Daily Archives

November 23, 2019

ସାର୍ବଭୌମତ୍ତ୍ୱର ସୂତ୍ର ଧରି ସଂସ୍କୃୁତ ଶିକ୍ଷା ଦେଉଛନ୍ତି ମୁସଲିମ୍ ଶିକ୍ଷୟତ୍ରୀ । ୨୭ ବର୍ଷ ହେବ ଉର୍ଦ୍ଦୁ ବଦଳରେ…

କନକ ବ୍ୟୁରୋ: ବିଶ୍ୱ ମାନଚିତ୍ରରେ ଭାରତର ପରିଚୟ ସ୍ୱତନ୍ତ୍ର, ଆଉ ଏହି ସ୍ୱତନ୍ତ୍ରତାର ସୂତ୍ର ହେଉଛି ସାର୍ବଭୌମତ୍ତ୍ୱ ଅର୍ଥାତ୍ ସବୁ ଧର୍ମ, ଭାଷା ଓ ଜାତିର ଏକତା ବାର୍ତ୍ତା ବିଶ୍ୱକୁ ଦେଇ ଆସୁଛି ଆମ ଦେଶ । ସେହି ମନ୍ତ୍ରକୁ ସତେ ଯେମିତି ଗଳାମାଳି କରିଦେଇଛନ୍ତି ଅନୁଗୁଳ ଜିଲ୍ଲା ଡ୍ୟାମ୍…

ମହାରାଷ୍ଟ୍ର ‘ମହା’ ଡିଲ୍ ପଛରେ ବିଜେପିର ହାତ ! ଶିବସେନା କହିଲା, ମହାରାଷ୍ଟ୍ର ଉପରେ ବିଜେପି କରିଛି ସର୍ଜିକାଲ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ମହାନାଟକ । ଶିବସେନା ବଦଳରେ ଏବେ ମହାରାଷ୍ଟ୍ରର ମଙ୍ଗ ଧରିଛି ବିଜେପି ନେତୃତ୍ୱାଧିନ ସରକାର । ଆଜି ସକାଳୁ ସକାଳୁ ହଠାତ ରାଜଭବନରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏନସିପି ନେତା…

ନା ଅଛି ଗୋତ୍ର ନା ଜାତକ ତଥାପି ବେଦୀରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଅନାଥ…

କନକ ବ୍ୟୁରୋ: ଅନାଥ ଝିଅକୁ ସାଥି କଲେ ଜଗନ୍ନାଥ । କନ୍ୟାପିତା ନଥାଇ ବି ହୋଇଛି ବାହାଘର । ଅନାଥ ଆଶ୍ରମରେ ବଢିଥିବା ଜଣେ ଝିଅକୁ ବାହା ହୋଇଛନ୍ତି ଯୁବକ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ନିଆରା ବାହାଘର ହୋଇଛି କଟକ ରାଣୀହାଟ ସ୍ଥିତ ଯଶୋଦା ସଦନରେ । ଗୋତ୍ର ନାହିଁ କି ଜାତକ…

ସରିନି ‘ମହା’ନାଟକ! ମହାରାଷ୍ଟ୍ରର ମଙ୍ଗ ଧରିବାକୁ ଶରଦଙ୍କ ଦମ୍ଭୋକ୍ତି । କହିଲେ, ବିଜେପି ଭଳି ଷଡ଼ଯନ୍ତ୍ର ନୁହେଁ ଗଢ଼ିବୁ…

କନକ ବ୍ୟୁରୋ: ମହାମୋଡ଼ ନେଉଛି ମହାରାଷ୍ଟ୍ର ନାଟକ । ସକାଳୁ ସକାଳୁ ମହାରାଷ୍ଟ୍ରର ମଙ୍ଗ ବିଜେପି-ଏନସିପି ଧରିବା ପରେ ଚାଲିଛି ଛକାପଞ୍ଝା । ଏନସିପି ବିଧାୟକଦଳ ନେତା ଅଜିତ୍ ପାୱାର ବିଜେପିରେ ମିଶିବା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ରାତାରାତି ‘ମହା’ଅଙ୍କ ବଦଳିଯିବା ନେଇ…

ପଦ୍ମନାଭ ସ୍ୱାମୀ ମନ୍ଦିରରେ ଆରମ୍ଭ ହେଲା ‘ମୁରାଜପମ’ । ସମ୍ପୂର୍ଣ୍ଣ ରିତିନୀତିରେ ହେବ ୫୬ ଦିନ ପୂଜା ।

କନକ ବ୍ୟୁରୋ : କେରଳର ତିରୁଅବନ୍ତୀପୁରମ ସ୍ଥିତ ପ୍ରସିଦ୍ଧ ପଦ୍ମନାଭ ସ୍ୱାମୀ ମନ୍ଦିରରେ ‘ମୁରାଜପମ’ ଆରମ୍ଭ ହୋଇଛି । ୬ ବର୍ଷରେ ଥରେ ହେଉଥିବା ଏହି ସ୍ୱତନ୍ତ୍ର ପୂଜା ୫୬ଦିନ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଜାନୁୟାରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ବିଶେଷ ପୂଜାନୀତି ଉଦଯାପିତ ହେବ। ସେତେଦିନ…

ଅପରେସନ୍ ବ୍ଲାକଆଉଟ୍ ପରେ ତେଜିଲା ରାଜନୀତି । ବିଦ୍ୟୁତ୍ କାଟ୍ ଦୁର୍ନୀତି ପଛରେ ବଡ଼ ଅଫିସର ଥିବା ଅଭିଯୋଗ ଆଣିଲେ,…

କନକ ବ୍ୟୁରୋ: କନକ ନ୍ୟୁଜର ଅପରେସନ୍ ବ୍ଲାକଆଉଟ୍ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ୍ ନେଇ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ପରେ ବିରୋଧୀଦଳ ନେତାଙ୍କ ବଡ଼ ବୟାନ । ଏଭଳି ଦୁର୍ନୀତି ପଛରେ ଏକ ବଡ଼ ମୁଣ୍ଡ ରହିଥିବା ଅଭିଯୋଗ କରିଛନ୍ତି…