଟକ ମଙ୍ଗଳାବାଗସ୍ଥିତ ଆନ୍ଧ୍ରା ବ୍ୟାଙ୍କ ନିକଟରେ ଥିବା ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଲିଭାଇବାକୁ ପ୍ରଥମ ୨ଟି ଅଗ୍ନିଶମ…

ହାଇଦ୍ରାବାଦରୁ ଆଉ ଜଣେ ମହିଳାଙ୍କ ଗଳିତଶବ ଉଦ୍ଧାର : ପ୍ରିୟଙ୍କା ରେଡ୍ଡିଙ୍କ ମୃତଦେହ ମିଳିଥିବା ଅଂଚଳରୁ ଉଦ୍ଧାର ହେଲା…

କନକ ବ୍ୟୁରୋ : ହାଇଦ୍ରାବାଦରୁ ଆସିଛି ବର୍ବରତାର ଆଉ ଏକ ଚିତ୍ର । ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେବା ଘଟଣା ମନରୁ ଯାଇନି । ସାମ୍ନାକୁ ଆସିଛି ଆଉ ଜଣେ ମହିଳାଙ୍କ ସହିତ ବର୍ବରତାର ଚିତ୍ର । ହାଇଦ୍ରାବାଦର ଶମସାବାଦରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ…

ରେକର୍ଡ ଭାଙ୍ଗିଲା ଚାଲାଣ୍ ! ଦାମୀ ଗାଡି ଉପରେ ଲାଗିଲା ଜରିମାନା , କାର୍ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କା   

ନୂଆ ମଟରଯାନ ନିୟମ ଲାଗୁ ହେବା ପରେ ଜୋରଦାର ହେଉଛି ଟ୍ରାଫିକ ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ବାବଦକୁ ହଜାର ହଜାର ଟଙ୍କା ଗଣିବାକୁ ପଡୁଛି । ତେବେ ନୂଆ ନିୟମ ଆସିବାର କିଛି ମାସ ମଧ୍ୟରେ ଟ୍ରାଫିକ ପୋଲିସଙ୍କ ମନମାନିକୁ ନେଇ ଆସିଛି ବଡ ଅଭିଯୋଗ । ନିକଟରେ ଚଣ୍ଡୀଗଡ ପୋଲିସ ଜଣେ କାର…

୨୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୯ ହଜାର କୋଟିର ପୁଂଜି ନିବେଶ…

କନକ ବ୍ୟୁରୋ: ମେକଇନ ଓଡିଶାର ଅଷ୍ଟମ ଫେଜରେ ଆଜି ମୁଖ୍ୟମନ୍ତ୍ରୀ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଜିଲ୍ଳାର ବିଭିନ୍ନ ସ୍ଥାନରେ…

ମଦୁଆ ଡ୍ରାଇଭରଙ୍କୁ ନିସ୍ତାର ନାହିଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ : ୨୪ ଘଂଟା ଭିତରେ ଗିରଫ ହେଲେଣି ୧୬୦…

କନକ ବ୍ୟୁରୋ : ମଦୁଆ ଡ୍ରାଇଭରଙ୍କୁ ନିସ୍ତାର ନାହିଁ । ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ୨୪ ଘଂଟା ଭିତରେ ଗିରଫ ହୋଇଛନ୍ତି ୧୬୦ ନିଶାଗ୍ରସ୍ତ ଗାଡ଼ି ଚାଳକ । ଗଂଜାମ ଜିଲ୍ଲାରେ ସର୍ବାଧିକ ୨୭ ଜଣ ଗିରଫ ହୋଇଥିବା ବେଳେ ମୟୁରଭଞ୍ଜରେ ୨୪, ଯାଜପୁର ୧୭ ଏବଂ ଅନୁଗୁଳ ଜିଲ୍ଲାରେ…

ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା : ୧୦ ହଜାର ଫାଇନ୍ ଗଣିଲେ ମଦ୍ୟପ ଯୁବକ

କନକ ବ୍ୟୁରୋ : ୧୦ ହଜାର ଟଙ୍କା ଫାଇନ ଦେଲେ ମଦ୍ୟପ ଡ୍ରାଇଭର । ନୂଆ ମୋଟର ଯାନ ଆଇନ ଅନୁସାରେ ମଦ୍ୟପ ଯୁବକ ଜଣକ ୧୦ ହଜାର ଗଣିଛନ୍ତି । ଆସନ୍ତକାଲିଠାରୁ କଡ଼ାକଡ଼ି ପାଳନ ହେବ ନୂଆ ଟ୍ରାଫିକ୍ ନିୟମ ପାଳନ । ହେଲେ ଏପଟେ ଆଜିଠାରୁ ତଣ୍ଡ ଗଣିଲେଣି ବାଇକ୍ ଚାଳକ । ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି…