Daily Archives

August 18, 2018

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ ! ରାଉରକେଲାର ସୁପରସ୍ପେଶାଲିଟି ହସ୍ପିଟାଲ ଓ ଦ୍ୱିତୀୟ…

କନକ ବ୍ୟୁରୋ : ରାଉରକେଲା ଅଂଚଳର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ରାଉରକେଲା ଅଂଚଳ ଦାବୀ ନେଇ ରାଜଧାନୀକୁ ପଦଯାତ୍ରାରେ ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଓ…

ବିମାନ ବନ୍ଦରରେ ପଡ଼ି ରହିଛି ୨୦୦କିଲୋ ସୁନା ଓ ୩୫୦୦କିଲୋ ରୁପା ! ମିଳୁନାହାଁନ୍ତି ଏହାର ଅସଲି ମାଲିକ ।

ଆୟକର ବିଭାଗ ଜୟପୁର ବିମାନ ବନ୍ଦରରୁ ପାଖାପାଖି ୨୦୦କିଲୋ ସୁନା ଓ ୩୫୦୦କିଲୋ ରୂପା ଜବତ କରିଛି। କୁହାଯାଉଛି କି, ୫୦କିଲୋ ଅଳଙ୍କାର ସମ୍ବନ୍ଧିତ କାଗଜ ନଥିବାରୁ ପୂରା ମାମଲା ଟି ଅଟକି ରହିଛି। ଏହି କାରଣରୁ ଚତୁର୍ଥ ଦିନ ବି ଅଳଙ୍କାରକୁ ନିଜର କନସାଇମେଣ୍ଟକୁ ନିଆଯାଇ ପାରିଲା ନାହିଁ। ଏହି…

ଅଚଳ ହୋଇପଡିଛି ରାଜ୍ୟ ମାନବାଧିକାର ଆୟୋଗ ! ୩ ହଜାରରୁ ଅଧିକ ମାମଲା ରହିଛି ବିଚାରଧୀନ ।

କନକ ବ୍ୟୁରୋ : ରାଜ୍ୟ ମାନବାଧିକାର ଆୟୋଗର କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଜଷ୍ଟିସ ବିରୋକିଶୋର ମିଶ୍ର ଅବସର ନେଇଛନ୍ତି । ଏଥିସହ ରାଜ୍ୟ ମାନବାଧିକାର ଆୟୋଗ ଅଚଳ ହୋଇଯାଇଛି । ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ପଦ ଏବେ ଖାଲି ପଡିଛି । ସେପଟେ ଆୟୋଗଙ୍କ ପାଖରେ ୨୦୧୭ରୁ ଏବେ ସୁଦ୍ଧା ୩ହଜାରରୁ…

ଇଣ୍ଟରଭ୍ୟୁ ସମୟରେ ହାତ ମିଳାଇବାକୁ ମନା କଲେ ମହିଳା ! ଏବେ କମ୍ପାନି ତରଫରୁ ମହିଳାଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ଜଣେ ମହିଳା ଚାକିରି ପାଇଁ ଏକ କମ୍ପାନିକୁ ଯାଇଥିବା ବେଳେ ସେଠାରେ ଇଣ୍ଟରଭ୍ୟୁ ପରେ ତାଙ୍କୁ ହାତ ମିଳାଇବାକୁ କୁହାଯାଇଥିଲା । କିନ୍ତୁ ମହିଳା ଜଣଙ୍କ ନିଜ ଧାର୍ମିକ ନିୟମର କଥା କହି କଥା ହାତ ମିଳାଇବାକୁ ମନା କରି ଦେଇଥିଲେ । ଯେଉଁଥି ପାଇଁ ଇଣ୍ଟରଭ୍ୟୁ ନେଇଥିବା ଅଧିକାରୀ ତାଙ୍କୁ ଚାକିରି…

ଖାଲି ମଧୁମେହ ନୁହେଁ ବରଂ ଏସବୁ ସମସ୍ୟା ବି ସୃଷ୍ଟିକରିଥାଏ ‘ଆଳୁ’! ଜାଣନ୍ତୁ

ଆଳୁ ତ ସବୁଠାରୁ ଅଧିକ ବ୍ୟବହୃତ ପରିବା। ତରକାରୀ ହେଉକି ଭଜା,ଡାଲମା ହେଉକି ସନ୍ତୁଳା ସବୁଥିରେ ଆଳୁ ପଡେ। ମନେ ହୁଏ ଆଳୁ ବିନା ତରକାରୀ ଅଧୁରା। ସାଧାରଣରେ ଏକ ବିଶ୍ୱାସ ରହିଛି ଯେ ଅଧିକ ଆଳୁ ଖାଇଲେ ମଧୁମେହ ରୋଗଗ୍ରସ୍ତ ହେବାର ଆଶଙ୍କା ଥାଏ। ଏଥିପାଇଁ ଅନେକ ଲୋକ ଆଳୁର ଯଥାସମ୍ଭବ କମ୍‌…

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପରିଚାଳନା କମିଟିର ପଛଘୁଂଚା ! ରଥଯାତ୍ରାରେ ବିଶୃଙ୍ଖଳା…

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ମଧ୍ୟରୁ ତିନିଟି ପ୍ରମୁଖ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ପଛଘୁଂଚା ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ, ଅନ୍ନଦାନ ଆଟିକା ବା ଦାନ ଥାଳ ବ୍ୟବସ୍ଥା ବନ୍ଦ ଓ…