Daily Archives

September 7, 2018

ବର୍ଷା କମିଛି ହେଲେ ଦୁର୍ଦ୍ଦଶା କମିନି । ଗାଁ ଗଣ୍ଡା ସବୁଠି ଖାଲି ପାଣି ଆଉ ପାଣି । କେନ୍ଦ୍ରାପଡା, ଯାଜପୁର,…

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଯୋଡାରୁ ରୋଇଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରୋଇଡା କେତୁହଟିଂ ଠାରେ ସୁନା ନଦୀ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯୋଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପାଣି ଯୋଗୁ ବିଚାକୁଣ୍ଡି ଓ ଦଲପାହଡ ଗାଁର ଛାତ୍ରଛାତ୍ରୀ ସ୍କୁଲ…

ଗଂଜେଇ ଚାଲାଣ ମାଧ୍ୟମ ଆମ୍ବୁଲାନ୍ସ: ମାଲକାନଗିରିରୁଦିଲ୍ଲୀକୁ ଚାଲାଣ ବେଳେ ଜବତ କଲା ପୁଲିସ, ୫ ଅଟକ

କନକ ବ୍ୟୁରୋ: ଅଭିନବ ଉପାୟରେ ଗଂଜେଇ ଚାଲାଣ ଜାରି ରଖିଛନ୍ତି ଗଂଜେଇ ମାଫିଆ । ପୁଣି ଏକ ଆମ୍ବୁଲାନ୍ସରେ ମାଲକାନଗିରିଠାରୁ ଦିଲ୍ଲୀକୁ ଜଂଜେଇ ଚୋରା ଚାଲାଣ ବେଳେ ଧରିଲା ପୁଲିସ । ଏକ ପିକଅପ ଭ୍ୟାନ ଓ ଆମ୍ବୁଲାନ୍ସ ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଧରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ…

ତେଲ କରିଦେଲା ଗୃହ ଅଚଳ: ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭାରେ ହଟ୍ଟଗୋଳ, ଦୁଇ ଦିନ ଛୁଟି ଥିବାରୁ ସୋମବାର ଯାଏଁ…

କନକ ବ୍ୟୁରୋ: ତେଲ ପାଇଁ ବାରମ୍ବାର ଅଚଳ ହୋଇଛି ବିଧାନସଭା । ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା ପରେ ସୋମବାର ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଦୁଇ ଦିନ ଛୁଟି ଥିବାରୁ ଗୃହ କାର୍ଯ୍ୟ ସୋମବାର ଯାଏଁ ମୁଲତବି କରାଯାଇଛି । ବାହାରେ ତେଲତାତି ଦେଖା ଦେଇଥିବାବେଳେ ଆଜି…

ଏସବିଆଇ ପଠାଇବ ଗୋଟିଏ SMS…ଭୁଲରେ ବି କରିବେନି ଡିଲିଟ୍, ନଚେତ ବ୍ଲକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ଭାରତର ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ କିଛିଦିନ ହେଲା ଗ୍ରାହକଙ୍କ ନିକଟକୁ ଏକ ଏସଏମଏସ ପଠାଉଛି । ଯେଉଁଥିରେ ବ୍ୟାଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଯଦି ଆପଣଙ୍କ ନିକଟକୁ ବି ବ୍ୟାଙ୍କ ତରଫରୁ ଏଭଳି କିଛି ଏସଏମଏସ ଆସିଛି ଆଉ ଆପଣ ତାକୁ…

ପେଟ୍ରୋଲ ଉପରୁ କମିବନି ଟିକସ । ତେଲ ଦର ବୃଦ୍ଧି ପାଉଥିବାବେଳେ ଟିକସ କମାଇବାକୁ ମନା କରିଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

କନକ ବ୍ୟୁରୋ: ଏବେ କମିବନି ତୈଳ ଦର । ଦେଶବାସୀଙ୍କୁ ଆହୁରି ସହିବାକୁ ପଡିବ ତୈଳ ଦର ପ୍ରହାର । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କହିବା ମୁତାବକ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କରେ କେନ୍ଦ୍ରସରକାର କୌଣସି ମୁଲ୍ୟ ହ୍ରାସ କରିବେ ନାହିଁ ।…

ପକେଟରୁ ଖର୍ଚ୍ଚ ହେବ ମାତ୍ର ୧୦୩ ଟଙ୍କା ଆଉ ବଦଳରେ ଆପଣ ବନିଯିବେ ୧୩ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କେମିତି?

ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଲୋକେ ସଂଚୟ ପାଇଁ ଅନେକ ପ୍ରକାର ନିବେଶ ଭଳି ବିକଳ୍ପମାନ ଚୟନ କରିଥାନ୍ତି । ଆଉ ଏଥିପାଇଁ ଲୋକେ ବ୍ୟାଙ୍କର ସେଭିଂ ଆକାଉଂଟକୁ ହିଁ ଅଧିକ ସୁରକ୍ଷିତ ଏବଂ ଭଲ ବୋଲି ବିଶ୍ୱାସ କରନ୍ତି । କାହିଁକି ନା ଏଥିରେ ସେମାନଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ…