Daily Archives

November 1, 2019

ଖରାପ ରାସ୍ତା କଥା କହିବା ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ନୂଆ ଉପାୟରେ ପ୍ରତିବାଦ କଲେ ସାଧାରଣ ଲୋକେ, ଖରାପ…

ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ରାସ୍ତା ପଡିରହିଥିଲେ ବି କେହି ଦୃଷ୍ଟି ଦେଉନଥିଲେ। ଶେଷରେ ଏହାକୁ ଦେଖି କିଛି ସ୍ୱେଚ୍ଛାସେବୀ ଏବେ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ମାଙ୍ଗଲୋରରେ ଏବେ ଏହା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ମାଙ୍ଗଲୋର ସହରରେ ସ୍ଥାନେ ସ୍ଥାନେ…

ଟ୍ରମ୍ପ ଛାଡିଥିବା କୁକୁରର ଫଟୋକୁ ନେଇ ଆସିଲା ସାଂଘାତିକ ତଥ୍ୟ । ଫଟୋରେ ଥିବା କୁକୁର ପାଇଁ ଯାଇନଥିଲା ବିଶ୍ୱର ନମ୍ବର…

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ୱିଟରରେ ପୋଷ୍ଟ କରିଥିବା ଏକ କୁକୁରର ଫଟୋକୁ ନେଇ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଟ୍ରମ୍ପ ଟ୍ୱିଟ କରିଥିବା ଫଟୋଟି ସହ ବାଗଦାଦି ମୃତ୍ୟୁ ଘଟଣାର କୌଣସି ସମ୍ପୃକ୍ତି ନଥିବା ଆମେରିକାର ଗଣମାଧ୍ୟମ ସଂସ୍ଥା ଡେଲି ୱେୟର ପକ୍ଷରୁ ଦାବି କରାଯାଇଛି…

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ‘ଇଟାଲୀୟାନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ।

କନକ ବ୍ୟୁରୋ: ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲୀୟାନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ’ ପୁରସ୍କାର ୨୦୧୯ ପାଇଁ ମନୋନୀତ ହୋଇଛନ୍ତି ସୁଦର୍ଶନ । ତେବେ ବାଲୁକା କଳାକୁ ନେଇ ଇଟାଲୀରେ ଆୟୋଜିତ ଏକ ଉତ୍ସବରେ ସୁଦର୍ଶନଙ୍କୁ…

ବଞ୍ଚିବା ପାଇଁ ସବୁକିଛି କରିବି କିନ୍ତୁ କେବେ କାଶ୍ମୀର ଯିବିନି । ୫ ବନ୍ଧୁଙ୍କୁ ହରାଇବା ପରେ କୋହଭରା କଣ୍ଠରେ ଏମିତି…

କଶ୍ମୀରରେ ରହୁଥିବା ଲୋକଙ୍କ ଅବସ୍ଥା କେମିତି, ତାହା ଏବେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇ ସାରିଛି । ସବୁବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଭୟରେ ବଞ୍ଚୁଥିବା କଶ୍ମୀରବାସୀଙ୍କ ଜୀବନ କିଭଳି କଟୁଥିବ, ତାହା ଏହି ଘଟଣାରୁ ଦେଶବାସୀ ଅନୁଭବ କରି ପାରିବେ । କାମ କରିବା ପାଇଁ କଶ୍ମୀର ଯାଇଥିବା ଜଣେ ଯୁବକ…

ଅଧୁରା ରହିବ କି ଶିବସେନାର ସରକାର ଗଢିବ ସ୍ୱପ୍ନ? ବିରୋଧୀ ଆସନରେ ବସିବାକୁ ସ୍ପଷ୍ଟ କଲା ଏନସିପି, କଂଗ୍ରେସ ମଧ୍ୟ ଦେଲା…

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ? ମହାରାଷ୍ଟ୍ରରେ ସରକାର ଗଢିବ କିଏ, ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ବିଜେପି-ଶିବସେନା ମଧ୍ୟରେ ଗଣିତ ଛିଣ୍ଡୁନଥିବାବେଳେ ଆଜି ଶିବସେନାର ଆଶାକୁ ଧୂଳିସାତ କରିଦେଇଛି ଏନସିପି ।ଏନସିପି ପ୍ରମୁଖ ଶରଦ ପାୱାର ସଫା…