Daily Archives

August 12, 2018

ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ! ରେଲୱେରେ ବାହାରିବ ୧ ଲକ୍ଷ ୩୦ ହଜାର ପଦବୀ, ରେଳମନ୍ତ୍ରୀ କଲେ ବଡ ଘୋଷଣା

ଚାକିରୀ ଆଶାୟୀ ଯୁବକଙ୍କ ପାଇଁ ଖୁସିଖବର । ଭାରତୀୟ ରେଳ ବିଭାଗ ୧ ଲକ୍ଷରୁ ଅଧିକ ପଦବୀ ପାଇଁ କିଛି ଦିନ ପୂର୍ବେ ବିଜ୍ଞପ୍ତି ପ୍ରକାଶ କରିଥିଲା । ଯାହାର ପରୀକ୍ଷା ଆଗାମୀ ମାସରେ ହେବାକୁ ଯାଉଛି । ତେବେ ଏସବୁ ଭିତରେ ପୁଣିଥରେ ୧ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି ରେଳ…

ହାରିଲା ଭାରତ ! ଲର୍ଡସ ଟେଷ୍ଟରେ ନିରାଶ କଲା ଟିମ୍ ଇଣ୍ଡିଆ, ଭାରତକୁ ଇନିଂସ ଓ ୧୫୯ ରନରେ ହରାଇଲା ଇଂଲଣ୍ଡ ।

ପୁଣି ଥରେ ପଦାରେ ପଡିଲା ଭାରତର ବ୍ୟାଟିଂ ଦୁର୍ବଳତା । ଭାରତ-ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପୁଣି ଥରେ ନିରାଶ କରିଛି ବିରାଟ ବାହିନୀ । ଇଂଲଣ୍ଡ ଠାରୁ ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି ଦଳ । ଭାରତକୁ ଇନିଂସ ଓ ୧୫୯ ରନରେ ହରାଇଛି ଇଂଲଣ୍ଡ । ଆଉ ଏହି ବିଜୟ ସହ…

ସାଙ୍ଗ ମାନଙ୍କ ପାଇଁ ୪୬ ଲକ୍ଷ ଟଙ୍କା ଉଡାଇଦେଲା ୧୦ମ ଶ୍ରେଣୀର ଛାତ୍ର । କାହାକୁ କାର ମିଳିଲା ତ ପୁଣି କିଏ ପାଇଲା ୧୫…

କିଛିଦିନ ତଳେ ବନ୍ଧୁତା ଦିବସ ଯାଇଛି। ଏହି ବନ୍ଧୁତା ଦିବସକୁ ବିଭିନ୍ନ ଲୋକ ବିଭିନ୍ନ ଆଡମ୍ବର ସହ ପାଳନ କରିଛନ୍ତି। କିନ୍ତୁ ଏମିତି ଏକ ପିଲା ରହିଛି ଯିଏକି ସାଙ୍ଗମାନଙ୍କ ମଧ୍ରରେ ୪୬ଲକ୍ଷ ଟଙ୍କା ବାଣ୍ଟି ଦେଇଛି। ସୂଚନାଯୋଗ୍ୟ, ଜବଲପୁରରେ ବସବାସ କରୁଥିବା ୧୦ମ ଶ୍ରେଣୀର ବାଳକ ‘ଫ୍ରେଣ୍ଡସିପ୍…

ଶସ୍ତା ହେବ ରାକ୍ଷୀ ଏବଂ ଗଣେଶଙ୍କ ପ୍ରତିମୂର୍ତ୍ତି ! ଅର୍ଥମନ୍ତ୍ରୀ କଲେ ଘୋଷଣା, ଜାଣନ୍ତୁ କିପରି ।

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା ଏବଂ ଗଣେଶ ପୂଜା । ଆଉ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ଘୋଷଣା କରିଛନ୍ତି । ରାକ୍ଷୀ ଉପରେ ଜିଏସଟି ନଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ଗଣେଶ ପୂଜାରେ ମଧ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତି, ହସ୍ତଶିଳ୍ପ ଆଦିରେ ଜିଏସଟି ଲଗାଯିବ…

ରାଜ୍ୟ ପାଇଁ ଗର୍ବ, ଏସିଆନ୍ ଗେମସରେ ଖେଳିବେ ୪ ଓଡିଆ ଝିଅ ।

କନକ ବ୍ୟୁରୋ : ଏସିଆନ୍ ଗେମସ-୨୦୧୮ରେ ଖେଳିବେ ୪ ଜଣ ଓଡିଆ ଝିଅ । ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ୍ , ଋତୁପର୍ଣ୍ଣା ପଣ୍ଡା, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଜାକର୍ତାଠାରେ ହେବାକୁ ଥିବା ଏସିଆନ୍ ଗେମସ ପାଇଁ ମନୋନୀତ ହୋଇଛନ୍ତି । ଆଜି କିଟ୍ ଓ କିସ୍ ପକ୍ଷରୁ ସମସ୍ତ ଖେଳାଳିଙ୍କୁ…