Daily Archives

August 24, 2018

କୁନି ଝିଅର ମହାନତା ! କେରଳ ବନ୍ୟା ବିପନ୍ନଙ୍କୁ ଦାନ କଲେ ନିଜ ହାର୍ଟ ସର୍ଜରି ପାଇଁ ସଞ୍ଚିଥିବା ଟଙ୍କା ।

କେରଳୀ ବନ୍ୟା ପ୍ରପୀଡ଼ିତଙ୍କୁ ବିଭିନ୍ନ ଆଡୁ ଅନୁଦାନ ମିଳୁଥିବା ବେଳେ ୧୨ ବର୍ଷ ବୟସର କୁନି ଝିଅ ଅକ୍ଷୟାଙ୍କ ଦାନ କିନ୍ତୁ ଚର୍ଚ୍ଚାର ବିଷୟ ପାଲଟିଛି। କେରଳବାସୀ କେଉଁଭଳି ଭାବେ ବନ୍ୟାକୁ ସାମ୍ନା କରି ହଇରାଣ ହେଉଛନ୍ତି ତାହା ଟିଭିରେ ଦେଖିବା ପରେ ଅକ୍ଷୟାଙ୍କ ହୃଦୟ କାନ୍ଦି ଉଠିଥିଲା। ଗତ…

କେରଳରେ ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ଦବଙ୍ଗ ବୟ ସଲମାନ ! ବ୍ୟକ୍ତିଗତ ଭାବେ ଦେଲେ ୧୨ କୋଟି ଟଙ୍କା ।

ବଲିଉଡରେ ସଲମାନ ଖାନ ଜଣେ ନାମିଦାମି କଳାକାର ଭାବେ ପରିଚିତ । ତାଙ୍କର ଆକ୍ସନ ଫିଲ୍ମ ପାଇଁ ଲୋକମାନେ ତାଙ୍କୁ ବେଶ ପସନ୍ଦ କରିଥାନ୍ତି । କେବଳ ସିନେମା ଜଗତରେ ନୁହେଁ ରିୟଲ ଲାଇଫରେ ମଧ୍ୟ ସଲମାନ ଜଣେ ସହୃଦୟ ବ୍ୟକ୍ତି ଭାବେ ପରିଚିତ । ଲୋକମାନଙ୍କୁ ସେ ବହୁତ ସାହାଯ୍ୟ କରିଥାନ୍ତି । ଯଦି କୌଣସି…

ପ୍ରତିଭା ବାଛିବେ ଦେବାଶିଷ ମହାନ୍ତି ! ଜାତୀୟ ଜୁନିୟର କ୍ରିକେଟ ଦଳର ହେଲେ ଚୟନକର୍ତା ।

କନକ ବ୍ୟୁରୋ : କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଭାରତୀୟ କନିଷ୍ଠ ଦଳର ଚୟନକର୍ତା ଭାବେ ନୂଆ ନିଯୁକ୍ତି ମିଳିଛି । ଏନେଇ ଦେବାଶିଷଙ୍କୁ ଫୋନ ଯୋଗେ ଜଣାଇ ଦିଆଯାଇଛି । ଭେଙ୍କଟେଶ ପ୍ରସାଦ ଗତ ମାର୍ଚ୍ଚ ମାସରେ ମୁଖ୍ୟ ଚୟନକର୍ତା ପଦରୁ ଇସ୍ତଫା ଦେବାପରେ ଏହି ପଦବୀ ଖାଲି ପଡିଥିଲା । ସେହି…

ଭାରତରେ ପ୍ରବେଶ କଲା ଭୟଙ୍କର ମୃତ୍ୟୁର ଖେଳ ! ବ୍ଲୁ ହ୍ୱେଲ୍ ଏବଂ କିକି ପରେ ମୋମୋ ଚ୍ୟାଲେଞ୍ଜ ଭାରତରେ ନେଲା ପ୍ରଥମ…

ପ୍ରଥମେ ବ୍ଲୁ ହ୍ୱେଲ୍ ପରେ କିକି ଚ୍ୟାଲେଞ୍ଜ ଆଉ ଏବେ ମୋମୋ ଚ୍ୟାଲେଞ୍ଜ ନେଉଛି ନିରିହ ଲୋକଙ୍କ ଜୀବନ । ହ୍ୱାଟ୍ସଆପରେ ଏକ ଅପରିଚିତ ନମ୍ବରରୁ ମେସେଜ ଆସି ଲୋକଙ୍କୁ ଟ୍ୟାକ୍ସ କରିବା ପାଇଁ ଚ୍ୟାଲେଞ୍ଜ ଦେଇଥାଏ । ଗୋଟିଏ ଚ୍ୟାଲେଞ୍ଜକୁ ପୁରା କରିବା ପରେ ଆଉ ଏକ ଚ୍ୟାଲେଞ୍ଜ ଦିଆଯାଇଥାଏ । ଏହିଭଳି…

ସାମ୍ନାକୁ ଆସିଲା Indian Idol ଅଡିସନ ପଛରେ ଥିବା ସତ୍ୟତା ! ପିଇବା ପାଇଁ ପାଣି ମାଗିବାରୁ ପ୍ରତିଯୋଗୀଙ୍କୁ ମାଡ…

ସିଙ୍ଗିଲ ରିଆଲିଟି ‘ସୋ’ମାନଙ୍କ ମଧ୍ୟରେ ଇଣ୍ଡିଆନ ଆଇଡଲ ଏକ ପପୁଲାର ‘ସୋ’ ହୋଇପାରିଛି । ଏହି ସୋକୁ ଅନେକ ଲୋକ ପସନ୍ଦ କରନ୍ତି । ସଂଗୀତକାର ମାନେ ଏହି ସୋକୁ ନେଇ ନିଜ ଭବିଷ୍ୟତର ସ୍ୱପ୍ନ ବୁଣିଥାନ୍ତି । କିନ୍ତୁ ଏଠାରେ ଷ୍ଟେଜକୁ ଆସିବା ପୂର୍ବରୁ ଅଡିସନ ଦେବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହ…