Daily Archives

June 29, 2019

ବାରିପଦା ମେଡିକାଲରେ ରୋଗୀ ସେବା ସ୍ୱାଭାବିକ: ନର୍ସଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ…

କନକ ବ୍ୟୁରୋ: ସ୍ୱାଭାବିକ ହୋଇଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ରୋଗୀ ସେବା । ନର୍ସଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ମିଳିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଧାରଣାରେ ବସିଥିବା ଡାକ୍ତର ଓ ନର୍ସ । ମେଡିକାଲରେ ଚାଲିଥିବା…

ରାଜକନିକା ବ୍ଲକ ଓ ତହସିଲର ସବୁ କର୍ମଚାରୀ ଏକାସାଙ୍ଗରେ ଛୁଟି ଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ: ଜିଲ୍ଲା ପିଡିଙ୍କୁ…

କନକ ବ୍ୟୁରୋ: କେନ୍ଦ୍ରାପଡା ରାଜକନିକା ବ୍ଲକ ଓ କନିକା ତହସିଲ ଅଫିସ ଛାଡି କର୍ମଚାରୀ ଭୋଜି ଖାଇବା ପାଇଁ ଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ । କିଭଳି ଓ କେଉଁ ପରିସ୍ଥିତିରେ ସବୁ କର୍ମଚାରୀ ଏକାଥରେ ଛୁଟି ନେଇ ଚାଲିଗଲେ ତାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସାମର୍ଥ ବର୍ମା…

ନିମାପଡାରେ ଘରଭଙ୍ଗା ସହାୟତା ତାତି: ପଞ୍ଚାୟତ ଅଫିସରେ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ, ପଂଚାୟତ ଅଫିସରେ ଲାଗିଥିବା…

କନକ ବ୍ୟୁରୋ: ବାତ୍ୟାରେ ପୁରୀ ଜିଲ୍ଲା ଅଧିନ ନିମାପଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟା ପ୍ରଭାବରେ ବହୁଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଯାଇଥିଲା । ତେବେ ଫୋନିକୁ ବହୁଦିନ ବିତି ଯାଇଥିଲେ ସୁଦ୍ଧା ଏଯାବତ୍ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ଘରଭଙ୍ଗା ତାଲିକା ପ୍ରକାଶ…

ଜଗାର ଦରିଆ ପାରି ଭକ୍ତ : ରଥରେ କାଳିଆକୁ ଦେଖିବାକୁ ସୁଦୂର ଇଟ୍ଟାଲୀରୁ ଧାଇଁ ଆସନ୍ତି ସନାତନୀ

ଭାବରେ ବନ୍ଧା କାଳିଆ । ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ଦୁଃଖୀରଙ୍କୀଙ୍କ କଷ୍ଟ ନିରାରଣ ପାଇଁ ସର୍ବଦା ପ୍ରସ୍ତୁତ । ଦୀନବନ୍ଧୁ, ଦୁଃଖନାଶନ ବଡ଼ ଠାକୁର କାହାକୁ ନିରାଶ କରନ୍ତିନି । ଜଗା ଦୁଆରୁ କେହି ଖାଲି ହାତରେ ଫେରେନି । ହେଲେ ପ୍ରତିବଳଦରେ ଭକ୍ତ ପାଖରେ ଭକ୍ତି ଟିକକ…

ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିଲେ ସାବଧାନ! ନାମ ଲେଖାଇବା ଆଗରୁ ଯାଂଚ କରନ୍ତୁ ସ୍କୁଲର ଏନଓସି ନଚେତ୍ ଅନ୍ଧାର…

କନକ ବ୍ୟୁରୋ: ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକ ସଚେତନ ହୁଅନ୍ତୁ । ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବା ପୂର୍ବରୁ ବୁଝିନିଅନ୍ତୁ ସ୍କୁଲଟି ଏନଓସି ପାଇଛି ନା ନାହିଁ । ନଚେତ୍ ଆପଣଙ୍କ ପିଲାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇ ପାରେ । ସରକାରୀ ବୃତିରୁ ବାଦ୍ ପଡିପାରେ । ଯେମିତି…

ସନ୍ଧ୍ୟା ୭ ଟା ସୁଦ୍ଧା ୨୧ ଜିଲ୍ଲାକୁ ଘଡଘଡି ସହ ବର୍ଷା! ସତର୍କ ସୂଚନା ଜାରିକଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ସନ୍ଧ୍ୟା ୭ ସୁଦ୍ଧା ରାଜ୍ୟର ୨୧ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ମୟୂରଭଞ୍ଜ,…