Daily Archives

August 2, 2018

ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷରେ ଶତକ ମାରି ଭାରତ ପାଇଁ ବିରାଟ ସାଜିଲେ ସଙ୍କଟମୋଚକ

କନକ ବ୍ୟୁରୋ : ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ଅଧିନାୟକ ବିରାଟ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଦମଦାର ୧୪୯ ରନ ବଳରେ ଫଲୋଅନରୁ ରକ୍ଷା ପାଇଛି ଟିମ ଇଣ୍ଡିଆ । ଏକଦା ୧୪୮ ରନରେ ୬ ୱିକେଟ ହରାଇ ଭାରତୀୟ…

୧୬ ବର୍ଷ ବୟସରେ ବାପାଙ୍କ ଠାରୁ ୩୫ ହଜାର ଟଙ୍କା ଧାର ନେଇ ଆରମ୍ଭ କରିଥିଲେ ବିଜନେସ ! ଏବେ ଛଅ ହଜାର କୋଟି ଟଙ୍କାର…

୧୬ ବର୍ଷ ବୟସରେ ପ୍ରାୟ ସମସ୍ତେ ପାଠ ପଢ଼ିବାକୁ ଚାହିଁଥାନ୍ତି । କିନ୍ତୁ ଏହି ବୟସରେ ପାଠ ପଢ଼ିବା ପରିବର୍ତ୍ତେ ଜଣେ ଭାରତୀୟ ଯୁବକ ନିଜ ବାପାଙ୍କଠାରୁ ୩୫ ହଜାର ଟଙ୍କା ନେଇ ବ୍ୟବସାୟ ଆରମ୍ଭ କରିବାକୁ ଭାବିଥିଲେ । ଏହି ବ୍ୟବସାୟ ଏତେ ସଫଳ ହୋଇଗଲା ଯେ ଚୀନର ଏକ କମ୍ପାନି ଏହାକୁ ୬ ହଜାର କୋଟିରେ…

ପୋଲିସ ବନାମ ପୋଲିସ ବାବୁଙ୍କ ପରିବାର । ମଝି ରାସ୍ତାରେ ଏଡିଜିଙ୍କ ପତ୍ନୀ ହେଲେ ହଟହଟା । ଗାଡି ଅଟକାଇ ଟ୍ରାଫିକ ନିୟମ…

କନକ ବ୍ୟୁରୋ : ପୋଲିସ ଏଡିଜିଙ୍କ ପରିବାରକୁ ଅଟକାଇଦେଲା ଟ୍ରାଫିକ ପୋଲିସ । ମିଳିଥିବା ସୂଚନା ଅନୁସାରେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପରିବାର ସଦସ୍ୟ ଭୁବନେଶ୍ୱର ଏଜି ଛକଦେଇ ଗଲାବେଳେ ସେହି ସମୟରେ ରାଜ୍ୟ ସଚିବାଳୟ ଅଭିମୁଖେ ବାହାରିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ।…

ମହିଳାଙ୍କର ଏପରି ଦୁଃସାହସିତା କାର୍ଯ୍ୟ ଦେଖି ମେଡିକାଲ କର୍ମଚାରୀ ହୋଇଗଲେ ଆଶ୍ଚର୍ଯ୍ୟ ! ଗୋଟିଏ ହାତରେ ସାପକୁ ଧରି…

ସାପ ଗୋଟେ ପେରି ଜୀବ ଯାହାକୁ ଦଖିଲେ ସମସ୍ତଙ୍କ ମନରେ ଛନକା ପସିଯାଏ । କାରଣ ସମସ୍ତେ ଜାଣନ୍ତି ସାପ କାମୁଡିଲେ ଯଦି ଠିକ ସମୟରେ ଚିକିତ୍ସା ନହୁଏ ତେବେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ଦେଖାଦେଇଛି କି, ସାପ କାମୁଡିବା ପରେ ଠିକ ସମୟରେ ଚିକିତ୍ସା ହୋଇଥାଏ କିନ୍ତୁ…

ମିଶାଣ, ଫେଡାଣ, ଗୁଣନ ଓ ହରଣ ସବୁ କରୁଛି ‘କଟକ’ର କୁକୁର ! ଜ୍ୟୋତିଷ ବିଦ୍ୟାରେ ବି ମାହିର, ଜାଣନ୍ତୁ ପୋଲିସ ବିଭାଗର…

ମିଶାଣ, ଫେଡ଼ାଣ, ହରଣ ଓ ଗୁଣନ କରିପାରୁଛି। ଜ୍ୟୋତିଷ ବିଦ୍ୟା ଜାଣିଛି। ମଞ୍ଚ ଉପରେ ଅତିଥିଙ୍କୁ ଫୁଲତୋଡ଼ା ଦେଉଛି। ଇଏ ହେଉଛି ରାଜ୍ୟ ପୁଲିସ ବିଭାଗର ଗୋଳାବାରୁଦ ସନ୍ଧାନୀ କୁକୁର ‘କାଜଲ’ର କାରନାମା। ରାଜ୍ୟ ପୁଲିସର ‘କେ-୯ ସ୍କ୍ଵାଡ୍’ରେ ଏଭଳି ଧୁରନ୍ଧର ଓ ବୁଦ୍ଧିଆ କୁକୁର ଯୋଗ ଦେଇଥିବା ବେଳେ…