Daily Archives

June 29, 2019

କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଚାକିରି ଖୋଜୁଛନ୍ତି ଯୁବରାଜ ! ଦରମାରେ ନାଖୁସ୍ ହୋଇ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ…

ଭାରତର ୨୦୦୭, ଟି-୨୦ ବିଶ୍ୱକପ ଏବଂ ୨୦୧୧ କ୍ରିକେଟ୍ ବିଶ୍ୱକପ ବିଜୟରେ ହିରୋ ସାଜିଥିବା ଯୁବରାଜ ସିଂହ କ୍ରିକେଟ ଜଗତରୁ ସନ୍ୟାସ ନେବା ପରେ ଏବେ ଚାକିରି ଖୋଜୁଛନ୍ତି । ଯୁବରାଜ ସିଂ ଏବେ ନିଜ ସିଭି ଧରି ଚାକିରି ସନ୍ଧାନରେ ବାହାରି ପଡିଛନ୍ତି । ଆଉ ଇଂଟରଭିୟୁ ମଧ୍ୟ ଦେଉଛନ୍ତି । ଯାହାର ଭିଡିଓ…

୫ ଘଣ୍ଟା ନୁହେଁ ଏଣିକି କଲେଜରେ ୭ ଘଣ୍ଟା ରହିବେ ଅଧ୍ୟାପକ । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: କଲେଜରେ ଅଧିକ ସମୟ କଟାଇବେ ଅଧ୍ୟାପକ । ଏଣିକି ପାଂଚ ଘଂଟା ନୁହେଁ ସାତ ଘଂଟା ରହିବେ କଲେଜରେ । ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗରୁ ବିଧିବଧ ବିଜ୍ଞପ୍ତି ପ୍ରକାଶ କରାଯିବ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସମସ୍ତ ସରକାରୀ କଲେଜର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିଛନ୍ତି । ୟୁଜିଶି…

ବାବାଙ୍କ ମୁହଁରେ ବଡ଼ ଠାକୁରଙ୍କ କଥା: ଜାତିସଂଘରୁ ଜାଗୁଳେଇପାଟଣା, କାଳିଆ ସାଆନ୍ତର ଅଲୌକିକ ମହିମା ବଖାଣିଲେ ପ୍ରସନ୍ନ…

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା କାଳିଆ ସାଆନ୍ତଙ୍କୁ ପାଇଁ ସମସ୍ତଙ୍କ ଦୁର୍ବଳତା ରହିଥାଏ । ଖାସ୍ କରି କାଳଆର ସେଥି ଚକା ନୟନ ଆଉ ତା’ ଭାବରେ ବାନ୍ଧି ହୋଇଯାଆନ୍ତି ସଭିଏଁ । । ହେଲେ ଜଗାକୁ ଜୀବନ ସହ ଜଡ଼ିତ କରି ପିଲାଦିନୁ ବାଟ ଚାଲି ଆସୁଥିବା ପ୍ରସନ୍ନ ପାଟସାଣୀ…

କଂଗ୍ରେସରେ ଇସ୍ତଫା ପର୍ବ : ଘାତକ ସାଜିଛି ଦଳୀୟ ଅନ୍ତକନ୍ଦଳ, ସାମ୍ନାକୁ ଆସିଲା ନୂଆ-ପୁରୁଣା ପୀଢ଼ିଙ୍କ ମତଭେଦ

କନକ ବ୍ୟୁରୋ : ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ । ବିପଦ ସମୟରେ ରାଜା ରାଜ୍ୟ ଛାଡ଼ି ଚାଲିଗଲେ ରାଜ୍ୟରେ ଅରାଜକତା ସୃଷ୍ଟି ହେବା ସ୍ୱାଭାବିକ । ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଇସ୍ତଫା ଜିଦରେ ଅଟଳ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ । ବରିଷ୍ଠ ନେତାଙ୍କ ଅନୁରୋଧ ବି ରାହୁଲଙ୍କ…

ସରକାରଙ୍କ ସ୍କାନରରେ ଖଣି ମାଲିକ: ୨୦୨୦ ସୁଦ୍ଧା ବନ୍ଦ ହେବ ୨୪ଟି ଖଣି, ୨ ଖଣି ମାଲିକଙ୍କ ସଂପତି ଜବତ ନେଇ ନୋଟିସ୍ ଜାରି…

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ୭ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିବା ବେଳେ ୬ ଖଣି ଲିଜ ଧାରୀ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଜରିମାନା ଦେଇନଥିବା ୩୧ଟି ଖଣିର ୨୩ ଜଣ ଖଣି ମାଲିକଙ୍କ ମଧ୍ୟରୁ ୬ହଜାର ୩୫୦ କୋଟି ଟଙ୍କାର ଜରିମାନା…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ, ପ୍ରଭାବରେ ୩ ଦିନ ଲଗାଣ ବର୍ଷା

କନକ ବ୍ୟୁରୋ : ଉତ୍ତରବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ । ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ିଘଡ଼ି ସହିତ କାଳବୈଶାଖୀ ବର୍ଷା ହେବାର…