Daily Archives

August 30, 2018

ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ ! ନିଜେ ଗାଡି ଚଳାଇ ହୃଦଘାତ ରୋଗୀଙ୍କୁ ପହଞ୍ଚାଇଲେ ହସ୍ପିଟାଲ ।

ମହାରାଷ୍ଟ୍ରରେ ଜଣେ ଟ୍ରାଫିକ୍ ପୁଲିସ କନେଷ୍ଟବଳ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଥାଣେ ଜିଲ୍ଲାରେ ଥିବା ଖରିଗାଓଁ ଟୋଲ ବୁଥ୍ ପାଖରେ ଜଣେ ଯୁବକ କାର୍ରେ ନିଜ ବୃଦ୍ଧ ବାପାଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ହୃଦ୍ଘାତର ଶିକାର ହୋଇଥିଲେ । ଏ ଖବର କାର୍ୟ୍ୟରେ ଥିବା ଟ୍ରାଫିକ୍…

ଅଚାନକ ସ୍କୁଲରେ ପହଞ୍ଚିଲେ, ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ମନ୍ତ୍ରୀ ।

କନକ ବ୍ୟୁରୋ : ମନ୍ତ୍ରୀ ଖାଇଲେ ମଧ୍ୟାହ୍ନ ଭୋଜନ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର । ଆଜି କେନ୍ଦୁଝରର ଡିଏନ ହାଇସ୍କୁଲରେ ଅଚାନକ ପହଞ୍ଚି ଥିଲେ ଗଣଶିକ୍ଷା ମନ୍ତ୍ରୀ । ଆଉ ସ୍କୁଲ ପରିଦର୍ଶନ ପରେ ମଧ୍ୟାହ୍ନ ଭୋଜନ ଖାଇବାକୁ ସ୍ଥିର…

ଦେଶର ସବୁଠୁ ବଡ ଟ୍ରେନ ଲୁଟ୍ । ବଗିରେ ଥିଲା ୩୪୨ କୋଟି ଟଙ୍କା, ଜଗିଥିଲେ ୧୮ ବନ୍ଧୁକଧାରୀ ପୋଲିସ । କିନ୍ତୁ ସମସ୍ତଙ୍କ…

୭୩୦ ଦିନ, ୨୦୦୦ରୁ ଅଧିକ ଲୋକଙ୍କୁ ପଚାରଉଚରା । ୧ ଲକ୍ଷରୁ ଅଧିକ କଲ ବିବରଣୀର ଯାଞ୍ଚ ଆଉ ଶେଷରେ ନାସାର ନିଆଗଲା ସାହାର୍ଯ୍ୟ । ଆଉ ସବୁ ପରେ ଭାରତର ସବୁଠୁ ବଡ ଟ୍ରେନ ଲୁଟ ଉପରୁ ପରଦା ଉଠିଥିଲା । କିଏ ଏହି ଲୁଟ୍ କରିଥିଲା ତାହା ସ୍ପଷ୍ଟ ହୋଇ ଯାଇଥିଲା । ୮ ଅଗଷ୍ଟ ୨୦୧୬ରେ ତାମିଲନାଡୁର ସଲେମରୁ…

ନେତାଙ୍କ ଭିଆଇପି ଗିରି ! ମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ଲାଟଫର୍ମରେ ପସିଗଲା କାର ।

ମଧ୍ୟପ୍ରଦେଶର ରାଜନେତା ଓ ମନ୍ତ୍ରୀମାନଙ୍କ ମଧ୍ୟରୁ ଏବେ ବି ‘ରାଜା ମହାରାଜା’ ମାନସିକତା ଦୂର ହୋଇ ପାରିନାହିଁ। ଏହିପରି ଏକ ‘ରାଜା ମହାରାଜା’ ମାନସିକତା ଓ ଭିଭିଆଇପି ସଂସ୍କୃତିର ଏକ ନଗ୍ନ ନମୁନା ଦେଖିବା ପାଇଁ ମିଳିଛି ଭୋପାଳ ରେଳ ଷ୍ଟେସନରେ। ସମସ୍ତ ପ୍ରକାରର ନୀତିନିୟମକୁ ଜଳାଞ୍ଜଳି ଦେବା…

ଖାଲି କଥାରେ କହୁଛନ୍ତି ଇମରାନ ! ଖର୍ଚ୍ଚ କାଟ କରିବେ ବୋଲି କହିଲେ, ହେଲେ ହେଲିକାପ୍ଟରରେ ଯାଉଛନ୍ତି ଅଫିସ ।

ଇମରାନ ଖାନ ପାକିସ୍ତାନର ପିଏମ ହେବା ପରେ ଘୋଷଣା କରିଥିଲେ କି, ସେ ପ୍ରଧାନମନ୍ତ୍ରୀ କ୍ଷମତାର ଦୁରୁପଯୋଗ କରିବେ ନାହିଁ । ଏବଂ ମନ୍ତ୍ରୀ ଏବଂ ସରକାରଙ୍କ ପଛରେ ହେଉଥିବା ଖର୍ଚ୍ଚକୁ କମ୍ କରିବେ । କିନ୍ତୁ ଇମରାନ ଖାନ ଲୋକମାନଙ୍କୁ ଦେଇତିବା ପ୍ରତିଶୃତିକୁ ଠିକ ଭାବେ ତୁଲାଇ ପାରିନାହାଁନ୍ତି ।…