Daily Archives

August 11, 2018

ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ବିଫଳ ହେଲା ଭାରତ ! ୱକ୍ସଙ୍କ ଶତକ ବଳରେ ଇଂଲଣ୍ଡର ସ୍କୋର ୩୫୭/୬ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚର ୨ୟ ମୁକାବିଲା ୩ୟ ଦିନରେ ଶନିବାର ଇଂଲଣ୍ଡର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ଅଟକିବା ପୂର୍ବରୁ କ୍ରିସ ଓ୍ଵକ୍ସ ଶତକ (ଅପରାଜିତ ୧୨୦) ହାସଲ କରିଛନ୍ତି । ସାମ କୁରାନ ୨୨ ରନ୍ ଯୋଡ଼ି…

ରେଳ ବିଭାଗର ନୂଆ ନିୟମ ! ଏଣିକି ରେଳ ଯାତ୍ରୀଙ୍କୁ ମିଳିବ ନାହିଁ ମାଗଣା ଟ୍ରାଭେଲ ବୀମା, ସେପ୍ଟେମ୍ବର ୧ରୁ ଲାଗୁ ହେବ…

ଆସନ୍ତା ସେପ୍ଟେମ୍ବର ୧ରୁ ଭାରତୀୟ ରେଳ ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ୍ ଇନସୁରାନ୍ସ ଯୋଗାଇବ ନାହିଁ ବୋଲି ଜଣାପଡ଼ିଛି।ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ ଇନସୁରାନ୍ସ ଯୋଗାଇବା…

କୃଷକ ସାଜିଲେ ମୁଖ୍ୟମନ୍ତ୍ରୀ । କୃଷକଙ୍କ ସହ ମିଶି ଚାଷ କ୍ଷେତରେ ଧାନ ରୋଇଲେ କୁମାରସ୍ୱାମୀ, ଦେଖନ୍ତୁ ଭିଡିଓ

କୃଷକ ସାଜିଲେ ମୁଖ୍ୟମନ୍ତ୍ରୀ । କାଦୁଅ ଭର୍ତ୍ତି ବିଲରେ ଧାନ ରୋଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଶନିବାର ଚାଷୀ ମାନଙ୍କ ସହ ମିଶି ବିଲରେ ଧାନ ରୋଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ପୂରା କର୍ଣ୍ଣାଟକରେ ଏବେ…

୧୪ ତାରିଖ ଯାଏଁ ପ୍ରବଳ ବର୍ଷିବ । ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଆଗାମୀ ଦୁଇ ଦିନ ଧରି ଦେଶର ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି । ଆଉ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ…

କେତେ ଭୟଙ୍କର ଏହି ରୋଗ ! ଏମିତି ଯନ୍ତ୍ରଣା ହୁଏ ଯେ, ଆତ୍ମହତ୍ୟା କରିଦିଏ ରୋଗୀ

ଆଗରୁ କ୍ୟାନସରକୁ ସବୁଠାରୁ ମାରତ୍ମକ ରୋଗ କୁହାଯାଉଥିଲା। କାରଣ ଏହି ରୋଗରେ ପୀଡ଼ିତ ବ୍ୟକ୍ତିର ମୃତ୍ୟୁ ହେଉଥିଲା । କିନ୍ତୁ ଏବେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇଛି । କିନ୍ତୁ ଆମେ ଏବେ ଯେଉଁ ରୋଗ କଥା କହିବାକୁ ଯାଉଛୁ ସେହି ରୋଗରେ ପୀଡିତ ବ୍ୟକ୍ତି ମରିବା ପୂର୍ବରୁ ନିଜ ଜୀବନ ହାରିଦିଏ ।…