Daily Archives

August 27, 2018

ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କ ହାତରେ ରହିଲା ସବୁ କ୍ଷମତା : ଦେଶୀ-ବିଦେଶୀ ମଦ ଦୋକାନ ପାଇଁ ଲୋଡ଼ା କଲେକ୍ଟରଙ୍କ…

କନକ ବ୍ୟୁରୋ : ମଦ ଦୋକାନ ଖୋଲିବା ପାଇଁ ଏଣିକି ଜିଲ୍ଲାପାଳଙ୍କ ହାତରେ ରହିବ ଏକକ କ୍ଷମତା । ଦେଶୀ, ବିଦେଶୀ ସମସ୍ତ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଏକକ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ଅବକାରୀ ଆଇନ୍-୨୦୦୮ ଅନୁଯାୟୀ ରାଜ୍ୟ ସରକାର, ଜିଲ୍ଲାପାଳମାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ।…

ଡ୍ରୋନ ଚଳାଇବା ଲାଗି ମିଳିବ ଲାଇସେନ୍ସ ! ଆସନ୍ତା ଡିସେମ୍ବର ଠାରୁ ବ୍ୟବସାୟିକ ଚଳାଚଳକୁ ଦିଆଯିବ ଅନୁମତି ।

ଡ୍ରୋନ ଚଳାଇବା ଲାଗି ମିଳିବ ଅନୁମତି । ଆସନ୍ତା ଡିସେମ୍ବର ମାସରୁ ଆମ ଦେଶରେ ଡ୍ରୋନ ଗୁଡ଼ିକର ବ୍ୟବସାୟିକ ଚଳାଚଳକୁ ଅନୁମତି ଦିଆଯିବ । ତେବେ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି । କିନ୍ତୁ ଆପଣ ଯଦି ଭାବୁଛନ୍ତି ଯେ ଖୁବ ଶୀଘ୍ର ଆପଣ ଇ-କମର୍ସ ସାଇଟରୁ ନିଜ ମନପସନ୍ଦର ସାମଗ୍ରୀ ମଗାଇବେ, ତେବେ…

ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର ! ଏଣିକି ଚାଟିଂ କଲା ବେଳେ ମିଳିବ କିଛି ଏଭଳି ସୁବିଧା ।

ସମ୍ପ୍ରତ୍ତି ସମାଜରେ ବାର୍ତ୍ତାଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ହ୍ୱାଟସଆପ୍ । ଦିନକୁ ଦିନ ହ୍ୱାଟସଆପର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଛି । ଆଉ ଏହାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଲଗାତାର ଭାବେ ନିଜର ଫିଚର ରେ ପରିବର୍ତ୍ତନ କରୁଛି । ନିକଟରେ ମିଥ୍ୟା ଖବରକୁ ରୋକିବା ପାଇଁ ହ୍ୱାଟସଆପ ପଦକ୍ଷେପ…

RBI ଅଧିକ ଟଙ୍କା ଛାପିଲେ ମଧ୍ୟ ଧନୀ ହେବନାହିଁ ଦେଶ : ୨ କୋଟି ଟଙ୍କା ଥିଲେ ବି ଆପଣ ଗରିବରେ ପରିଗଣିତ ହେବେ, ଜାଣନ୍ତୁ…

ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଅଛି ନୋଟ୍ ଛାପିବାର ଅଧିକାର । ତେବେ ଆପଣ ଭାବୁଥିବେ ଯଦି ଅଧିକାର ଅଛି ତେବେ ଆରିବଆଇ ଅଧିକ ମାତ୍ରାରେ ନୋଟ୍ ଛାପୁନାହିଁ କାହିଁକି ? ଭାରତ ଏକ ବିକାଶଶୀଳ ଦେଶ । ଅଧିକ ନୋଟ୍ ଛାପିଲେ ଦେଶର ବିକାଶରେ ମ୍ୟଧ ତେବେ ମନଇଚ୍ଛା ନୋଟ୍ ଛାପିଲେ କ୍ଷତି କ’ଣ ।…

ଜାତୀୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ଭୋଟିଂ ପ୍ରସଙ୍ଗ ! ବାଲାଟ ପେପରରେ ଭୋଟିଂ ଦାବି କଲା କଂଗ୍ରେସ,…

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ଭିଭିପାଟ ମେସିନ ଅପେକ୍ଷା ବାଲଟ ମାଧ୍ୟମରେ ନିର୍ବାଚନ କରାଯାଉ । ଆଜି ନିର୍ବାଚନ କମିଶନ ଡକାଇଥିବା ସର୍ବଦଳୀୟ ବୈଠକରେ ଏହି ଦାବି ରଖିଛି କଂଗ୍ରେସ । ତେବେ ଅନ୍ୟ ରାଜନୈତିକ ଦଳ ଏଥିରେ ସହମତି ପ୍ରକାଶ ନକରିବାରୁ ବୈଠକରେ ଏକୁଟିଆ ପଡିଯାଇଥିଲା କଂଗ୍ରେସ ।…