Daily Archives

November 28, 2019

କଲବଲ ହେଉଛନ୍ତି କପା ଚାଷୀ: ବିଳମ୍ବିତ ମଣ୍ଡି ଯୋଗୁଁ ବିକ୍ରି ହୋଇପାରୁନି କପା । ବିକ୍ରି ନହେବାରୁ ଗାଡି ଭଡା କରି କପା…

କନକ ବ୍ୟୁରୋ: ଧଳା ସୁନାର ଅଭାବୀ ବିକ୍ରି । ବିଳମ୍ବରେ ମଣ୍ଡି ଖୋଲିବାରୁ କପା ବିକ୍ରି କରିନପାରି ଘରକୁ ଫେରୁଛନ୍ତି ଚାଷୀ । କଳାହାଣ୍ଡିରୁ ଆସିଛି ଏଭଳି ଖବର । ବିକ୍ରି ହୋଇନପାରି ବସ୍ତା ବସ୍ତା କପା ଗଦା ହୋଇରହିଛି । ହେଲେ ଭାରତୀୟ କପା ନିଗମ କିଣୁ ନାହିଁ । ଫଳରେ ବଳକା କପାକୁ ଚାଷୀ ବିକ୍ରି…

ଦେଢ଼ ଘଣ୍ଟା ପାଇଁ କଟିଗଲା ବିଜୁଳି, ଅଚଳଥିଲା ଜେନେରେଟର, ଇନଭର୍ଟର । ମୋବାଇଲ୍ ଟର୍ଚ୍ଚରେ ହେଲା ଚିକିତ୍ସା ।

କନକ ବ୍ୟୁରୋ: କେବେ ସୁଧୁରିବ ସ୍ୱାସ୍ଥ୍ୟବସ୍ଥା? ଆଜି ବି ଦେଶର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ବିଜୁଳି ନାହିଁ ବୋଲି ମେଡ଼ିକାଲକୁ ଭରସା ମୋବାଇଲ୍ ଟର୍ଚ୍ଚ ଲାଇଟ୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଉଜ୍ଜୈନ ଜିଲ୍ଲାରେ ନାଗଦାରେ ।…

କେମିତି ପୂରିବ ପିଲାଙ୍କ ପେଟ ? ରାତି ପାହିଲେ ରୀତାଙ୍କୁ ଘାରୁଛି ଦାନା ଯୋଗାଡ ଚିନ୍ତା । ସ୍ୱାମୀ ଗଲା ପରେ ମାଗିଯାଚି…

କନକ ବ୍ୟୁରୋ: ଦିନେ ସେ ଅନ୍ୟକୁ ଆଲୁଅ ଦେଖାଉଥିଲେ । ପାଠ ପଢାଇ ବଡ ମଣିଷ ହେବାର ବାଟ ଦେଖାଉଥିଲେ । ପିଲାଙ୍କ ଭାଗ୍ୟ, ଭବିଷ୍ୟତ ସଜାଡିବାକୁ ଆପ୍ରାଣ ଉଦ୍ୟମ ବି କରୁଥିଲେ । ହେଲେ ଆଜି ଅନ୍ଧାରରେ ତାଙ୍କ ପିଲାଙ୍କ ଭବିଷ୍ୟତ, ଅଭାବରେ ତାଙ୍କ ଦୁଃଖୀ ପରିବାର । ଶିକ୍ଷକତା କରି ପେଟ ପୋଷୁଥିବା…

ଚମକାଇ ଦେଲା ସିଏଜି ରିପୋର୍ଟ । ଜିଡ଼ିପି ତୁଳନାରେ ଅଧିକ ବେଗରେ ବଢୁଛି ଋଣ ବୋଝ ।

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା ସିଏଜି ରିପୋର୍ଟ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତୁଳନାରେ ବଢ଼ୁଛି ଋଣ ବୋଝ । ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସରକାରଙ୍କ ମୋଟ ବକେୟା ଋଣ ପରିମାଣ ୫୧,୧୯୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ପୂର୍ବବର୍ଷ ଅର୍ଥାତ ୨୦୧୬-୧୭ ତୁଳନାରେ…

ବାହାନା ବିଦେଶରେ ଡାକ୍ତରୀ ପାଠ, ଅଭିଭାବକଙ୍କୁ ବିଦେଶ ଆଳ ଦେଖାଇ ଲକ୍ଷ ଲକ୍ଷ ଲୁଟିନେଲେ ଠକ । ମହାଠକେଇର ପର୍ଦ୍ଦାଫାସ…

କନକ ବ୍ୟୁରୋ: ବିଦେଶରେ ଶିକ୍ଷାର ଆଳ ଦେଖାଇ ଅଭିଭାବକଙ୍କୁ ଲୁଟୁଛନ୍ତି ଦଲାଲ । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଏଆଇପିଏମଟି କିମ୍ବା ନିଟ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ କମ ଦାମରେ ବିଦେଶରେ ପଢିବା ଲାଗି ଆସୁଛି ଅଫର । ଆଉ ଦଲାଲଙ୍କ ଏହି ଅଫରରେ ରାଜି ହୋଇଗଲେ…

ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ: ବିଧାନସଭାରେ ହଟ୍ଟଗୋଳ ପରେ ସରକାରଙ୍କ ସ୍ପଷ୍ଟୀକରଣ । କେବଳ…

କନକ ବ୍ୟୁରୋ: ସରକାରୀ ଅର୍ଥରେ ପର୍ଯ୍ୟଟନ ମନ୍ତ୍ରୀ ୨ ମହିଳାଙ୍କୁ ହାଇଦ୍ରାବାଦ ନେବା ପ୍ରସଙ୍ଗ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିବା ପରେ ସ୍ପଷ୍ଟୀକରଣ ରଖିଲେ ସରକାର । ସରକାରୀ ଖର୍ଚ୍ଚ ନେଇ ବିଧାନସଭାରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…