Daily Archives

August 14, 2018

୭୨ତମ ସ୍ୱାଧୀନତା ଦିବସ ପାଇଁ ଉତ୍ସବମୁଖର ସାରା ଦେଶ ! ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ।

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୨ ତମ ସ୍ୱାଧୀନତା ଦିବସ । ଆଉ କିଛି ସମୟ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ପରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ ।…

ଦେଶରେ ହିଂସାର କୌଣସି ସ୍ଥାନ ନାହିଁ । ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଲେ…

ଭାରତ ଅନେକ ଐତିହାସିକ ସଫଳତା ହାସଲ କରିବାର ଦ୍ୱାର ଦେଶରେ ଥିବାବେଳେ ଆମେ ବିଭିନ୍ନ ବିବାଦୀୟ ଓ ଅନାବଶ୍ୟକ ପ୍ରସଙ୍ଗରେ ଛନ୍ଦି ହୋଇ ଏହି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ଆସନ୍ତା କାଲି ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ…

ଜିବୀତ ମୂଷା ଦେହରେ ଗଛ ଉଠିଗଲା ! ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ, କିଭଳି ସମ୍ଭବ ହେଲା ?

ଛୋଟବେଳେ ତରଭୁଜର ମଞ୍ଜି ଖାଉ ଖାଉ ଢୋକିଦେଲେ ଡର ଲାଗେ ଯେ, କାଳେ ପେଟରେ ଗଛ ଉଠିଯିବ । ସେହିପରି କୌଣସି ଏକ ଜୀବିତ ଯନ୍ତୁ ଦେହରେ ଗଛ ଉଠିଥିବା କଥା ଆପଣ କେବେ ଶୁଣିନଥିବେ । କିନ୍ତୁ ଏହି ଘଟଣାର ସତ୍ୟତା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରତଲାମ ଠାରେ । ସେଠାରେ ଜଣେ ଚାଷୀ ଚାଷ ପାଇଁ…

ମୋଦିଙ୍କୁ ହଟାଇବି ତା’ପରେ ବାହାହେବା କଥା ଚିନ୍ତା କରିବି ! ଜାଣନ୍ତୁ କାହିଁକି ଏମିତି କହିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ…

ବାହା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏକଥା ଆମେ କହୁନୁ ଖୋଦ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧି ଏକଥା କହିଛନ୍ତି । ଏକଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହା ସତ । ହାଇଦ୍ରାବାଦ ଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତା ସମୟରେ ଜଣେ ତାଙ୍କୁ ତାଙ୍କ ବିବାହ…

ଶେଷ ପରୀକ୍ଷାକୁ ଅପେକ୍ଷା ! ଭାରତୀୟ ସେନା ପାଇବ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମାସ୍ତ୍ର ଅଗ୍ନି-୫, ୫ ହଜାର କିଲୋମିଟର…

ଆଉ ମାତ୍ର ଗୋଟିଏ ପରୀକ୍ଷା, ତାପରେ ସେନା ହାତକୁ ଆସିଯିବ ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ । ଏହି ଶେଷ ପରୀକ୍ଷାଟି ଆସନ୍ତା ଅକ୍ଟୋବର ମାସରେ କରାଯାଇପାରେ । ଏହି ପ୍ରି-ଇଣ୍ଡକ୍ସନ ପରୀକ୍ଷଣ ପରେ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଅଗ୍ନି ଭାରତୀୟ ସେନାର…