Daily Archives

June 5, 2019

ବିଜେପିର ନୂଆ ପ୍ଲାନ ! ଆଗାମୀ ୫୦ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯୋଜନା ପ୍ରସ୍ତୁତି କରୁଛି ସଂଘ ଓ ଦଳ !

ବିଜେପିର ନୂଆ ପ୍ଲାନ । କ୍ଷମତାରେ ଦୀର୍ଘ ୫୦ ବର୍ଷ ରହିବା ପାଇଁ ବିଜେପିର ନୂଆ ଆକ୍ସନ ପ୍ଲାନ । ଲୋକସଭା ନିର୍ବାଚନ ୨୦୧୯ ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅମିତ ଶାହା ବାରମ୍ବାର କହିଥିଲେ ଯେ, ଯଦି ଏହି ଥର ନିର୍ବାଚନରେ ଦଳ ବିଜୟ ହାସଲ କରେ ତେବେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଦଳ ହାରିବ…

ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ଅପରାଜିତ ଶତକ ସହ ଦଳ ପାଇଁ ସଙ୍କଟମୋଚକ ସାଜିଲେ ହିଟମ୍ୟାନ୍…

କନକ ବ୍ୟୁରୋ : ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ସାଉଥହମ୍ପଟନରେ ବିଜୟର ଶୁଭାରମ୍ଭ କଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱକପର ପ୍ରଥମ ମ୍ୟାଚରେ ବଡ ବିଜୟ ହାସଲ କରିଛି ମେନ୍ ଇନ୍ ବ୍ଲୁ । ରୋହିତଙ୍କ ଅପରାଜିତ ଶତକ ବଳରେ ବିଶ୍ୱକପର ପ୍ରଥମ ମ୍ୟାଚକୁ ୬…

ହିଟମ୍ୟାନଙ୍କ ସୁପରହିଟ୍ ସୋ’! ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ଶତକ ହାସଲ କଲେ ରୋହିତ, ବିଜୟ ଦ୍ୱାର ଦେଶରେ ଟିମ୍…

କନକ ବ୍ୟୁରୋ : ହିଟମ୍ୟାନଙ୍କ ସୁପରହିଟ୍ ଶତକ । ଇଂଲଣ୍ଡରେ ଚମକିଲେ ରୋହିତ । ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ୧୦ ଚୌକା ଓ ୨ ଛକା ବଳରେ ଏହି ଶତକ ହାସଲ କରିଛନ୍ତି ରୋହିତ । ଏହାସହ ଚଳିତ ବିଶ୍ୱକପରେ ଭାରତ ପକ୍ଷରୁ…

ଜିଓର ଧମାକାଦାର ଅଫର! ମାଗଣାରେ ବିଶ୍ୱକପର ସମସ୍ତ ମ୍ୟାଚର ଲାଇଭ ଦେଖିପାରିବେ ୟୁଜର୍ସ, ଜାଣନ୍ତୁ କେମିତି?

କନକ ବ୍ୟୁରୋ : ପୂରା ଦେଶରେ ଏବେ କ୍ରିକେଟ ଫିଭର । ଭାରତରେ ଏବେ ବିଶ୍ୱକପ ମାନିଆ । ବିଶ୍ୱକପ କ୍ରିକେଟରେ ଭାରତ ଆଜି ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ କ୍ରିକେଟପ୍ରେମୀଙ୍କୁ ହାତ ପାହାନ୍ତାରେ…

ପ୍ରଥମ ମ୍ୟାଚରେ ଚହଳ ପକାଇଲେ ଚହଲ । ରଚିଲେ ନୂଆ ରେକର୍ଡ ।

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପରେ ଆଜି ନିଜ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାର ସମ୍ମୁଖୀନ ହୋଇଛି । ଟସ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲର ମାନେ ଦକ୍ଷିଣ ଆଫ୍ରିକାକୁ…