ପୁଣି ଦୁଲୁକିବ ବାରବାଟୀ ଷ୍ଟାଡିୟମ୍ ! ଡିସେମ୍ବର ୨୨ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ ।
କନକ ବ୍ୟୁରୋ : କଟକରେ ଖେଳାଯିବ ଦିନିକିଆ କ୍ରିକେଟ୍ । ଦୀର୍ଘ ୨ ବର୍ଷରୁ ଅଧିକ ବ୍ୟବଧାନ ପରେ ପୁଣି ଥରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ଲଢେଇ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ୍…