Monthly Archives

June 2018

ବିତିଗଲାଣି ୭୦ ବର୍ଷ , ହେଲେ ବ୍ରିଟିଶ ଜମାନାରେ ଓଡ଼ିଶା ବାବୁ ! ଅବକାରୀ ପୋଲିସକୁ ଏବେ ବି ମିଳୁଛି ମାସିକ ୩୦ ଟଙ୍କାର…

କନକ ବ୍ୟୁରୋ : ଅବକାରୀ ବିଭାଗରେ ବଦଳିନି ବ୍ରିଟିଶ ଅମଳର ଢାଂଚା । ଅଫିସରଙ୍କୁ ମିଳୁଛି ମାସିକ ୩୦ ଟଙ୍କାର ସାଇକଲ୍ ଭତା । ରାଜ୍ୟ ଅବକାରୀ ବିଭାଗ ଏବେ ବି ପୁରୁଣା ବ୍ରିଟିଶ ଅମଳର ନିୟମରେ ଚାଲିଛି । ନିଶା ବେପାରୀ ଗାଡ଼ିରେ ବେଧଡ଼କ ନିଶା କାରବାର କରୁଥିବା ବେଳେ ପୋଲିସ ସାଇକେଲରେ ପିଛା କରୁଛି…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ମହାମହିମଙ୍କ ମିଡିଆ ସଚିବ କହିଲେ, ମନ୍ଦିର…

କନକ ବ୍ୟୁରୋ : ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ହୋଇନାହିଁ କିମ୍ବା ଏ ସଂପର୍କିତ କୌଣସି ଚିଠି ପୁରୀ ଜିଲ୍ଲା ପ୍ରଶାସନ ପାଖକୁ ଯାଇନାହିଁ । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ…

୯ବର୍ଷର ମେଂଟ ସରକାର ବେଳେ ବିଜେପି ମଧ୍ୟ ଉତ୍ତରଦାୟୀ କହିବା ପରେ ବିଶ୍ୱଭୂଷଣଙ୍କ ବୟାନକୁ ନେଇ ବିବାଦ : ମନମୋହନ କହିଲେ,…

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ହଲଚଲ । ୯ ବର୍ଷର ବିଜେପି-ବିଜେଡି ମେଂଟ ସରକାରରେ , ତ୍ରୁଟି ପାଇଁ ବିଜେପି ବି ସମପରିମାଣରେ ଦାୟୀ ବୋଲି ବିଶ୍ୱଭୂଷଣ ମତ ଦେବା ପରେ ଆଜି ତାଙ୍କୁ ଘେରିଛି ବିଜେପି ।…

କାଲି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା : ବଛା ବଛା ନେତାଙ୍କ ସହ କରିବେ ରୁଦ୍ଧଦ୍ୱାର ବୈଠକ,…

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା । ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ଅଙ୍କ କଷିବେ । ମିଶନ ୧୨୦ର ନାରା ଦେଇଥିବା ଅମିତ ଶାହା ପୂର୍ବରୁ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦେଇଥିଲେ ।…

ଟିଟୋ ହାତରେ ହାତକଡ଼ି : ୬ ବର୍ଷ ପରେ ପୁଲିସ କବଜାକୁ ଆସିଲା ଗ୍ୟାଙ୍ଗଷ୍ଟର

କନକ ବ୍ୟୁରୋ : ଯେଉଁ ଡନ୍ ପଛରେ ସାରା ରାଜ୍ୟର ପୋଲିସ ପଡିଥିଲା ଏବଂ ୬ ବର୍ଷ ଧରି ଯିଏ ଅଣ୍ଡର ୱାର୍ଲ୍ଡରେ ହଇଚଇ କରିଥିଲା, ଆଜି ପୋଲିସ ପଂଝାକୁ ଆସିଛି ଗାଙ୍ଗଷ୍ଟର ଉସମାନ୍ ଅଲୀ ଓରଫ ଟିଟୋ । ଯାଜପୁର ଚଣ୍ଡିଖୋଲ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସର ଏନକାଉଂଟରରେ ଆହତ ହୋଇଛି ମୋଷ୍ଟ ୱାଟେଂଡ୍…

ଏହି ବ୍ରେନଟିଜର ଅନେକ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି ! କ’ଣ ଆପଣ ଏହାକୁ ସମାଧାନ କରିପାରିବେ କି ?

ପ୍ରତି ସପ୍ତାହରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ବ୍ରେନଟିଜର ଦେଖିବାକୁ ମିଳିଥାଏ । ଯାହା ଲୋକମାନଙ୍କୁ ବଡ ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ । ଲୋକମାନେ ସେହି ସମୀକରଣକୁ ସମାଧାନ କରିବା ପାଇଁ ବହୁ ଚେଷ୍ଟା କରିଥାନ୍ତି । କିଛି ଲୋକ ଏଥିରେ ସଫଳ ହୋଇଥିବା ବେଳେ ଅନେକ ଏଥିରେ ଅସଫଳ…