Daily Archives

November 23, 2019

ଫ୍ଲୋର ଟେଷ୍ଟରେ ଫେଲ୍ ମାରିବେନି ତ ଫଡନବୀଶ ? ସକାଳେ ଶପଥଗ୍ରହଣ ଉତ୍ସବରେ ସାମିଲ ଥିବା ବିଧାୟକ ସନ୍ଧ୍ୟାରେ ପୁଣିଥରେ…

କନକ ବ୍ୟୁରୋ : ଦେବେନ୍ଦ୍ର ଫଡ଼ନବୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ବିଜେପି ସାମ୍ନାରେ ବଡ଼ ଚ୍ୟାଲେଂଜ ହେଉଛି ବହୁମତ ସାବ୍ୟସ୍ତ କରିବା । ଆସନ୍ତା ୩୦ ତାରିଖ ଭିତରେ ବିଧାନସଭାରେ ବହୁମତର ପ୍ରମାଣ ଦେବେ ଦେବେନ୍ଦ୍ର ଫଡ଼ନବିସ୍ । ଆଉ ଏପଟେ ଉଭୟ ଉଦ୍ଧବ ଠାକରେ ଏବଂ ଶରଦ ପାୱାର ଦାବି…

ସେଞ୍ଚୁରୀ ମାରିବ ପିଆଜ ଦର ? ପିଆଜ କିଣିଲେ ଆଖି ପୋଡୁଛି, ଦର ଶୁଣିଲେ ଲୁହ ବୋହୁଛି । ଓଡିଶା ବଜାରରେ ୮୦ ଟପିଗଲା ଦର

କନକ ବ୍ୟୁରୋ: ପିଆଜ କିଣିଲେ ଆଖି ପୋଡୁଛି, ଦର ଶୁଣିଲେ ଲୁହ ବୋହୁଛି । ବଜାରରୁ ପିଆଜ କିଣିବାକୁ ହାତ ଯାଉନି କି ପରିବା ବ୍ୟାଗରେ ଘରକୁ ପିଆଜ ଭରି ଆଣିବାକୁ ମନ କହୁନି । ବଜାରରେ ପିଆଜ ଦର ହୁ ହୁ ହୋଇ ବଢୁଥିବାରୁ ପିଆଜକୁ ଭୁଲିଗଲେଣି ଲୋକେ । କେବଳ ଗରିବ ନୁହେଁ ଧନୀଙ୍କ ଭାତ ଥାଳି ପାଖରୁ…

ସୁପ୍ରିମକୋର୍ଟରେ ହେବ ମହାରାଷ୍ଟ୍ର ଫଇସଲା । ଶପଥଗ୍ରହଣ ଉତ୍ସବକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ…

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ । ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନବୀଶ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିବା ଅଜିତ୍ ପାୱାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କଂଗ୍ରେସ-ଏନସିପି-ଶିବସେନା । ଫଡନବୀଶଙ୍କ…

ଫୱାଦ ମିର୍ଜା ରଚିଲେ ଇତିହାସ । ୨୦ ବର୍ଷରେ ପ୍ରଥମ ଥର ଭାରତ ଅଶ୍ୱାରୋହରେ ହାସଲ କଲା ଅଲମ୍ପିକ କୋଟା

ଏସୀୟ କ୍ରୀଡାରେ ୨ଟି ପଦକ ଜିତିଥିବା ଅଶ୍ୱାରୋହୀ ଫୱାଦ ମିର୍ଜା ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠସ୍ଥାନ ହାସଲ କରି ୨୦ ବର୍ଷର ଅପେକ୍ଷା ଶେଷ କରିଛନ୍ତି । ମିର୍ଜା ଚଳିତ ମାସ ୟୁରୋପିୟ ସ୍ତର ପ୍ରତିଯୋଗିତା ଶେଷ ହେବା ପରେ ଦକ୍ଷିଣ ପୂର୍ବ ଏସିଆ, ଓସିୟାନା ଗୃପ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ…

ଉଦାହରଣ ପାଲଟିଲା ଓଡ଼ିଶା । ନୀତି ଆୟୋଗରେ ଉଠିଲା ‘5-T’ କଥା । ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ନୀତି ଆୟୋଗର ପ୍ରଶଂସା ।

କନକ ବ୍ୟୁରୋ: ଓଡ଼ିଶା ଉଦାହରଣ ଦେଲା ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଛନ୍ତି ନୀତି ଆୟୋଗ । ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ‘ଫାଇଭ୍-ଟି’ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଦିଗରେ ସଫଳତା ହାସଲ…

ସେହି ଗୋଟିଏ ଚିଠି, ଯାହା ରାତି ଅଧିଆ ବଦଳାଇଦେଲା ମହାରାଷ୍ଟ୍ର ଗଣିତ । ଜାଣନ୍ତୁ ସେହି ଚିଠିରେ ଏମିତି କଣ ଥିଲା ?

କନକ ବ୍ୟୁରୋ : ଗୋଟିଏ ରାତିରେ ବଦଳିଗଲା ମହାରାଷ୍ଟ୍ର ରାଜନୀତି ଗଣିତ । ସକାଳ ହେଉ ହେଉ ଭାଙ୍ଗିଗଲା ଶିବସେନାର ସ୍ୱପ୍ନ । କାରଣ ସକାଳର ପ୍ରଥମ ପ୍ରହରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ ଦେବେନ୍ଦ୍ର ଫଡନବିଶ ଓ ଏନସିପି ସହ ବିଶ୍ୱାସଘାତକତା କରି ଉପ-ମୁଖ୍ୟମନ୍ତ୍ରୀ ଭାବେ…