ବଜ୍ରପାତ ଯୋଗୁଁ ଝାରସୁଗୁଡା ବିମାନବନ୍ଦର ରନୱେ ନିକଟରେ ଲାଗିଲା ନିଆଁ । ୨୦ ମିନିଟ୍ ହୁତୁହୁତ ହୋଇ ଜଳିବା ପରେ ଲିଭଲା…
କନକ ବ୍ୟୁରୋ : ବଜ୍ରପାତରେ ଚାଳଘର, ବଡ ବଡ ଗଛ ଜଳିଯାଇଥିବାର ଅନେକ ନଜିର ରହିଛି । କିନ୍ତୁ ବଜ୍ରପାତରେ ଏବେ ରନୱେରେ ନିଆଁ ଲାଗିଛି । ଏଭଳି ଘଟଣା ଝାରସୁଗୁଡା ବିମାନବନ୍ଦରରେ ଦେଖିବାକୁ ମିଳିଛି । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ରନୱେ ନିକଟରେ ଗୁରୁବାର ରାତି ନିଆଁ ଲାଗିଥିବା…