Daily Archives

March 6, 2019

ଆସିଲା ୨୦୧୯ ସ୍ୱଚ୍ଛତା ସର୍ଭେକ୍ଷଣ ତାଲିକା ! ତୃତୀୟ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର

କନକ ବ୍ୟୁରୋ : ଇନ୍ଦୌର ଦେଶର ସବୁଠାରୁ ସ୍ୱଚ୍ଛ ସହର । ଆଜି ରାଷ୍ଟ୍ରପତି ଭବନରେ ସ୍ୱଚ୍ଛତା ସର୍ବେକ୍ଷଣ ୨୦୧୯ ଅନୁସାରେ ଦେଶର ସ୍ୱଚ୍ଛ ସହରର ତାଲିକା ଘୋଷଣା ହୋଇଛି । ଏହି ସର୍ଭେରେ ମଧ୍ୟପ୍ରଦେଶର ଇନ୍ଦୌର ସବୁଠାରୁ ସ୍ୱଚ୍ଛ ସହରର ବାଜି ମାରିନେଇଛି । ଏହାକୁ ମିଶାଇ ଇନ୍ଦୌର ସହର ତିନି ଥର ଦେଶର…

ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ମାଷ୍ଟରଷ୍ଟ୍ରୋକ୍ ! ଦୁରୁଆ ଜନଜାତିଙ୍କୁ ଦେବେ ଆଦିବାସୀ ମାନ୍ୟତା, ପୂରଣ…

କନକ ବ୍ୟୁରୋ : ଆଦିବାସୀ ମାନ୍ୟତା ନ ମିଳିଲେ ଭୋଟ ଦେବୁନି । ଏମିତି ଚେତାଇ ଦେଇଛନ୍ତି କୋରାପୁଟର ଦୁରୁଆ ଜନଜାତି । ସେମାନେ ଭୋଟ ବର୍ଜନ କଲେ ପ୍ରଭାବିତ ହେବ ଗୋଟିଏ ଲୋକସଭା ଓ ୩ ଟି ବିଧାନସଭା ଆସନ । ଦୁରୁଆ ଜନଜାତିକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଥିବା ବେଳେ ମାଷ୍ଟର ଷ୍ଟ୍ରୋକ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି…

କାକଟପୁରରେ କାହାର କେତେ ଦମ? ଗଡ ରକ୍ଷା ପାଇଁ ବିଜେଡିର ନୂଆ ରଣନୀତି, ପରାଜୟର ଖୋଳପାରୁ ବାହାରିବାକୁ ବିଜେପି-କଂଗ୍ରେସର…

କନକ ବ୍ୟୁରୋ : କାକଟପୁରରେ ଦେଖିବାକୁ ମିଳିବ କାଣ୍ଟେ କି ଟକ୍କର । ଜଗତସିଂହପୁର ଲୋକସଭା ଅର୍ନ୍ତଗତ ତଥା ପୁରୀ ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ କାକଟପୁରକୁ ନେଇ ଅଙ୍କ କଷୁଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ସବୁଠୁ ବଡ କଥା ହେଉଛି ଗତ ୪ଟି ନିର୍ବାଚନରେ ଏଠାରେ ବିରୋଧୀ ମାତ୍ ଦେଇ ବିଜେଡି…

ସତ ହେବ ସ୍ୱପ୍ନ, ପୂରଣ ହେବ ଦୀର୍ଘ ବର୍ଷର ଦାବି ! ନିଆଳି ବିଚ୍ଛିନ୍ନାଞ୍ଚଳର କାଳଖ ଗାଁକୁ ସଂଯୋଗ ହେବ ସେତୁ, ସହାୟତା…

କନକ ବ୍ୟୁରୋ : ଅନେକ ଦିନର ଅପେକ୍ଷା ପରେ ଗାଁରେ ପଂହଚିଲା ବିକାଶ । ଏବେଯାଏଁ ଯାହା ହୋଇନଥିଲା ତାହା ଏବେ ହେଲା । ସହାୟତା ରାଶି ଯୋଗାଇଲେ ସରକାର । କଟକ ନିଆଳିର ବିଚ୍ଛିନ୍ନାଂଚଳର କାଳଖ ଗାଁକୁ ସଂଯୋଗ ହେବ ସେତୁ । ଯାହର ବ୍ୟୟ ଅଟକଳ ରହିଛି ୨୩ କୋଟି । ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣ…

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଂଟନ କଲେ ମୁଖ୍ୟମନ୍ତ୍ରୀ ! କହିଲେ, ଗରିବ ଲୋକଙ୍କ ଖୁସି ମୋ ପାଇଁ ସବୁଠାରୁ ବଡ଼…

କନକ ବ୍ୟୁରୋ : ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ ଯୋଜନାରେ ବାସଗୃହ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସଭାରେ…