Daily Archives

August 20, 2018

ବାଙ୍କି ମହାନଦୀ ପୋଲ ଉପରୁ ଡେଇଁଲେ ଯୁବତୀ ! ୨ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ମିଳିଲା ମୃତଦେହ ।

ବାଙ୍କି ମହାନଦୀରେ ଅଭାବନୀୟ ଘଟଣା ! ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ପାଖାପାଖି ୨ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ବାଙ୍କି…

ଜଣେ ସଫଳ ମହିଳା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ : ୬ଟି ଜିଲ୍ଲାର ମତ୍ସ୍ୟଚାଷୀଙ୍କୁ ମାଛ ଯାଅାଁଳ ଯୋଗାଉଛନ୍ତି…

କନକ ବ୍ୟୁରୋ : ନିଷ୍ଠା ଏବଂ ଅଧ୍ୟବସାୟ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ମହିଳା ଚାଷୀ । ନିଜ ପ୍ରଚେଷ୍ଟାରେ ଏକ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ରାଜ୍ୟର ପ୍ରାୟ ୬ଟିି ଜିଲ୍ଲାର ମତ୍ସ୍ୟଚାଷୀଙ୍କୁ ତାଙ୍କ ଉତ୍ପାଦିତ ଯାଆଁଳ ଯୋଗାଉଛନ୍ତି । ନିଜେ…

କମୁଛି ଅଂଶୁପା ହ୍ରଦ! ଦିନେ ଯେଉଁ ହ୍ରଦରେ କାତ ପାଉନଥିଲା ଏବେ ସେଠାରେ ନୌକା ମଧ୍ୟ ଚାଲିବା କଷ୍ଟକର

କନକ ବ୍ୟୁରୋ : ମହାନଦୀ କୂଳରେ ରହିଛି ରାଜ୍ୟର ବୃହତମ ମଧୁର ହ୍ରଦ ଅଂଶୁପା । ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ଅଂଶୁପାରେ ରହିଛି ପାହାଡ, ପାଣି, ପକ୍ଷୀ ଏବଂ ଫୁଲର ଅପୂର୍ବ ମିଳନ । ଯେଉଁ ହ୍ରଦକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଦିନକୁ ଦିନ ଏହାର…

ରାଜ୍ୟରେ ଆଉ ୨ ଦିନ ଧରି ଲାଗିରହିବ ବର୍ଷା ! ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ, ସମୁଦ୍ର ଭିତରକୁ…

କନକ ବ୍ୟୁରୋ : ଓଡିଶାରେ ପୁଣି ବର୍ଷାର ଭୟ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଆସନ୍ତା ୨୪ ଘଂଟାରେ ଏହା ୱେଲ ମାର୍କଡ ଲୋପ୍ରେସରରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୧୫…

ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଘାଂଟି ହେବ ଦେଶ : କୋଟି କୋଟି ଟଙ୍କାର ସମ୍ପତ୍ତି ସହ ଯାଇପାରେ…

କନକ ବ୍ୟୁରୋ : କେରଳକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ପ୍ରଳୟଙ୍କରୀ ବନ୍ୟା । କେଳର ବନ୍ୟାକୁ ଶତାଦ୍ଦୀର ବଡ଼ ଜଳପ୍ରଳୟ କୁହାଯାଉଛି । ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା କେରଳକୁ ଛାରଖାର କରିଦେଇଛି । ଆନୁମାନିକ ଭାବେ ବନ୍ୟାରେ ପ୍ରାୟ ୩୭୦ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି । ହେଲେ କେରଳର…

ଏମିତି ଏକ ସ୍କୁଲ । ଯେଉଁଠି ମାଗଣାରେ ପାଠପଢା ସହ ପ୍ରତିଦିନ ମିଳିଥାଏ ୧୦ ଟଙ୍କା, ଜାଣନ୍ତୁ କେଉଁଠି

ଦେଶରେ ମହିଳାଙ୍କ ବିକାଶ କେବଳ ସ୍ଲୋଗାନରେ ହିଁ ସୀମିତ । ଏବେ ମଧ୍ୟ ଭାରତରେ ୩୦ ଲକ୍ଷ ବାଳିକା ଏମିତି ଅଛନ୍ତି ଯେଉଁମାନେ ସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଆଉ ଗ୍ରାମାଞ୍ଚଳ କଥା ନ କହିବା ତ ଭଲ । କାରଣ ଗ୍ରାମାଞ୍ଚଳରେ ପ୍ରତି ୧୦୦ ଜଣ ଯୁବତୀଙ୍କ ମଧ୍ୟରୁ ମାତ୍ର ଜଣେ ଯୁବତୀ ଦ୍ୱାଦଶ…