Daily Archives

November 2, 2019

କେବେ ବିଜ୍ଞାପନରେ କାମ ମିଳିବନି ବୋଲି କହୁଥିଲେ ନିର୍ଦ୍ଦେଶକ, ଏବେ ବଲିଉଡର ଚକୋଲେଟ୍ ହିରୋ ଭାବେ ଯୁବତୀଙ୍କର ପ୍ରଥମ…

ଫିଲ୍ମ ପାଇଁ ସଠିକ୍‌ କାହାଣୀ ବାଛିବାର କ୍ଷମତା ଥିବାରୁ ଖୁବ୍‌ କମ ସମୟରେ ବହୁତ ଆଗକୁ ବଢ଼ିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ଆଗକୁ ତାଙ୍କର ୩ଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଯେଉଁଥିରେ ସାମିଲ ଅଛି ଲଭ୍‌ ଆଜ୍‌ କଲ-୨, ଭୁଲ ଭୁଲୈୟା-୨ ଏବଂ ପତି ପତ୍ନୀ ଔର୍‌ ଓ୍ଵ । କାର୍ତ୍ତିକଙ୍କ…

ବାଘ ପାଇଁ ‘ବାଘ ବଞ୍ଚାଅ ଅଭିଯାନ’ । ଏକ ଦମ୍ପତିଙ୍କ ନିଆରା ପ୍ରୟାସ । ଲୋକଙ୍କ ପାଖରେ ବାଘ ବଞ୍ଚାଅ ବାର୍ତ୍ତା…

କନକ ବ୍ୟୁରୋ: ବାଘଙ୍କ ସଂରକ୍ଷଣ ପାଇଁ ବାଘ ବଞ୍ଚାଅ ଅଭିଯାନ । ଜାତୀୟ ପସୁକୁ ଭଲ ପାଉଥିବା ଦମ୍ପତିଙ୍କ ନିଆରା ପ୍ରୟାସ । ସ୍ୱାମୀ-ସ୍ତ୍ରୀଙ୍କ ‘ବାଘ ବଞ୍ଚା ଅ’ ଅଭିଯାନ । କୋଲକତାର ଏକ ଦମ୍ପତି ‘ବାଘ ବଞ୍ଚାଅ’ ବାର୍ତ୍ତା ନେଇ ଚଳାଇଛନ୍ତି ଏକ ନିଆରା ଅଭିଯାନ । କୋଲକତାର ରତୀନ୍ଦ୍ରନାଥ ଦାସ ଏବଂ…

କଳିଙ୍ଗରେ କମାଲ କଲା ଟିମ୍ ଇଣ୍ଡିଆ । ମହିଳାଙ୍କ ପରେ ପୁରୁଷ ହକି ଟିମ ହାତେଇଲା ୨୦୨୦ ଟୋକିଓ ଅଲମ୍ପିକ୍ସ ଟିକେଟ, ବିଜୟ…

କନକ ବ୍ୟୁରୋ : ମହିଳାଙ୍କ ପରେ ପୁରୁଷ ଦେଖାଇଲେ ଜଲୱା । ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ । କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ ।…

ପୁରୀରେ ହେବ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । ଗୋଟିଏ ମାସ ଧରି ଚାଲିବ ଫେଷ୍ଟିଭାଲ, ପର୍ଯ୍ୟଟକଙ୍କ ପାଇଁ…

କନକ ବ୍ୟୁରୋ : ପୁରୀରେ ହେବ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । ପୁରୀ – କୋଣାର୍କ ମେରାଇନ ଡ୍ରାଇଭରେ ଆସନ୍ତା ଡିସେମ୍ବର ୧୪ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଭଳି ଏକ ଫେଷ୍ଟିଭାଲର ଆୟୋଜନ କରିବାକୁ…

ନୂଆ ରୂପରେ ଭାରତ ମାନଚିତ୍ର । ଜମ୍ମୁ-କଶ୍ମୀରର ପୁର୍ନଗଠନ ପରେ ଜାରି ହେଲା ଭାରତର ନୂଆ ମ୍ୟାପ୍

କନକ ବ୍ୟୁରୋ: ନୂଆ ରୂପରେ ଭାରତ ମାନଚିତ୍ର । ବଦଳିଲା ଜମ୍ମୁ-କାଶ୍ମୀର ଓ ଲଦାଖର ରୂପରେଖ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ଜାରି ହୋଇଛି ଭାରତର ନୂଆ ମାନଚିତ୍ର । ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ରାଜ୍ୟକୁ ପୁର୍ନଗଠିତ କରାଯାଇ ସୃଷ୍ଟି ହୋଇଥିବା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ…