ଏମିତି ଆମ ସାଂସଦ ! ୪ ବର୍ଷ ମଧ୍ୟରେ ସଂସଦରେ ଗୋଟିଏ ବି ପ୍ରଶ୍ନ ପଚାରି ନାହାନ୍ତି ସିଦ୍ଧାନ୍ତ ମହାପାତ୍ର
କନକ ବ୍ୟୁରୋ : ଅଭିନେତାରୁ ନେତା ବନିଥିବା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏକ ନିଆରା ରେକର୍ଡ଼ କରିଛନ୍ତି । ସଂସଦରେ ସେ ଗୋଟିଏ ହେଲେ ବି ପ୍ରଶ୍ନ ପଚାରି ନାହାନ୍ତି । ୟୁଥ ଫର୍ ସୋସିଆଲ ଡ଼େଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ସିଦ୍ଧାନ୍ତ…