Daily Archives

September 8, 2018

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୮୦ ଟଙ୍କା । ହେଲେ ସବୁଠୁ ଅନୁନ୍ନତ ଜିଲ୍ଲା ମାଲକାନଗିରିରେ ୮୩ । ଗରିବ…

କନକ ବ୍ୟୁରୋ: ରାତି ପାହିଲା ବେଳକୁ ବଢିଯାଉଛି ପେଟ୍ରୋଲ ଓ ଡିଜେଲ ଦର । ଗତ ତିନି ସପ୍ତାହ ଧରି ଚାଲିଛି ଏପରି ମୂଲ୍ୟବୃଦ୍ଧି । ଏହି ଦରବୃଦ୍ଧି ଭିତରେ ଆଜିର ଆଉ ଏକ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେତେବେଳେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୦ ଟଙ୍କା ରହିଛି, ସେତେବେଳେ ଦେଶର ଗରିବ…

ବିଦ୍ୟୁତ୍ କାଟ୍ ହେଲେ ଉପଭୋକ୍ତାଙ୍କୁ ମିଳିବ ଟଙ୍କା ! ସରକାରଙ୍କ କଡା ଆଭିମୁଖ୍ୟ, ଏଣିକି ବିଜୁଳି ଗଲେ କଂପାନୀ ଦେବ…

ଏଣିକି ଅଘୋଷିତ ବିଦ୍ୟୁତ୍ କାଟ ଉପରେ ଲାଗିବ ଜରିମାନା । ଉପଭୋକ୍ତାଙ୍କୁ ନଜଣାଇ ବିଦ୍ୟୁତ୍ କାଟ କଲେ କଂପାନୀ ତଥା ସଂସ୍ଥାକୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ତେବେ ଏନେଇ ଉପଭୋକ୍ତାଙ୍କୁ ପ୍ରଥମେ ବିଦ୍ୟୁତ୍ ମନ୍ତ୍ରାଳୟଙ୍କୁ ସୂଚିତ କରିବାକୁ ହେବ । ସୂଚନା ମୁତାବକ, ବିଦ୍ୟୁତ୍ ସେବା…

୮ ମିନିଟରେ ଚାର୍ଜ ହୋଇ ୨୦୦ କିଲୋମିଟର ଦୌଡିବ କାର ! ଏବିବି ତରଫରୁ ଲଞ୍ଚ ହେଲା ଆଶ୍ଚର୍ଯ୍ୟଜନକ ଚାର୍ଜିଙ୍ଗ ସିଷ୍ଟମ ।

ପେଟ୍ରୋଲ ଦର ଦିନକୁ ଦିନ ବଢୁଥିବା ବେଳେ ଇଞ୍ଜିନିୟରମାନେ ପେଟ୍ରୋଲ ଚାଳିତ ଗାଡିକୁ ବାଦ ଦେଇ ଏବେ ବ୍ୟାଟେରୀ ଯୁକ୍ତ ଗାଡି ତିଆରି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ବ୍ୟାଟେରି ଯୁକ୍ତ ଗାଡିକୁ ଅଧିକ ସମୟ ଚାର୍ଜରେ ବସାଇବାକୁ ପଡୁଥିବାରୁ ଏହା ଏକ ସମସ୍ୟା ହୋଇ ଛିଡାହୋଇଛି । ତେଣୁ…

ସୋମବାର ଛୁଟି ରହିବ ରାଜ୍ୟର ସମସ୍ତ ସ୍କୁଲ । ଘୋଷଣା କଲେ ରାଜ୍ୟ ସରକାର, ହେଲେ କାହିଁକି ?

କନକ ବ୍ୟୁରୋ : ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ର । ସେପ୍ଟେମ୍ବର ୧୦ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା…

କେତେ ସାକ୍ଷର ଭାରତ ? ଜାଣନ୍ତୁ କେଉଁ ରାଜ୍ୟରେ ଅଛନ୍ତି ସର୍ବାଧିକ ଶିକ୍ଷିତ, ଓଡିଶାର ସ୍ଥାନ କେତେ

ଅଶିକ୍ଷା ରୂପକ ଅନ୍ଧକାରକୁ ଦୂର କରିବା ପାଇଁ ପୂରା ବିଶ୍ୱ ପାଳନ କରୁଛି ୫୨ ତମ ଅର୍ନ୍ତଜାତୀୟ ସାକ୍ଷରତା ଦିବସ । ପୂରା ଦୁନିଆରୁ ଅଶିକ୍ଷା ସମାପ୍ତ କରିବାର ସଂକଳ୍ପ ନେଇ ସାକ୍ଷରତା ଦିବସ ପାଳନ ହେଉଛି । ଶିକ୍ଷା ପ୍ରତି ଲୋକ ମାନଙ୍କର ଧ୍ୟାନ ଆର୍କଷିତ କରିବାକୁ ପ୍ରତିବର୍ଷ ସେପ୍ଟେମ୍ବର ୮…

ଲଘୁଚାପ ପ୍ରଭାବରେ ଦୁଇଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା: ଏହି ନଦୀରେ ଆସିପାରେ ବନ୍ୟା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇଟି ଜିଲ୍ଲାରେ  ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ଥିବା ନେଇ ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ଦୁଇଟି ଜିଲ୍ଲା ମଧ୍ୟରେ କେନ୍ଦୁଝର ଓ…