Daily Archives

June 24, 2019

ପଶ୍ଚିମ ଓଡ଼ିଶା ପାଇଁ ଦିଲ୍ଲୀରୁ ଆସିଲା ସାନ୍ତ୍ୱନାମୂଳକ ପୁରସ୍କାର । ମନ୍ତ୍ରିମଣ୍ଡଳରେ ମୋଦି ଦେଇନଥିଲେ ସ୍ଥାନ, ବିରୋଧୀ…

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସ୍ କରିବାକୁ ବିଜେପି ମୁଖିଆଙ୍କ ନୂଆ ଫର୍ମୁଲା । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଲେନି, କିନ୍ତୁ ବିରୋଧୀ ଦଳ ନେତା ପଦ ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସି କରିବାକୁ ବିଜେପି ମୁଖିଆ ପ୍ରୟାସ କରିଛନ୍ତି । ବିଜେପିର ବିଧାୟକ ଦଳ ନେତା ଭାବେ ଭବାନୀପାଟଣା…

ପୁଣି ଫେରିଲା ମୃତ୍ୟୁର ଖେଳ । ମୋମୋ ଚ୍ୟାଲେଞ୍ଜରେ ଚାଲିଗଲା ନାବାଳକର ଜୀବନ

ପୁଣି ଫେରିଛି ମୋମୋ ଚ୍ୟାଲେଞ୍ଜ । ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍ ଗେମ୍ ମୋମୋ ଚ୍ୟାଲେଞ୍ଜକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଲକ୍ଷ୍ନୌରେ ପୁଣି ମୋମୋ ଚ୍ୟାଲେଞ୍ଜର ଶିକାର ହୋଇଛି ଏକ ନା’ବାଳକ । ତାଳପୁର ପୋଲିସ ଷ୍ଟେସନ୍ ନିକଟସ୍ଥ ଜ୍ୱଲା ମହାରାଜ ବଗିଚା…

ପ୍ରବଳ ଟେକିଲେ ପ୍ରତାପ ! ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରତାପ ଷଡଙ୍ଗୀ । କଣ କହିଲେ…

କନକ ବ୍ୟୁରୋ: ପାର୍ଲାମେଣ୍ଟରେ ପ୍ରବଳ ହସିଲେ ପ୍ରଧାନମନ୍ତ୍ରୀ । ପ୍ରତାପ ଷଡଙ୍ଗୀଙ୍କ କଥା ଓ ଭାଷଣରେ ହସିହସି ବେଦମ ହେଲେ ମୋଦି । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବା ବେଳେ ପ୍ରତାପଙ୍କ ଭାଷଣ ଶୁଣି ମୁରୁକି ମୁରୁକି ହସିଛନ୍ତି…

ପବିତ୍ର ଗୃହରେ ପ୍ରତିପକ୍ଷଙ୍କୁ ପାଠପଢ଼ାଇଲେ, ପ୍ରଶଂସା କରିବାର ଫର୍ମୁଲା ଶିଖାଇଲେ ପ୍ରତାପ ଷଡ଼ଙ୍ଗୀ

କନକ ବ୍ୟୁରୋ: ପ୍ରତିପକ୍ଷଙ୍କୁ ପାଠ ପଢ଼ାଇଲେ ପ୍ରତାପ ଷଡଙ୍ଗୀ । ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ଗୃହରେ ବିରୋଧୀଙ୍କୁ ବିଦ୍ୟା ଦେଇଛନ୍ତି । କେମିତି ଭଲ ଲୋକଙ୍କୁ ଭଲ କୁହାଯିବ, ତାଙ୍କର ପ୍ରଶଂସା କରାଯିବ ସେ କଳାକୌଶଳ ଶିଖାଇଛନ୍ତି ପ୍ରତାପ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ…

ରାଜ୍ୟର ନୂଆ ଆଡଭୋକେଟ ଜେନେରାଲ୍ ହେଲେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା । ରାଜ୍ୟ ସରକାର ଦେଲେ ନିଯୁକ୍ତି । 

କନକ ବ୍ୟୁରୋ : ରାଜ୍ୟର ନୂଆ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା । ବର୍ତମାନର ଆଡଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ସ୍ଥାନରେ ଅଶୋକ ପରିଜାଙ୍କୁ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ…

ବିରୋଧୀଙ୍କ ମୁଖିଆ ପ୍ରଦୀପ୍ତ । ବିଧାନସଭାରେ ବିଜେଡି ସରକାରକୁ ଅକଳରେ ପକାଇବାକୁ ପ୍ରଦୀପ୍ତଙ୍କୁ ଗୁରୁଦାୟିତ୍ୱ ଦେଲା…

କନକ ବ୍ୟୁରୋ : ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିଧାନସଭା ବିରୋଧୀ ଦଳ ନେତା । ଭବାନୀପାଟଣାର ବିଧାୟକ ପ୍ରଦୀପ୍ତଙ୍କ ନାଁରେ ମୋହର ମାରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗତକାଲି ବିଜେପିର ବିଧାୟକ ଦଳ ବୈଠକ ବସିଥିଲେ ମଧ୍ୟ ବିରୋଧୀ ଦଳ ନେତା କିଏ ହେବ ତାହାକୁ ନେଇ କୌଣସି…