Daily Archives

June 10, 2019

ଜଗନ୍ନାଥଙ୍କ ହଜାର ହଜାର ଏକର ଜମି ଜବରଦଖଲରେ । ଦାନ ଅର୍ଥ କମୁଛି । ଆୟର ନୂଆ ରାସ୍ତା ପାଇଁ କଣ ସିଧାପ୍ରସାରଣ ନିଲାମ…

କନକ ବ୍ୟୁରୋ : ରଥଯାତ୍ରାର ସିଧା ପ୍ରସାରଣ ନିଲାମ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାର ଆବଶ୍ୟକତା କାହିଁକି ପଡିଲା, ତାକୁ ନେଇ ସମୀକ୍ଷା ଭିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟାନ ଦେଇ କହିଛନ୍ତି, ଶ୍ରୀମନ୍ଦିର ଆୟ…

FIH ହକି ସିରିଜ୍ ଫାଇନାଲରେ ଭାରତର ହାଟ୍ରିକ୍ । ଉଜବେକିସ୍ତାନକୁ ୧୦-୦ ଗୋଲରେ ହରାଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଏଫଆଇଏଚ୍ ହକି ସିରିଜ ଫାଇନାଲରେ ଗୃପ ଏ ରୁ ସିଧାସଳଖ ସେମିଫାଇନାଲରେ ସ୍ଥାନ ପାଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମ୍ୟାଚରେ ଭାରତ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଉଠିଛି । ପ୍ରଥମ ଦୁଇଟି କ୍ୱାର୍ଟରରେ ଭାରତ ୭ଟି ଗୋଲ୍ ଦେଇଥିବା…

‘ଜିତ୍’ ଯୁଗ ଶେଷ: କ୍ୟାନସରକୁ କ୍ଲିନ ବୋଲ୍ଡ କରିଥିଲେ, କ୍ୟାରିୟରରୁ ଆଉଟ୍ ହେଲେ…

ସରିଲା ଜିତର ଯୁଗ । ସରିଲା ଯୁବରାଜ ରାଜୁତି । ପଡିଆରେ ଛକାଚୌକା ବର୍ଷା କରି ଦର୍ଶକଙ୍କ ଛାତିରେ, ଦର୍ଶକଙ୍କ ମନରେ ରାଜ କରୁଥିବା ଯୁବରାଜଙ୍କ ଯୁଗ ସରିଛି । ଆନ୍ତଃର୍ଜାତୀୟ କ୍ରିକେଟ ସହ ଆଇପିଏଲରୁ ଯୁବରାଜ ସିଂହ ସନ୍ୟାସ ନେବା ପରେ ତାଙ୍କୁ ନେଇ ଚାରିଆଡେ ହେଉଛି ଚର୍ଚ୍ଚା । ହଠାତ ଯୁବରାଜ କଣ…

ବଦଳିବେ ଟ୍ୱିନ୍ ସିଟି ପୋଲିସ କମିଶନର,  ସତ୍ୟଜିତ ମହାନ୍ତିଙ୍କୁ ମିଳିପାରେ ପ୍ରମୋଶନ! 

କନକ ବ୍ୟୁରୋ : ବଦଳିବେ ଟ୍ୱିନ୍ ସିଟି ପୋଲିସ କମିଶନର । ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ ହେବାକୁ ଥିବା ବେଳେ କଟକ-ଭୁବନେଶ୍ୱର ପୋଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରମୋଶନ ପାଇପାରନ୍ତି । ୧୯୮୮ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀ ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପ୍ରମୋଶନ…

ହାଇକୋର୍ଟରେ ରଥଯାତ୍ରାର ସିଧା ପ୍ରସାରଣ ପ୍ରସଙ୍ଗ । ରୁଜୁ ହେଲା ଜନସ୍ୱାର୍ଥ ମାମଲା, ସେପଟେ ପ୍ରସାରଣ ଅଧିକାର ପାଇଁ…

କନକ ବ୍ୟୁରୋ : ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ବିକ୍ରି ପାଇଁ, ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନିଲାମ ନୋଟିସ ମାମଲା, ଏବେ ହାଇକୋର୍ଟରେ ପହଁଚିଛି । ପ୍ରସନ୍ନ କୁମାର ଦାସ ନାମକ ଜଣେ ବ୍ୟକ୍ତି, ଏକ ଜନସ୍ୱାର୍ଥ ମାମଲା ରୁଜୁ କରି, ନିଲାମ ଆଦେଶ ରଦ୍ଦ କରିବାକୁ ଆବେଦନ କରିଛନ୍ତି ।…

ପଶ୍ଚିମବଙ୍ଗରେ ଫେରୁନି ଶାନ୍ତି । ରାଜନୈତିକ ହିଂସାକାଣ୍ଡ, ଉତ୍ତେଜନା ପରେ ବିଜେପିର ବନ୍ଦ ଡାକରା । ହିଂସାକୁ ନେଇ ଗୃହ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଫେରୁନି ଶାନ୍ତି । ରାଜନୈତିକ ହିଂସାକାଣ୍ଡ ଏବଂ ଉତ୍ତେଜନା ପରେ ଆଜି ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦିଆଯାଇଥିଲା । ସେପଟେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗର ପରିସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି ରାଜ୍ୟପାଳ । ଆଉ ରାଜ୍ୟରେ…