Daily Archives

November 25, 2019

ପ୍ରଦୂଷଣ ମୁକ୍ତ ଓଡିଶା ପାଇଁ ଓଡିଆ ପୁଅର ସଂକଳ୍ପ: ନିଜ ମାଟିରେ ତିଆରେ କଲେ ଇ-ବାଇକ୍ । ୩ ଘଣ୍ଟା ଚାର୍ଜ କଲେ ଗଡିବ ୮୦…

କନକ ବ୍ୟୁରୋ: କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସେହି ଇଚ୍ଛା ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଯୋଗାଏ, ସଫଳତାର ସିଢିରେ ଚଢାଏ । ନିଜ ଜେଜେ ଓ ବାପାଙ୍କ ପ୍ରେରଣା ସାଙ୍ଗକୁ କିଛି ନୂଆ କରିବାର ସ୍ୱପ୍ନ ନେଇ ଓଡିଶାରେ ଏବେ ଇଲେକ୍ଟ୍ରୋନିକ୍ସ ଗାଡି ଉତ୍ପାଦନ କରୁଛନ୍ତି ୨୨ ବର୍ଷୀୟ…

ଚେନ୍ନାଇରେ ବି ପିଆଜ ଚଡକ: ଓଡିଶା ଭଳି ଚେନ୍ନାଇବାସୀଙ୍କୁ କନ୍ଦାଉଛି ପିଆଜ । କିଲେ ପିଆଜକୁ ୧୨୦ ଟଙ୍କା

କନକ ବ୍ୟୁରୋ: ଚେନ୍ନାଇରେ ବି ପିଆଜ ଚିନ୍ତା । ଓଡିଶା ଭଳି ଚେନ୍ନାଇରେ ବି ହୁହୁ ହୋଇ ବଢୁଛି ପିଆଜ ଦର । ଚେନ୍ନାଇ ବଜାରରେ ପିଆଜ ଦର ଆକାଶ ଛୁଆଁ ଥିବାରୁ ଚିନ୍ତାରେ ଖାଉଟି । ତେବେ ସବୁଠାରୁ ବଡ କଥା ହେଉଛି ଦୀର୍ଘ ୮ ବର୍ଷ ହେବ ଚେନ୍ନାଇରେ ଯାହା ହୋଇ ନଥିଲା ତାହା ଚଳିତ ବର୍ଷ ହୋଇଛି । ଆଉ ଏ…

ଝାଡଖଣ୍ଡ ସଭାରେ କଂଗ୍ରେସକୁ ଝାଡିଲେ ମୋଦି: କହିଲେ ଅଯୋଧ୍ୟା ବିବାଦକୁ ଜାଣିଶୁଣି ସମାଧାନ କରୁନଥିଲା କଂଗ୍ରେସ ।…

କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ପ୍ରସଙ୍ଗରେ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ବହୁବର୍ଷ ପୂର୍ବରୁ କଂଗ୍ରେସ ଅଯୋଧ୍ୟା ଜମି ବିବାଦର ସମାଧାନ କରିପାରିଥାନ୍ତା । କିନ୍ତୁ କଂଗ୍ରେସ ଏହା କରିନାହିଁ । ଭୋଟ ବ୍ୟାଙ୍କ ରାଜନୀତିକୁ…

ମୁଁ ଶପଥ କରି କହୁଛି… ବିଜେପି ବିରୋଧରେ ଶପଥ ନେଲେ ୧୬୨ ବିଧାୟକ । ହାୟତ ହୋଟେଲରେ ହାତ ଧରାଧରି ହେଲେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରିନି ମହାଭାରତ । ସଞ୍ଜ ନଇଁବା କ୍ଷଣି ‘ମହା’ ନାଟକରେ ଆସିଛି ନୂଆ ମୋଡ । ‘ମହା’ ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଆସନ୍ତାକାଲି ସୁପ୍ରମିକୋର୍ଟ ମହାରାୟ ଦେବାକୁ ଥିବାବେଳେ ତାପୂର୍ବରୁ ସରକାର ଗଠନ ନେଇ ହୋଇଛି ମହାମେଳି ।…

ମହାରାଷ୍ଟ୍ରରେ ଚାଲିଛି ରାଜନୀତିର ମହାଭାରତ । ରାତାରାତି ସରକାର ଗଠନ ପଛରେ କାହାର ରହିଛି ହାତ? ରାଜନୈତିକ ଏହି…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ଗଠନ ପଛରେ କାହାର ହାତ ରହିଛି । କାହାର ଇସାରାରେ ଅଜିତ ପାୱାର ବିଜେପିକୁ ସମର୍ଥନ ଦେଇଛନ୍ତି । ଏସବୁ ପ୍ରଶ୍ନର ଉତର ଖୋଜୁ ଖୋଜୁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ନାଁ କୁ ନେଇ ଜୋର ଧରିଲା ଚର୍ଚ୍ଚା । ହେଲେ ଶରଦ ଏସବୁ ଅଭିଯୋଗକୁ ଖଣ୍ଡନ…