Daily Archives

September 25, 2018

ଏମିତି ଚାଲିଛି ସରକାରୀ ହଷ୍ଟେଲ ! ପୋକ ଲଗା ଭାତ ସାଙ୍ଗକୁ ଦିଆଯାଉଛି ପାଣିଆ ଡାଲି, ପ୍ରତିବାଦରେ ଉପାସରେ ଅଛନ୍ତି ୩୦୦…

କନକ ବ୍ୟୁରୋ : ଉପାସରେ ଅଛନ୍ତି ୩୦୦ ଜଣ ଆଦିବାସୀ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ନିମ୍ନମାନର ଖାଦ୍ୟକୁ ବିରୋଧ କରି ଗତକାଲି ରାତିରୁ ଛାତ୍ରମାନେ ଉପାସରେ ଅଛନ୍ତି । ତେବେ ଏହି ଘଟଣା ହେଉଛି ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଥିବା ଏକ…

ଏସିଆ କପ୍ ସୁପର ୪ରେ ଆଜି ଧୋନୀଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ! ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ…

ଏସିଆ କପର ଫାଇନାଲକୁ ଉଠି ସାରିଥିବା ଭାରତ ମଙ୍ଗଳବାର ନିଜ ଶେଷ ସୁପରଫୋର୍ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିଛି। ସୁପର-୪ ମୁକାବିଲାରେ ଟସ୍ ଜିଣି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଭାରତ ପ୍ରଥମେ ବୋଲିଂ କରିବ।…

ବର୍ଷା ସିନା ଚାଲିଗଲା ହେଲେ ଛାଡ଼ିଗଲା ପାଦଚିହ୍ନ : ଉଜୁଡ଼ି ଗଲା ଘର, ପର ଘରେ ମୁଣ୍ଡ ଗୁଂଜିଛନ୍ତି ବାସହରା ପରିବାର

କନକ ବ୍ୟୁରୋ : ବର୍ଷା ସିନା ଚାଲିଯାଇଛି ହେଲେ ଛାଡିଯାଇଛି ତାର ପାଦଚିହ୍ନ । ଭାଙ୍ଗିଯାଇଛି ସ୍ୱପ୍ନର ଘର । ଦିନେ ସବୁଠାରୁ ସୁରକ୍ଷିତ ଆଉ ଆଶ୍ରା ଦେଉଥିବା ଘର ଆଜି ମାଟିରେ ମିଶି ଯାଇଛି । ବର୍ଷାରେ ବାସ ଉଜୁଡି ଯିବା ପରେ ପର ଘରେ ମୁଣ୍ଡ ଗୁଂଜିଛନ୍ତି ବିପନ୍ନ ପରିବାର । ଚଳିତ ବର୍ଷ ଲଘୁଚାପ…

ରକ୍ଷଣାବେକ୍ଷଣ ଅଭାବରୁ ହଜିବାକୁ ବସିଛି ପୁରାତନ କିର୍ତ୍ତୀରାଜି : ନଷ୍ଟ ହେଉଛି ଯାଜପୁରଜିଲ୍ଲାର ବୈତରଣୀ ନଦୀ କୂଳରେ…

କନକ ବ୍ୟୁରୋ : ରକ୍ଷଣାବେକ୍ଷଣ ଅଭାବରୁ ହଜିବାକୁ ବସିଲାଣି ପୁରାତନ କିର୍ତ୍ତୀରାଜି । ନଷ୍ଟ ହେଉଛି ଯାଜପୁର ଜିଲ୍ଲାର ବୈତରଣୀ ନଦୀ କୂଳରେ ଥିବା ବହୁ ପୁରାତନ ମନ୍ଦିର । ପ୍ରତିବର୍ଷ ବର୍ଷା ଓ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି ବରାହନାଥ, ସପ୍ତମାତୃକା, ଜଗନ୍ନାଥ ମନ୍ଦିର ଭଳି ପୁରାତନ…

ଭୋପାଳରେ ଶକ୍ତି ଦେଖାଇଲା ବିଜେପି, କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ମୋଦି : କଂଗ୍ରେସକୁ ଟାର୍ଗେଟ କରି କହିଲେ ବନ୍ଦ ହେଉ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପି ପକ୍ଷରୁ ଆଜି ମହାକୁମ୍ଭର ଆୟୋଜନ କରାଯାଉଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପିର ଶକ୍ତି ପ୍ରଦର୍ଶନ । ଦଳ ପକ୍ଷରୁ ମହାକୁମ୍ଭର ଆୟୋଜନ କରାଯାଇଛି । ବିଜେପିର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ଆସନ୍ତା ୨୮ ତାରିଖ ବନ୍ଦ ରହିବ ସମସ୍ତ ମେଡ଼ିସିନ୍ ଷ୍ଟୋର୍ ! ଇ-ଫାର୍ମାସୀ ତଥା ଅନଲାଇନ ଔଷଧ ବିତରଣକୁ ବିରୋଧ କରି ବନ୍ଦ…

କନକ ବ୍ୟୁରୋ : ସେପ୍ଟେମ୍ବର ୨୮ରେ ସାରା ଦେଶରେ ବନ୍ଦ ରହିବ ସମସ୍ତ ମେଡ଼ିସିନ୍ ଷ୍ଟୋର । ୨୪ ଘଂଟା ପାଇଁ ସମସ୍ତ ମେଡ଼ିସିନ୍ ଷ୍ଟୋର ବନ୍ଦ ରହିବ । ଇ-ଫାର୍ମାସୀ ତଥା ଅନଲାଇନରେ ଔଷଧ ବିତରଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ମେଡ଼ିସିନ୍ ଷ୍ଟୋର ବନ୍ଦ…