ଜୀବନ ନେଇଗଲା ସେଲଫି ! ଗୋଆ ବିଚରେ ସେଲଫି ନେବା ବେଳେ ଚାଲିଗଲା ଦୁଇ ଜଣ ଯୁବକଙ୍କ ପ୍ରାଣ ।
ତାମିଲନାଡୁର ୨ ଜଣ ପର୍ୟ୍ୟଟକଙ୍କର ଲୋକପ୍ରିଅ ଗୋଆ ବିଚରେ ସେଲଫି ନେଉଥିବା ଅବସ୍ଥାରେ ଭିନ୍ନ ଭିନ୍ନ ସମୟରେ ମୃତ୍ୟୁ ଘଟିଛି ବୋଲି ରବିବାର ପୁଲିସ୍ ସୂଚନା ପ୍ରଦାନ କରିଛି । ପୁଲିସ୍ ଇନସ୍ପେକ୍ଟର ଜିଭା ଦଲଭିଙ୍କ କହିବା ମୁତାବିକ, ତାମିଲନାଡୁର ବେଲୋରେର ଦିନେଶ କୁମାର ରଙ୍ଗନାଥନ୍ (୨୮) ତାଙ୍କର…