Daily Archives

September 10, 2018

ପେଟ୍ରୋଲର ପ୍ରଭାବ । ନେତା ଯୋଡି ହେଲେ ତେଲ ନାଁରେ

କନକ ବ୍ୟୁରୋ : ଆଜି ପୂରା ଦିନ ରାସ୍ତା ଉପରେ ଜଳିଲା ଟାୟାର । ଦୋକାନ ବଜାରରେ ତାଲା ପଡ଼ିଲା । ରାସ୍ତା ଘାଟରେ ଦେଖିବାକୁ ମିଳିଲା ଅଘୋଷିତ କର୍ଫ୍ୟୁ । ଅବସର ଥିଲା ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ । ହେଲେ ଏହାରି ଭିତରେ ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀ ଶକ୍ତିକୁ…

ଆଇଆରସିଟିରେ ଟିକେଟ୍ ବୁକ କରିବା ସମୟରେ ୬୮ ପଇସାରେ କିଣନ୍ତୁ ଟ୍ରାଭେଲ୍ ଇନସ୍ୟୁରାନ୍ସ : ସାମାନ୍ୟ ଆହତ ହେଲେ ମେଡ଼ିକାଲ…

ଆଇଆରସିଟିସିରରେ ଟିକେଟ୍ ବୁକ୍ କରିବା ସମୟରେ ଅଧିକାଂଶ ଲୋକ ଟ୍ରାଭେଲ ଇନସ୍ୟୁରାନ୍ସ କିଣିବା ଜରୁରୀ ଭାବନ୍ତି ନାହିଁ । ତେବେ ଏଇଠି ଜାଣି ରଖନ୍ତୁ ଏପରି ସ୍ଥିତିରେ ଇନସ୍ୟୁରାନ୍ସ କଭର କିଣିବା ବହୁତ ଦରକାର । ଟ୍ରାଭେଲ ଇନସ୍ୟୁରାନ୍ସ କିଣିଥିଲେ ରେଳ ଦୁର୍ଘଟଣା କିମ୍ବା ଆକସ୍ମିକ ସ୍ଥିତିରେ ୧୦…

ଚାକିରି ନଥାଇ ବି ପ୍ରତିମାସ ଭଲ ଆୟ କରିବା ପାଇଁ ଚାହୁଁଛନ୍ତି କି ? ପୋଷ୍ଟ ଅଫିସର ଏକ ସ୍ୱତନ୍ତ୍ର ଯୋଜନାରେ ଲଗାନ୍ତୁ…

ଭାରତୀୟ ଡାକଘରରେ ଅନେକ ପ୍ରକାର ଲାଭଦାୟକ ଯୋଜନା ଥାଏ, ଯାହା ବିଷୟରେ ପ୍ରାୟ ଲୋକ ଅଜ୍ଞ ଥାଆନ୍ତି । ପ୍ରାୟ ଲୋକ ବ୍ୟାଙ୍କରେ ଟଙ୍କା ନିବେଶ କରିବା ପାଇଁ ପସନ୍ଦ କରନ୍ତି । ଆଉ ଡାକଘରେ ଅନେକ ସୁବିଧା ଥାଏ ବୋଲି ଜାଣିନଥାନ୍ତି । ଡାକଘରେ ସେଭିଂ ଆକାଉଂଟରୁ ଆରମ୍ଭ କରି ଏପରି ଅନେକ ଯୋଜନା ଅଛି…

ଘରୋଇ ଉପାୟରେ ଫୁଡ୍ ପଏଜନିଙ୍ଗର କରନ୍ତୁ ଚିକିତ୍ସା, ସମସ୍ୟା ହେବ ଦୂର

ବେଳେବେଳେ ଏହା ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ କି ଆପଣଙ୍କ ପ୍ରିୟ ଖାଦ୍ୟ ଆପଣଙ୍କୁ ରୋଗିଣା କରିଦିଏ । କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ନେଇ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ୍ ପଏଜନିଙ୍ଗର ଶିକାର ହୋଇଥାଏ। ଯେଉଁ କାରଣକୁ ନେଇ…

ମୋଦିଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା ! ସାଧାରଣରେ ଉଠିଲା ପ୍ରଶ୍ନ, କିଏ ଏହି ମହିଳା ?

ଯେତେବେଳେ ବି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଇଥାନ୍ତି, ସେତେବେଳେ ଜଣେ ମହିଳା ତାଙ୍କ ସହ ନିଶ୍ଚିତ ଭାବରେ ନଜର ଆସନ୍ତି । ମୋଦିଙ୍କ ସହ ଏହି ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି ମହିଳା ଜଣଙ୍କ କିଏ । କେବଳ ମୋଦି ନୁହନ୍ତି, ଏହି…

ବିଜେଡିରୁ ବିଦା ହେବେ ଦାମ ! ବହିଷ୍କାର କରିବାକୁ ନବୀନଙ୍କ ନିକଟରେ ଦାବି କଲେ ଦଳୀୟ ନେତା ।

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡୁଆ ବଢିଲା । ବିଜେଡିରୁ ବହିଷ୍କୃତ ହୋଇପାରନ୍ତି ବରିଷ୍ଠ ନେତା ଦାମ ରାଉତ । ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଆଉ ଏଭଳି ସମୟରେ ଦାମଙ୍କୁ ଦମନ କରିବାକୁ ମେଳି…