Daily Archives

August 20, 2018

ରାଜ୍ୟ ସରକାରଙ୍କ ବଦାନ୍ୟତା ! ବାପା ଚାଲିଗଲା ପରେ କୁନି ଝିଅକୁ ସାହା ହେଲେ ସରକାର ।

କନକ ବ୍ୟୁରୋ : କୁନି ଝିଅ ପାଇଁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର । ବମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣାରେ ମୃତ ସତ୍ୟ ପଟ୍ଟନାୟକଙ୍କ ଝିଅ ଶୀତଲ ପଟ୍ଟନାୟକଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଉ ଏଥିପାଇଁ ସାଢେ ୬ ଲକ୍ଷ ଟଙ୍କାର ସହାୟତା ରାଶି ଶୀତଲ ପଢୁଥିବା ସ୍କୁଲକୁ…

ଫେସବୁକରେ କାମ କରିବାକୁ ଚାହୁଁଛନ୍ତି କି? ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଆବେଦନ କରିବାର ପୂରା…

ଫେସବୁକର ବ୍ୟବହାର ପ୍ରାୟତଃ ସଭିଏଁ କରିଥାନ୍ତି ହେଲେ ଯଦି ଆପଣଙ୍କୁ ଫେସବୁକ ସହ କାମ କରିବାକୁ ସୁଯୋଗ ମିଳିଯାଏ ତେବେ କେତେ ଭଲ ହୁଅନ୍ତା ନା ? ତେବେ ଆପଣଙ୍କର ଏହି ସ୍ୱପ୍ନ ବି ପୁରଣ ହୋଇପାରେ, କାହିଁକି ନା ବିଶ୍ୱର ଏହି ଲୋକପ୍ରିୟ ସୋସିଆଲ ସାଇଟରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ନେଇ…

କେରଳ ବନ୍ୟା ଅପଡେଟ୍ : ଧ୍ୱସଂ ପାଇଛି ୧୬୦୦୦ କି.ମି ସଡକ, ୧୩୪ ପୋଲ,ଚାଲିଯାଇଛି ୩୭୦ ନିରୀହଙ୍କ ଜୀବନ ।

ଭୟଙ୍କର ବନ୍ୟା ଏବଂ ବର୍ଷାର ତାଣ୍ଡବରେ ସ୍ତବ୍ଧ କେରଳବାସୀ । ଏଭଳି ଦୁଃଖଦ ପରିସ୍ଥିତିରେ କେରଳକୁ ଚାରିଆଡୁ ସାହାଯ୍ୟର ହାତ ବଢିଛି । କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ କୋଶରେ ସାହୟତା ରାଶି ପ୍ରଦାନ କରୁଛନ୍ତି । ବନ୍ୟାରେ ଫସିଥିବା ହଜାର ହଜାର ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି…

ସୁଶାନ୍ତ ଧଳ ସାମନ୍ତଙ୍କୁ ଜେଲଦଣ୍ଡ, ବେଆଇନ ବନ୍ଧୁକ ରଖିବା ଓ ପୋଲିସ ଅଫିସରଙ୍କୁ ଗୁଳିମାଡ ଘଟଣାରେ ୫ ବର୍ଷ ଜେଲ…

କନକ ବ୍ୟୁରୋ : ଡି ବ୍ରଦର୍ସ ଅପରାଧିକ ମାମଲାରେ ପ୍ରଥମ ସଜା ଶୁଣାଣି ହୋଇଛି ହାଇକୋର୍ଟରେ ଆଜି । ବେଆଇନ ବନ୍ଧୁକ ରଖିବା ଓ ପୁଲିସ ଅଫିସରଙ୍କୁ ଗୁଳିମାଡ ମାମଲାରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ବର୍ଷ ସଜା ଶୁଣାଇଛନ୍ତି କଟକ ସିଜେଏମ କୋର୍ଟ । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ବର୍ଷ ଜେଲ ଦଣ୍ଡାଦେଶ…

ପୁରୁଷଙ୍କ ଭଳି ମହିଳାମାନେ ବଡବଡ କମ୍ପାନୀରେ ନିର୍ମାଣ କରୁଛନ୍ତି ଟ୍ରକ ଓ ଟ୍ରାକ୍ଟର ! ଆଗକୁ ମହିଳାଙ୍କ ନିଯୁକ୍ତି ଉପରେ…

କନକ ବ୍ୟୁରୋ : ପୁରୁଷଙ୍କଠାରୁ କୈାଣସି ଗୁଣରେ କମ ନୁହନ୍ତି ନାରୀ । ଆଜିକା ଦିନରେ ମହିଳାମାନେ ମଧ୍ୟ ଅନେକ କାମରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି । କେବଳ ଏତିକି ନୁହେଁ ପୁରୁଷଙ୍କ ଭଳି ଘର ମଧ୍ୟ ଚଳାଇବାରେ ସକ୍ଷମ ହେଉଛନ୍ତି ମହିଳା । ତେବେ ମିଳିଥିବା ସୂଚନା ଅନୁସାରେ ମୋଟର ସାଇକଲ…

କିଭଳି ଜାଣିବେ ପ୍ଲାଷ୍ଟିକ ତଥା ନକଲି ଅଣ୍ଡା ଭିତରେ ଫରକ୍? ଖାଦ୍ୟସୁରକ୍ଷା ବିଭାଗ ତରଫରୁ ଜାରି ହେଲା ଗାଇଡଲାଇନ୍ସ

ପ୍ଲାଷ୍ଟିକ ତଥା ନକଲି ଅଣ୍ଡାକୁ ନେଇ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭ୍ରମକୁ ଦୃଷ୍ଟିରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ସ । ଏଫଏସଏସଏଆଇ ତରଫରୁ ଜାରି କରାଯାଇଥିବା ଏହି ଗାଇଡଲାଇନ୍ସରେ ନିର୍ଦ୍ଦିଷ୍ଟ ଦିଗ ଉପରେ ଆଲୋକପାତ କରାଯାଇଛି । ଏଥିସହିତ…