Daily Archives

August 28, 2018

ସେପ୍ଟେମ୍ବର ୬ରେ ସ୍କୁଲ କଲେଜରେ ତାଲା ପକାଇପାରନ୍ତି ଶିକ୍ଷକ? ହେଲେ କାହିଁକି

କନକ ବ୍ୟୁରୋ : ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବେ ବ୍ଲକ ଗ୍ରାଣ୍ଟ ସ୍କୁଲ-କଲେଜ ଶିକ୍ଷକ । ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚର ଆହ୍ଵାନରେ ବ୍ଲକ ଗ୍ରାଣ୍ଟ ସ୍କୁଲ-କଲେଜ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି। ଫଳରେ ରାଜ୍ୟର ହଜାର ହଜାର ସ୍କୁଲରେ ଶିକ୍ଷାଦାନ…

ଧୋକା ଖାଇଗଲେ ଯୁବତୀ । ‘ଡ୍ରିମ ବଏ’ ଭାବି କଥା ହେଉଥିଲେ, ଭିଡିଓ କଲ କରିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ

ଧୋକା ଖାଇଗଲେ ଯୁବତୀ । ମହାରାଷ୍ଟ୍ରର ପୁଣେରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସବୁ ଯୁବତୀଙ୍କୁ ଜଣେ ଅଜଣା ଯୁବକଙ୍କ ସହ କଥା ହେବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ କରିବ । ପୁଣେରେ ଜଣେ ଯୁବତୀ ଯାହାକୁ ନିଜ ଡ଼୍ରିମ୍ ବଏ ବୋଲି ଭାବି କଥା ହେଉଥିଲେ ଏବଂ ବିବାହ କରିବେ ବୋଲି ଭାବିଥିଲେ…

ଏସିଆନ ଗେମ୍ସର ପଦକରେ ଭାରତର ହାଫ୍ ସେଞ୍ଚୁରୀ ! ହକିରେ ଦେଖାଇଲା ଦମ, ସ୍ୱର୍ଣ୍ଣରୁ ଅଳ୍ପକେ ବଞ୍ଚିତ ହେଲେ ତୀରନ୍ଦାଜ…

ଏସିଆନ ଗେମ୍ସର ଦଶମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଖାସକରି ପୁରୁଷ ୮୦୦ ମିଟର ଦୌଡ ପ୍ରତିଯୋଗିତାରେ ମନଜିତ ସିଂହ ସ୍ୱର୍ଣ୍ଣ ଜିତିବା ସହ ଭାରତ ପାଇଁ ଦିନଟିକୁ ଆହୁରୀ ସ୍ମରଣୀୟ କରି ଦେଇଥିଲେ । ସେହିଭଳି ଏହି ବିଭାଗରେ ଭାରତର ଜନସନ ଦ୍ୱୀତିୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ…

ବନ୍ୟା ପରେ କେରଳକୁ ବଢ଼ିଲା ସହାୟତା ! ବନ୍ୟା ପୀଡିତଙ୍କ ପାଇଁ ଗୀତ ଗାଇ ଅର୍ଥ ସଂଗ୍ରହ କଲେ ସୁପ୍ରିମକୋର୍ଟ ବିଚାରପତି ।

କନକ ବ୍ୟୁରୋ : ବନ୍ୟା ପରେ ପୁଣି ଛିଡା ହେଉଛି କେରଳ । ସହାୟତାର ହାତ ବଢ଼ାଇଛନ୍ତି ସବୁ ବର୍ଗର ଲୋକ । ଏପରିକି ସହାୟତା ପାଇଁ ସୁପ୍ରିମକୋର୍ଟ ବିଚାରପତି ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଗୀତ ଗାଇ ଅର୍ଥ ସଂଗ୍ରହ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦେଶ ଗସ୍ତରୁ ଫେରି…

ସାଙ୍ଗ ହୋଇ ନାଚିଲେ ଶାସକ ଓ ବିରୋଧୀ! ଲୋକ ଦେଖି ହେଲେ ଆବାକାବା

କନକ ବ୍ୟୁରୋ : ସାଙ୍ଗ ହୋଇ ନାଚିଲେ ଶାସକ ଓ ବିରୋଧୀ । ଗୋଟିଏ ମଞ୍ଚରେ ଠୁମକା ଲଗାଇଲେ ବିଜେଡି ଓ କଂଗ୍ରେସ ନେତା । ଆଉ ଏଭଳି ଏକ ବିରଳ ଦୃଶ୍ୟ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି । କୋରାପୁଟର ଲକ୍ଷ୍ମୀପୁରରେ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଓ କଂଗ୍ରେସ…