Daily Archives

August 23, 2018

ବାଜପେୟୀଙ୍କୁ ବିଜେପି ନେତା ଏମିତି ଦିଅନ୍ତି ସମ୍ମାନ! ଅସ୍ଥି କଳସ ଯାତ୍ରାରେ ହସୁଥିଲେ ବିଜେପି ନେତା

ଶୋକସଭାରେ ହସିଲେ ମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ତାଙ୍କ ସମ୍ମାନରେ ପୂରା ଦେଶର ବିଭିନ୍ନ ନଦୀରେ ଅସ୍ଥି ବିସର୍ଜନ କରିବାକୁ ଘୋଷଣା କରିଥିଲା ବିଜେପି । ଆଉ ଏଥିପାଇଁ ବିଭିନ୍ନ ରାଜ୍ୟରେ ବିଜେପି ପକ୍ଷରୁ ଅସ୍ଥି କଳସ ଯାତ୍ରାରେ ବାଜପେୟୀଙ୍କ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଜିଯାଇଥିଲା ପର୍ସ ! କିଛି ଏପରି ଭାବେ ଏବେ ନିଜ ପର୍ସକୁ ସୁରକ୍ଷିତ ଫେରିପାଇଲେ ଏହି…

ଆମର କୌଣସି ସାମଗ୍ରୀ ହଜିଗଲେ କିମ୍ବା ଚୋରି ହୋଇଗଲେ ଆମର ମନ ଦୁଃଖ ହୋଇଥାଏ । କିନ୍ତୁ ଯେତେବେଳେ ସେହି ଜିନିଷ ଆମକୁ ପୁଣି ମିଳି ଯାଇଥାଏ ଖୁସିର ଠିକଣା ହିଁ ରହି ନଥାଏ । କିଛି ଏମିତି ଘଟିଛି ରାଏ ରୋଟ୍ସଙ୍କ ସହ । ଯିଏକି ଆମେରିକାର ଜାର୍ଜିଆରେ ବସବାସ କରନ୍ତି । ରାଏ ରୋଟସ ନିଜର ମନିପର୍ସକୁ…

ବିଜେପିର ନିମନ୍ତ୍ରଣଙ୍କୁ ଗ୍ରହଣ କଲେ ନବୀନ । ବାଜପେୟୀଙ୍କ ପ୍ରାର୍ଥନା ସଭାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ହେବାକୁ ଥିବା ସର୍ବଦଳୀୟ ପ୍ରାର୍ଥନାସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ…

ଜର୍ମାନୀରୁ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ! କହିଲେ ବିଜେପି ଦେଶରେ ସୃଷ୍ଟି କରୁଛିି ହିଂସା ଓ ଘୃଣାର ବାତାବରଣ ।

କନକ ବ୍ୟୁରୋ : ଜର୍ମାନୀରୁ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ମୋଦି ସରକାର ଯେଉଁଭଳି ଭାବେ ଶାସନ ବ୍ୟବସ୍ଥା ଚଳାଇଛନ୍ତି ସେଥିରୁ ଦେଶରେ ହିଂସା ଓ ଘୃଣା ସୃଷ୍ଟି ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାସହ ଆଇଏସଆଇଏସ୍ ଆତଙ୍କବାଦୀ ସଙ୍ଗଠନର…

ପରପାରିରେ ଓଲିଉଡର ‘ବାପା’ ! ବିଶିଷ୍ଟ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ, ଚଳଚିତ୍ର ଜଗତରେ ଶୋକର ଛାୟା ।

କନକ ବ୍ୟୁରୋ : ଓଲିଉଡରେ ବାପା ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କ ଦେହାନ୍ତ ହୋଇଛି । ଦୀର୍ଘ ୪ ମାସ ହେଲା ସେ ଅସୁସ୍ଥ ଥିଲେ । ୨ ଥର ହୃଦଘାତର ଶିକାର ହୋଇଥିବା ଦେବୁ ବୋଷଙ୍କୁ…