Daily Archives

March 6, 2019

ବୈଠକ ମଝିରେ ନେତାଙ୍କ ତାଣ୍ଡବ ! ବିଜେପି ସାଂସଦ ଜୋତା ଖୋଲି ବିଜେପି ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ

କନକ ବ୍ୟୁରୋ : ବିଜେପି ବିଧାୟକଙ୍କୁ ସଭାମଝିରେ ନିର୍ଦ୍ଧୁମ ଛେଚିଲେ ବିଜେପି ସାଂସଦ । ଭାରତୀୟ ଜନତା ପାର୍ଟିର ସାଂସଦ ଶରଦ ତ୍ରିପାଠୀ ନିଜର ଦଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ଛେଚିପକାଇଲେ । ଉତ୍ତରପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ବୈଠକ ବସିଥିବା ସମୟରେ…

ତାଲିକା ଗଲା, ଘୋଷଣାକୁ ଅପେକ୍ଷା! ସିଇସି କମିଟିକୁ ଗଲା କାହାର ନାଁ, ଦେଖନ୍ତୁ କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ପୂରା…

କନକ ବ୍ୟୁରୋ : ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ କଂଗ୍ରେସ ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଏକରକମ ସ୍ଥିର ହୋଇସାରିଛି । କେବଳ ଯାହା ଘୋଷଣାକୁ ଅପେକ୍ଷା । ଆଜି କଂଗ୍ରେସର ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ସିଇସି…

ରାଫେଲ ମାମଲାରେ ନୂଆ ମୋଡ! ସୁପ୍ରିମକୋର୍ଟରେ ସରକାର କହିଲେ, ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ରାଫେଲ ଡିଲ୍…

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ରାଫେଲ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର । ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ କହିଛନ୍ତି ଆଟର୍ଣ୍ଣିଂ ଜେନେରାଲ୍ କେକେ ଭେନୁଗୋପଳ । ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା…

ପାକିସ୍ତାନକୁ ଭାରତୀୟ ସେନାର ଚେତାବନୀ ! ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଲେ ପରିଣାମ ଭୋଗିବ ଶତ୍ରୁଦେଶ

କନକ ବ୍ୟୁରୋ : ଏକଘରିଆ ପରିସ୍ଥିତିରେ ବି ସୁଧୁରୁନି ଶତ୍ରୁଦେଶ ପାକିସ୍ତାନ । ଭାରତୀୟ ସୀମାରେ ଲଗାତାର ନାଗରିକଙ୍କ ଉପରକୁ ଗୁଳିଚାଳନା କରୁଛି । ଗତ ୨୪ ଘଂଟା ମଧ୍ୟରେ ଲଗାତାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି ପାକିସ୍ତାନୀ ସେନା । ତେବେ ଏଥିପାଇଁ ପାକ୍ ସେନାକୁ ସତର୍କ ଚେତାବନୀ…

୨୦୧୯ ସାଧାରଣ ନିର୍ବାଚନ ପାଇଁ ସଜବାଜ ! ଇଭିଏମର ସମ୍ମନ୍ଧିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ନିର୍ବାଚନ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇିନି । ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ନିର୍ବାଚନ କମିସନ୍ ଇଭିଏମ-ଭିଭିପାଟ୍ ନେଇ ସମସ୍ତ ରାଜ୍ୟକୁ ବିସ୍ତୃତ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନ ପାଇଁ ଇଭିଏମ୍ ସହ ଜଡ଼ିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ନିର୍ବାଚନ…

ବିଞ୍ଝାରପୁର ବାଜି ଜିତିବ କିଏ? ‘ୱାନ ମ୍ୟାନ୍ ଆର୍ମି’ ସାଜି ବିଜେଡିର ଗଡ ସମ୍ଭାଳିଛନ୍ତି ପ୍ରମିଳା, ୧୯ ବର୍ଷର ଗଡ…

କନକ ବ୍ୟୁରୋ : ଉପକୂଳ ଓଡିଶାର ଏକ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ବିଞ୍ଝାରପୁର ରାଜ୍ୟ ରାଜନୀତିରେ ଏକ ଟ୍ୟାଗ୍ ହାସଲ କରିଛି । ୫ ଥର ବିଜୟୀ ହେବା ସହ ବିଞ୍ଝାରପୁରରେ ଅଣକଂଗ୍ରେସ ଦୁର୍ଗ ତିଆରି କରିଥିବା ପୂର୍ବତନ୍ତ୍ରୀ ମନ୍ତ୍ରୀ ତଥା ରାଜ୍ୟ ରାଜନୀତିରେ ନାରୀ ନେତ୍ରୀଙ୍କ ମଧ୍ୟରେ ଏକ ପରିଚିତ…