Daily Archives

June 22, 2019

ବିଜୟ ଧାରା ବଜାୟ ରଖିଲା ବିରାଟ ବାହିନୀ । ସାଉଥମ୍ପଟନରେ ସଂଘର୍ଷ କରି ଜିତିଲା ଭାରତ, ଆଫଗାନିସ୍ତାନକୁ ୧୧ ରନରେ କଲା…

କନକ ବ୍ୟୁରୋ : ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ୧୧ ରନରେ ପରାସ୍ତ କଲା ଭାରତ । ସାଉଥମ୍ପଟନରେ ଖେଳାଯାଇଥିବା ବିଶ୍ୱକପର ୨୮ତମ ମ୍ୟାଚରେ ସଂଘର୍ଷ କରି ଜିତିଲା ବିରାଟ ବାହିନୀ । ଏହି ବିଜୟ ସହ ବିଶ୍ୱକପରେ ନିଜ ବିଜୟଧାରା ବଜାୟ ରଖିଲା ଟିମ୍ ଇଣ୍ଡିଆ । ବିଶ୍ୱକପ୍ କ୍ରିକେଟରେ…

ପାକିସ୍ତାନକୁ ଭାରତର ଚେତାବନୀ । ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଛି ମାତ୍ର ୩ମାସ ସମୟ

ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଚେତାବନୀ ଦିଆଯାଇଛି । ଏହାର ସୁଯୋଗ ନେଇ ପାକିସ୍ତାନ ଉପରେ…

ସ୍ମୃତି ଦେଖାଇଲେ ସହାନୁଭୂତି । ରାସ୍ତାରେ ଅସୁସ୍ଥ ମହିଳାଙ୍କୁ ଦେଖି ନିଜସ୍ୱ ଆମ୍ବୁଲାନ୍ସରେ ନେଲେ ହସ୍ପିଟାଲ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ନିଜ ସଂସଦୀୟ କ୍ଷେତ୍ର ଅମେଥି ଗସ୍ତରେ ଯାଇଥିଲେ। ଏହି ସମୟରେ ଯେତେବେଳେ ତାଙ୍କ ଗାଡ଼ି ପଛେ ପଛେ ଅନ୍ୟ ସରକାରୀ ଗାଡ଼ିଗୁଡ଼ିକ ଧାଡ଼ି ହୋଇ ଯାଉଥିଲା ତାଙ୍କ ଆଖି ଏକ ଅସୁସ୍ଥ ମହିଳାଙ୍କ ଉପରେ ପଡ଼ିଥିଲା। ମହିଳାଙ୍କ ଅବସ୍ଥା ଦେଖି ସେ…

ଅର୍ଥମନ୍ତ୍ରାଳୟରେ ହାଲୱା ବାଣ୍ଟିଲେ ଅର୍ଥମନ୍ତ୍ରୀ । ଆଜିଠୁ ଘରକୁ ଯାଇପାରିବେ ନାହିଁ ବଜେଟ୍ ଟିମ୍, ଗୁପ୍ତ ଭାବେ ରହିବ…

କନକ ବ୍ୟୁରୋ : ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ବଜେଟ୍‌ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ବଜେଟ୍‌ ଦସ୍ତାବିଜକୁ ମୁଦ୍ରଣ ଲାଗି ପଠାଯାଇଛି । ଏହି ଅବସରରେ ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଛି ‘ହାଲଓ୍ଵା ଉତ୍ସବ’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍‌ ଦସ୍ତାବିଜର…

ରାତି ସାଢେ ୧୧ଟା ସୁଦ୍ଧା ୮ ଜିଲ୍ଲାକୁ ସତର୍କ ଘଣ୍ଟି! ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି ।

କନକ ବ୍ୟୁରୋ: ରାତି ସାଢ଼େ ୧୧ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଭଦ୍ରକ,…

ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶେଷଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଜୁଲାଇ ୫ରେ ଉପସ୍ଥାପିତ ହେବ ବଜେଟ୍…

କନକ ବ୍ୟୁରୋ : ଆସନ୍ତା ମାସ ୫ ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବାକୁ ଯାଉଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞ ଓ ଶିଳ୍ପଜଗତର ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ଏହି ଅବସରରେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ ଓ କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ରୂପାୟନ…