Daily Archives

June 22, 2018

ଗୋଟିଏ ସମୟରେ ବିକ୍ରି କରୁଥିଲେ ସିମ୍ ! ଏବେ ମାତ୍ର ୨୨ ବର୍ଷ ବୟସରେ ହେଲେ କୋଟିପତି ।

ଓୟୋ ରୁମର ସଂସ୍ଥାପକ ୨୩ ବର୍ଷୀୟ ରିତେଶ ଅଗ୍ରୱାଲ ଚୀନରେ ନିଜର ଏକ ବଡ ପରିଚୟ ବନାଇବାକୁ ଯାଉଛନ୍ତି । ୬.୫ ଲକ୍ଷ କୋଟି ଟଙ୍କା ନିବେଶ ଫଣ୍ଡର ମାଲିକ ମାସାୟୋରୀ ସୋନ ଚୀନରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଅଗ୍ରୱାଲଙ୍କୁ ସାହାଯ୍ୟ କରିଥିଲେ । ଯାହା ଫଳରେ ରିତେଶ ଏକ ସଫଳ ବ୍ୟବସାୟୀ ଭାବରେ ସାରା…

୧ ମିନିଟରେ ମାରିଲେ ୯୫ ଥର ପୁସଅପ୍ ! ରଚିଲେ ବିଶ୍ୱ ରେକର୍ଡ ।

୪୩ ବର୍ଷୀୟ ଧର୍ମ ସିଂହ ୧ ମିନିଟରେ ୯୫ ପୁସଅପ ମାରି ବିଶ୍ୱ ରେକର୍ଡ ବନାଇବାରେ ସଫଳତା ହାସଲ କରିଛନ୍ତି । ସେ ଗିନିଜ ୱାଲ୍ଡ ରେକର୍ଡକୁ ଭାଙ୍ଗି ଏକ ନୁଆ ରେକର୍ଡ ତିଆରି କରିଛନ୍ତି । ଏହା ପୂର୍ବରୁ ସିଙ୍ଗାପୁରର ଜଣେ ବ୍ୟକ୍ତି ରେନ ଚୁଆ କ୍ୟୁନ, ୧ ମିନିଟରେ ୮୪ ପୁସଅପ ମାରି ରେକର୍ଡ ବନାଇଥିଲେ…

ଗରିବ ବାପା ଏବଂ କୁନି ଝିଅ ପାଇଁ ବଞ୍ଚିଲା ୨,୦୦୦ ଲୋକଙ୍କ ଜୀବନ ! ଭୋଜନ ପାଇଁ ଦୁହିଁଙ୍କୁ ଘରକୁ ନିମନ୍ତ୍ରଣ କଲେ…

ତ୍ରିପୁରାର ଅଗରତଲାରେ ବସବାସ କରୁଥିବା ଗରିବ ବାପ-ଝିଅଙ୍କ ହେତୁ ୨୦୦୦ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଜଙ୍ଗଲରେ କାଠ କାଟି ନିଜର ଗୁଜୁରାଣ ମେଣ୍ଟାଉଥିବା ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅ ସୋମତି ରେଳ ଧାରଣାରେ ହୋଇଥିବା ଫାଟ ସମ୍ପର୍କରେ ଟ୍ରେନର ଲୋକୋପାଇଲଟଙ୍କୁ ଜଣାଇଥିଲେ । ଫଳରେ…

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜଡ଼ିତ ଥିବା ଏକ ସମବାୟ ବ୍ୟାଙ୍କରେ ୫ ଦିନରେ ଜମା ହୋଇଥିଲା ୭ଶହ ୪୫ କୋଟି ପୁରୁଣା ନୋଟ୍…

କନକ ବ୍ୟୁରୋ : ବିମୁଦ୍ରାକରଣକୁ ଦୁଇ ବର୍ଷ ବିତି ଯିବା ପରେ ବି ବିବାଦ ଥମିବାର ନାଁ ନେଉ ନାହିଁ । ବିମୁଦ୍ରାକରଣ ପରେ କେତେ କଳାଧନ ଦେଶକୁ ଫେରିଛି ଓ ଦୂର୍ନୀତି କେତେ କମିଛି ତାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅହମଦାବାଦର ଏକ କୋପରେଟିଭ ବ୍ୟାଙ୍କକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି ।…

ପାକିସ୍ତାନକୁ ଭାରତର କଡା ଜବାବ୍ ! ଫୁଲ ଦମରେ ଆରମ୍ଭ ହୋଇଛି ଅପରେସନ୍ ଅଲଆଉଟ୍, ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି…

ଜମ୍ମୁ-କଶ୍ମୀରରେ ବର୍ତ୍ତମାନ୍ ସେନା ଫୁଲ୍ ଦମରେ ଆରମ୍ଭ କରିଛି ଅପରେସନ ଅଲ୍-ଆଉଟ୍ । ସେନାକୁ ସାହାଯ୍ୟ କରିବା ଲାଗି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡସ୍ କଶ୍ମୀରରେ ପହଞ୍ଚିଛନ୍ତି । କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ଲାଗି ସେନା ଚଳାଇଛି ଜୋରଦାର୍ ଅପରେସନ୍ । ମିଳିଥିବା ସୂଚନା…

କାଶ୍ମୀରଘାଟିରେ ପହଁଚିଲେ ଏନଏସଜି କମାଣ୍ଡୋ : ପୁଲିସ୍, ସିଆରପିଏଫକୁ ଦେବେ ତାଲିମ, ଅମରନାଥ ଯାତ୍ରା ଓ ଆତଙ୍କୀ ମିସନରେ…

କନକ ବ୍ୟୁରୋ : କାଶ୍ମୀରଘାଟିକୁ କବଜାକୁ ନେବେ ଏନଏସଜି କମାଣ୍ଡୋ । ଜାମ୍ମୁ-କାଶ୍ମୀର ପୁଲିସକୁ ତାଲିମ ଦେବା ସହ ସୁରକ୍ଷା ଭାର ମଧ୍ୟ ଏନଏସଜି କମାଣ୍ଡୋଙ୍କ ହାତରେ ରହିବ । ଉଚ୍ଚ ତାଲିମପ୍ରାପ୍ତ ଏହି କମାଣ୍ଡୋ, ପୁଲିସ ବ୍ୟତୀତ ସିଆରପିଏଫ୍ ଯବାନଙ୍କୁ ମଧ୍ୟ ତାଲିମ ଦେବେ । କାଶ୍ମୀରର ଅତ୍ୟନ୍ତ…