Daily Archives

June 1, 2019

ଟ୍ରେନରୁ ଚୋରି ହେଲେ ଯାତ୍ରୀଙ୍କୁ ହେବାକୁ ପଡିବନି ହଟହଟା । ଚଳନ୍ତା ଟ୍ରେନରୁ ଏତଲା ଦେଇପାରିବେ ଯାତ୍ରୀ

କନକ ବ୍ୟୁରୋ : ଚଳନ୍ତା ଟ୍ରେନରୁ ବି ଏତଲା ଦେଇ ପାରିବେ ଯାତ୍ରୀ । ଟ୍ରେନରେ ଯାଉଥିବା ବେଳେ ଚୋରି କି ଛିନତାଇ ହେଲେ ଅଭିଯୋଗ କରିବା ପାଇଁ ଟ୍ରେନରୁ ଓହ୍ଲାଇବା ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ । ଟ୍ରେନରୁ ଓହ୍ଲାଇ ନିକଟସ୍ଥ ରେଳବାଇ ଥାନାକୁ ଯାଇ ଏତଲା ଦେବାକୁ ପଡିବ ନାହିଁ । ସିଟରେ…

କଳାହାଣ୍ଡି ଗୋଲାମୁଣ୍ଡା ବ୍ଳକରେ ଅଭାବନୀୟ ଘଟଣା । ୬୩ ବର୍ଷିୟା ବୃଦ୍ଧାଙ୍କୁ ମଝି ରାସ୍ତାରେ ଝୁଣି ମାରିଦେଲେ ବୁଲା…

କନକ ବ୍ୟୁରୋ : କୁକୁର ନେଇଗଲା ଜୀବନ । ବିଚ୍ ରାସ୍ତାରେ ବୁଲା କୁକୁର ଝୁଣି ଝୁଣି ରକ୍ତାକ୍ତ କରିବା ପରେ ପ୍ରାଣ ହରାଇଲେ ବୃଦ୍ଧା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକରୁ ସାମ୍ନାକୁ ଆସିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । । ଗୋଲାମୁଣ୍ଡା ବ୍ଳକ ବାଞ୍ଜିବାହାଲ ଗ୍ରାମରେ ଜଣେ ୬୩ ବର୍ଷିୟ…

ଆଇଏଏସ ଅଫିସରଙ୍କ ବିବାଦୀୟ ଟ୍ୱିଟ୍ । ନୋଟରୁ ଗାନ୍ଧୀଜିଙ୍କ ଫଟୋ ହଟାଇବାକୁ କଲେ ଦାବି, ଗଡସେଙ୍କୁ ଦେଲେ ଧନ୍ୟବାଦ୍ ।

ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ କହି ବିବାଦ ଘେରକୁ ଆସିଛନ୍ତି ମହିଳା ଆଇଏଏସ ଅଫିସର ନିଧି ଚୌଧୁରୀ । ଟ୍ୱିଟ କରି ନିଧି ଲେଖିଛନ୍ତି ଯେ, ଆମେ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ । ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ଏହା ହେଉଛି ଠିକ୍ ସମୟ । ପୂରା ବିଶ୍ୱରୁ…

କଂଗ୍ରେସର ‘ନବଗ୍ରହ’ଙ୍କ ପାଇଁ ସୂର୍ଯ୍ୟଙ୍କ ଫର୍ମୁଲା । କହିଲେ, ନବଗ୍ରହକୁ ଶାନ୍ତ କରିବାର କୌଶଳ ମୋତେ ଜଣା ।

କନକ ବ୍ୟୁରୋ : ବିଧାନସଭାର ୨୨ତମ ବାଚସ୍ପତି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର । କୌଣସି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟ ପାତ୍ର । ସୂର୍ଯ୍ୟଙ୍କୁ ବାଚସ୍ପତି କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ…

ପ୍ରଥମ ମ୍ୟାଚରୁ ଧରାଶାୟୀ ହେଲା ଶ୍ରୀଲଙ୍କା । ୧୦ ୱିକେଟରେ ମ୍ୟାଚ୍ ଜିତି , ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା…

କନକ ବ୍ୟୁରୋ: ବଡ଼ ବିଜୟ ସହ ବିଶ୍ୱକପ୍ କ୍ରିକେଟରେ ବିଜୟ ଆରମ୍ଭ କଲା ନ୍ୟୁଜିଲାଣ୍ଡ । ଶନିବାର ଲଣ୍ଡନର କାର୍ଡ଼ିଫର ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଚମକିଲେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ଓ କୋଲିନ ମୁନରୋ । ଉଭୟଙ୍କ ଅର୍ଦ୍ଧଶତକ ବଳରେ…