Daily Archives

September 7, 2018

ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ । ଅଭିଯୋଗ ଆସିଲେ ବନ୍ଧା ହେବେ ପୂଜା କମିଟି ସଦସ୍ୟ

କନକ ବ୍ୟୁରୋ: ଆସୁଛି ପାର୍ବଣର ଋତୁ ସେନେଇ ଉତ୍ସାହୀ ଅଛନ୍ତି ଉଭୟ ପୂଜା କମିଟି ଏବଂ ଶ୍ରଦ୍ଧାଳୁ । ତେବେ ପୂଜା କମିଟି ଏଥର ସାବଧାନ । କାରଣ ଏଥର ଚାନ୍ଦା ମାଗିଲେ ବନ୍ଧାହେବେ । କମିସନରେଟ ପୁଲିସ ପକ୍ଷରୁ ଏଭଳି ଆଡଭାଇଜରି ଜାରି କରାଯାଇଛି । ଆସୁଛି ଗଣେଷ ପୂଜା ଏବଂ ତା ପରେ ଦଶହରା ଭଳି ଅନେକ…

ସୁନ୍ଦରଗଡରେ ସାଂଘାତିକ ସ୍ଥିତି ! ସ୍କୁଲ ସମେତ ସରକାରୀ ଅଧିକାରୀଙ୍କ ଘରେ ପଶିଲା ବର୍ଷା ପାଣି ।

କନକ ବ୍ୟୁରୋ : ଗତ କିଛି ଦିନ ଧରି ଲଗାଣ ବର୍ଷାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସୁନ୍ଦରଗଡ । ସୁନ୍ଦରଗଡ କୁତ୍ରା ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।…

ଏସିଆନ ଗେମ୍ସରେ ପଦକ ଜିତିଲେ , ଘରକୁ ଫେରି ଚା’ ବିକିଲେ ।

କନକ ବ୍ୟୁରୋ: ଜାକର୍ତ୍ତାରେ ହୋଇଥିବା ୧୮ତମ ଏସିଆନ ଗେମ୍ସ ପ୍ରତିଯୋଗିତାରେ ଭାରତୀୟ ଆଥଲେଟ୍ସମାନେ ନିଜର ଶ୍ରେଷ୍ଟ ପ୍ରଦର୍ଶନ କରିଛନ୍ତି । ଯହାକି ବିଗତ ଇତିହାସରେ ହୋଇଥିବା ଅନେକ ଏସୀୟ କ୍ରୀଡ଼ା ସଂସ୍କରଣ ଠାରୁ ଉନ୍ନତ ପ୍ରଦର୍ଶନ ବୋଲି ବିବେଚନା କରାଯାଉଛି । ଚଳିତ ଏସୀୟ କ୍ରୀଡାରେ ଭାରତୀୟ ଦଳ…

କ୍ଷୀରକୁ ନେଇ ଆସିଲା ସାଂଘାତିକ ତଥ୍ୟ ! ଜାଣନ୍ତୁ ଆପଣ ପିଉଥିବା କ୍ଷୀର କେତେ ଶୁଦ୍ଧ ?

ଶରୀରକୁ ଶକ୍ତି ଯୋଗାଇବା ସହ ସ୍ୱାସ୍ଥ୍ୟବସ୍ଥା ପାଇଁ ବେଶ ଉପକାରିତା ହୋଇଥାଏ କ୍ଷୀର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟଷ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବାକୁ ଭଲ ପାଇଥାନ୍ତି । କିନ୍ତୁ କ୍ଷୀରକୁ ନେଇ ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ…

ନୂଆ ରୂପରେ ବଜାରକୁ ଆସିବ ୨୦ ଟଙ୍କିଆ ନୋଟ୍ । ଜାଣନ୍ତୁ କିଭଳି ରହିଛି ରୂପରେଖ ।

ଗତ ଜୁଲାଇ ମାସରେ ୧୦୦ ଟଙ୍କାର ନୂଆ ନୋଟ ଜାରି କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଦିପାବଳୀ ପୂର୍ବରୁ ୨୦ ଟଙ୍କାର ନୂଆ ଜାରି କରିପାରେ । ନୋଟର ଡିଜାଇନ ପ୍ରସ୍ତୁତ ହୋଇସାରିଥିବା ବେଳେ ପ୍ରିଣ୍ଟିଂ ପାଇଁ ପେପର ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ନୂଆ ନୋଟର ରଙ୍ଗକୁ ନେଇ ଦ୍ୱନ୍ଦ ରହିଛି…

ପଶ୍ଚିମ ଓଡିଶା ମୁହାଁ ବର୍ଷା । ଆସନ୍ତା ୨୪ ଘଂଟା ଭିତରେ ଏହି ସବୁ ସ୍ଥାନରେ ପ୍ରବଳ ଅତି ପ୍ରବଳ ବର୍ଷା ଆଶଙ୍କା

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡିଶା ଏବଂ ଆଖପାଖରେ ଘନୀଭୂତ ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇସାରିଛି । ତେବେ ୨୪ ଘଂଟାରେ ଏହା ଦୁର୍ବଳ ହୋଇ ୱେଲମାର୍କର ରୂପ ନେବ । ଏହା ପ୍ରଭାବରେ ବର୍ଷା ପଶ୍ଚିମଓଡିଶା ମୁହାଁ ହୋଇଛି । ନବରଙ୍ଗପୁର, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ,…