Daily Archives

August 1, 2018

ଚାକିରି ଛାଡିଲେ, କୃଷକଙ୍କ ପାଇଁ ଭଲ ମଞ୍ଜି ପ୍ରସ୍ତୁତ କଲେ । ୪ ବର୍ଷ ମଧ୍ୟରେ ହେଲେ କୋଟିପତି

ଚାଷକୁ ନେଇ ଟଙ୍କା ଆୟ କରିବା ଏବଂ ନିଜର ଭବିଷ୍ୟତ ତିଆରି କରିବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ ଲୋକମାନଙ୍କୁ ସେହି ଉପାୟ ବିଷୟରେ ଜାଣି ତା’ ଉପରେ କାର୍ୟ୍ୟ କରିବା ମଧ୍ୟ ଦରକାର । ଖୁବ୍ କମ ଲୋକ ଚାଷକୁ ନେଇ ନିଜର ଭବିଷ୍ୟତ ଗଢ଼ିଥାନ୍ତି ଏବଂ ଏହାକୁ ନେଇ ଭବିଷ୍ୟତ ଗଢ଼ିବା ସମ୍ଭବ ବୋଲି…

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର । ଜାଣନ୍ତୁ କେଉଁ ଯାତ୍ରୀ ନେଇପାରିବେ କେତେ ଓଜନର ଲଗେଜ, ସଂସଦରେ ସୂଚନା ଦେଲେ ରେଳ…

ଭାରତୀୟ ରେଳବାଇ ଖୁବଶୀଘ୍ର ରେଳ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହି ନୂତନ ନିୟମ ଲାଗୁ ହେଲେ ରେଳଯାତ୍ରୀମାନେ ସାଙ୍ଗରେ ନିର୍ଦ୍ଧିଷ୍ଟ ଓଜନର ଜିନିଷ (ଲଗେଜ୍) ନେଇ ଯାଇ ପରିବେ। ଯଦି ସେମାନଙ୍କ ସହିତ ଥିବା ଲଗେଜ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ହୁଏ, ତେବେ ସେମାନେ…

୩୦ ଘଣ୍ଟା ହେବ ବାରୱେଲରେ ଫସି ରହିଛି ୩ ବର୍ଷର କୁନି ପିଲା ! ବଞ୍ଚାଇବା ପାଇଁ ଜାରି ରହିଛି ଏନଡିଆରଏଫ ଟିମର ଅପରେଶନ,…

ବିହାରର ମୁଙ୍ଗେର ଜିଲ୍ଲାରେ ତିନି ବର୍ଷର ଜଣେ ଛୋଟ ପିଲା ସନା ଖୋଳା ହୋଇଥିବା ଏକ ବାରୱେଲରେ ଖସିଫଡିଛି । ସନାକୁ ବାରୱେଲରୁ ବାହାର କରିବା ପାଇଁ ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ଏନଡିଆରଏଫ ତରଫରୁ ଚେଷ୍ଟା ଜାରି ରହିଛି । ପ୍ରଶାସନ ତରଫରୁ ସନାକୁ ବଞ୍ଚାଇବାର ଅଭିଯାନ କାଲିଠାରୁ ଜାରି…

ଅଗଷ୍ଟ ୧୧ରେ ପାକିସ୍ତାନ ଯିବେ ପୂର୍ବ କ୍ରିକେଟର ଓ ସିନେଷ୍ଟାର! ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ…

ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ ଏହି କ୍ରମରେ କିଛି ପୂର୍ବ ଭାରତୀୟ ଖେଳାଳୀଙ୍କୁ ଇମରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି । ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମରାନ୍ ଖାଁଙ୍କ ଶପଥ ଗ୍ରହଣ…

ଯାଜପୁରରୁ ନାଗପୁର । ଅସମ୍ଭବକୁ ସମ୍ଭବ କଲେ ଗୋବିନ୍ଦ, ଜିଲ୍ଲା ପାଇଁ ଗର୍ବ ଆଣିଲେ ବାପଛେଉଣ୍ଡ ପୁଅ

କନକ ବ୍ୟୁରୋ : ଦୃଢ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ମଣିଷକୁ ସଫଳତା ଆଣିଦିଏ । ଯାହା ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ପଂଜରାସାହିର ଗୋବିନ୍ଦ ମହାନ୍ତି । ଯାଜପୁର ଉକ୍ରଳ ବାଳାଶ୍ରମରେ ପାଠପଢୁଥିବା ଏହି ଛାତ୍ର ଜଣଙ୍କ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେବାସହ ଏନଆଇଟି…