Daily Archives

June 4, 2019

ଅମରନାଥ ଯାତ୍ରା ପରେ ହେବ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଘୋଷଣା କଲେ ନିର୍ବାଚନ କମିଶନ

ଅମରନାଥ ଯାତ୍ରା ପରେ ହେବ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ନିର୍ବାଚନ ଆୟୋଗ ଏନେଇ ଆଜି ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୧ ଜୁଲାଇରୁ ଆରମ୍ଭ ହେଉଛି । ପାଖାପାଖି ଦେଢ ମାସ ତଥା ୪୬ ଦିନ ଚାଲିବ ଅମରନାଥ ଯାତ୍ରା । ୧୫ ଅଗଷ୍ଟରେ ଅମରନାଥ ଯାତ୍ରା ଶେଷ ହେବା ପରେ…

ଆକାଶରେ ଚାନ୍ଦ ଦିଶିଲା, ଆସନ୍ତାକାଲି ଦେଶବ୍ୟାପି ଧୂମଧାମରେ ପାଳନ ହେବ ‘ଇଦ୍’ ।

ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ଆସନ୍ତାକାଲି ତଥା ଜୁନ୍ ୫ରେ ପାଳନ ହେବ। ଜାମା ମସଜିଦର ଶାହୀ ଇମାମ୍ ସୟଦ ଅହମଦ୍ ବୁଖାରୀ ବୁଧବାର ଏହି ଘୋଷଣା କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଇଦ ଚାନ୍ଦ ଦେଖାଯାଇଥିଲା। ଇଦ ପର୍ବ ଉତ୍ସାହର ସହିତ ଦେଶବ୍ୟାପୀ…

ଚୀନ୍ ଆକାଶରେ ଦ୍ରୁତ ଗତିରେ ଗଲା ରହସ୍ୟମୟ ଆଲୋକ! ଆମେରିକା ପର୍ଯ୍ୟନ୍ତ ଟାର୍ଗେଟ କରି ପାରୁଥିବା ନ୍ୟୁକ୍ଲିୟର ମିସାଇଲ…

ଚୀନର କିଛି ସହର ଉପରେ ଆଜି ଦ୍ରୁତ ଗତିରେ ଯାଉଥିବା ଏକ ରହସ୍ୟମୟ ଆଲୁଅ ଦେଖିବାକୁ ମିଳିଛି । ଆଉ ଏଭଳି ଆଲୁଅ ଦେଖିବା ପରେ ଚର୍ଚ୍ଚା ହେଉଛି ଯେ, ଚୀନ୍ ସିକ୍ରେଟ ମିଲିଟାରୀ ମିସନ ଜରିଆରେ ହାଇପରସୋନିକ ନ୍ୟୁକ୍ଲିୟର ମିସାଇଲ ପରୀକ୍ଷଣ କରିଛି । ଯେଉଁ ମିସାଇଲ ଚୀନରୁ ଆମେରିକା ପର୍ଯ୍ୟନ୍ତ…

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତା ୮ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ! ୯ରେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ୫ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତା ୮ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ ପଟ୍ଟନାୟକ । ସରକାରକୁ ଆସିବା ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ତେବେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଦିଲ୍ଲୀ ଗସ୍ତରେ ଯିବା ସହ ୯ ତାରିଖରେ…

ମୌସୁମୀ ଆସିବାରେ ବିଳମ୍ବ । ଜୁନ୍ ୬ରେ କେରଳ ଓ ଜୁନ୍ ୧୦ ବେଳକୁ ଓଡିଶା ଉପକୂଳ ଛୁଇଁବା ଆଇଏମଡିର ଅନୁମାନ ।

କନକ ବ୍ୟୁରୋ : ଓଡିଶାରେ କେବେ ପହଂଚିବ ମୌସୁମୀ । କାହିଁକି ଲୁଚକାଳି ଖେଳୁଛି ମୌସୁମୀ । କିଛି ଏମିତି ପ୍ରଶ୍ନର ଉତ୍ତର ଖୋଜାଚାଲିଥିବା ବେଳେ ଜୁନ ୧୦ ତାରିଖ ବେଳକୁ ମୌସୁମୀ ଓଡିଶା ଛୁଇଁବାର ଆକଳନ କରିଛି ପାଣିପାଗ ବିଭାଗ । ତେବେ ମୌସୁମୀ ପହଂଚିବା ପାଇଁ ଅନୁକୁଳ ସ୍ଥିତି ହେବା ଦରକାର ବୋଲି…