Daily Archives

September 8, 2018

ଆମ ପାଇଁ ଅଦରକାରୀ, ଆଉ କାହାର ପେଟକୁ ଦେଉଛି ଦାନା । ଜୀବିକାର ଉତ୍ସ ପାଲଟିଛି ଅଦରକାରୀ ପେପର ।

କନକ ବ୍ୟୁରୋ: ବେରୋଜଗାରୀଙ୍କ ପାଇଁ ରୋଜଗାରର ଅନ୍ୟ ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା । ଅନେକ ପରିବାରକୁ ଖାଦ୍ୟ ଯୋଗାଉଛି ଏହି କାଗଜ ଠୁଙ୍ଗା ବ୍ୟବସାୟ । ସମ୍ବଲପୁରରେ କୁଟୀର ଶିଳ୍ପ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ । ଷ୍ଟେସନପଡା ଅଂଚଳରେ ୧୫ରୁ ଅଧିକ ପରିବାରର ମହିଳା ମାନେ ଏହି ବ୍ୟବସାୟ କରି…

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଏବେ ଚଳାଉଛନ୍ତି ଅଟୋ । ବାପାଙ୍କ ଚିକିତ୍ସା ପାଇଁ ବିକିଦେଲେ ରାଷ୍ଟ୍ରପତିଙ୍କଠାରୁ…

ନିଜର ପ୍ରତିଭା ବଳରେ ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନିତ ହୋଇଥିବା ଜଣେ ହସ୍ତଶିଳ୍ପ କାରିଗର ସ୍ୱପ୍ନରେ ବି ସୁଦ୍ଧା ଭାବି ନଥିଲେ କି ଦିନେ ତାଙ୍କୁ ତାଙ୍କର ଏହି ପୁରସ୍କାରକୁ ବିକ୍ରି କରିବାକୁ ପଡିବ । ଶ୍ରୀନଗରରେ ରହୁଥିବା ୪୨ ବର୍ଷୀୟ ସଇଦ ଏଜାଜ ଶାହଙ୍କୁ ପ୍ରାଚୀନ କ୍ରାଫ୍ଟ ପେପର ମର୍ସି…

ଡ଼ାକ୍ତର ଅଛନ୍ତି ସିଟ୍ ନାହିଁଁ । ରୋଗୀ ଅଛନ୍ତି ବେଡ଼ ନାହିଁ । ତଳେ ଶୁଆଇ ରୋଗୀଙ୍କୁ କରାଯାଉଛି ଚିକିତ୍ସା ।

କନକ ବ୍ୟୁରୋ: ବେଡ଼୍ ଉପରେ ଓ ତଳେ ଚାଲିଛି ରୋଗୀଙ୍କ ଚିକିତ୍ସା । ଆଉ ବେଡ଼୍ ରେ ବନ୍ଧା ହୋଇଛି ରୋଗୀଙ୍କୁ ଦିଆଯାଉଥିବା ସାଲାଇନ୍ । ୮ ଘଂଟା ବଦଳରେ ୨ ଘଂଟାରେ ସରୁଛି ଡ଼ାକ୍ତର ଡ଼୍ୟୁଟି । ଏଭଳି ଅଭାବନୀୟ ଚିକିତ୍ସା ବ୍ୟବସ୍ଥା ଚାଲିଛି ଜୟପୁର ମେଡ଼ିକାଲରେ । ଡାକ୍ତରଖାନାରେ ରୋଗୀ ପାଇଁ ଆବଶ୍ୟକ…

ରାଜରାସ୍ତାରେ ପରୀକ୍ଷା ! ମୟୂରଭଂଜ ମୋରଡାରେ ବିଜେପିର ବନ୍ଦ ପାଳନ ବେଳେ କଲେଜ ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାରର ପ୍ରତିବାଦ…

କନକ ବ୍ୟୁରୋ: ରାଜରାସ୍ତା ଉପରେ ପରୀକ୍ଷା । ମୟୂରଭଂଜ ମୋରଡାରେ ବିଜେପି ବନ୍ଦ ପାଳନ ବେଳେ କଲେଜ ଅଧ୍ୟକ୍ଷଙ୍କୁ ବିଜେପି କର୍ମୀଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରି ରାସ୍ତା ଉପରେ ବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ମୋରଡାର ଏକ ଘରୋଇ ଇଂଜିନିୟରିଂ କଲେଜକୁ ବନ୍ଦ କରିବା ପାଇଁ ଦାବି କରିଥିଲେ…

୨୦୧୯ ନିର୍ବାଚନ ପୂର୍ବରୁ ଚାଷ ଜମିକୁ ଜଳସେଚନ କରିବା ନବୀନଙ୍କ ଟାର୍ଗେଟ, ଉଦଘାଟିତ ହେଲା ବୃହତ ଉଠା ଜଳସେଚନ ପ୍ରକଳ୍ପ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କର ସବୁଠୁ ବଡ ଜଳ ସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ଠାରୁ କାର୍ଯ୍ୟକ୍ଷମ ହେଲା । ୧୯୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ତିନି ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ପାର୍ବତୀଗିରି ବୃହତ ଉଠା…

ଏଣିକି ଏଟିଏମରୁ ବି ମିଳିବ ବିୟର ! ରାଜଧାନୀରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିୟର ଏଟିଏମ୍

ଭାରତର ରାଜଧାନୀ ଦିଲ୍ଲୀରେ ଖୁବ ଶୀଘ୍ର ଏଟିଏମରୁ ବିୟର ମିଳିବ । ସୂଚନା ମୁତାବକ, ଏଥିପାଇଁ ହୋଟେଲ, ରେଷ୍ଟୁରାଂଟ ଏବଂ କ୍ଲବରେ ପାଖାପାଖି ୫୦୦ ଲିଟର କ୍ଷମତା ବିଶିଷ୍ଟ Microbrewery ସହିତ ବେଷ୍ଟ ୱାଟର ଟ୍ରିଟମେଂଟ ଲଗାଯିବ । ଏହି ବାବଦରେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ତରଫରୁ ବିୟର…